-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

କନ୍ଧମାଳରେ ତେଜୁଛି କେଉଟ କୈବର୍ତ୍ତ ଧିବର ହଟାଓ ଅଭିଯାନ ,ସଭାପତି ହେଲେ ଅନାମ ସମ୍ପାଦକ ଚନ୍ଦ୍ରମୋହନ* 

20-Jan-2025



କନ୍ଧମାଳ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲାରେ ପ୍ରଥମକରି ବା ( ଭାରତୀୟ ଏସ ସି ଫେଡେରେସନ, କନ୍ଧମାଳ ଶାଖା ) ର ଅନୁଚୁଚିତ ଜାତି ମୋର୍ଚା ର ଜିଲ୍ଲାସ୍ତରୀୟ ଏକ ସାଙ୍ଗଠନିକ ବୈଠକ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଠାରେ ଥିବା ମା ମଙ୍ଗଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ମୋର୍ଚ୍ଚାର ଆବାହକ ତଥା ପାଣ ସମାଜର ପୂର୍ବତନ ଜିଲ୍ଲା ଓ ରାଜ୍ୟ ( କନ୍ଧମାଳ ଜାତୀୟ କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି  ) ଶ୍ରୀ ଅନାମ ନାଏକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନମାନୀତ ଅତିଥିଭାବେ ପଢ଼ୋଶୀ ବୌଦ୍ଧ ଜିଲ୍ଲାରୁ ଆସିଥିବା  ରାଜ୍ୟ କେଡିକେ ହଟାଓ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ତଥା ରାଜ୍ୟ ସଭାପତି ଶ୍ରୀ ସୁଧାଂଶୁ ଡାଙ୍ଗ, ବୌଦ୍ଧ ଜିଲ୍ଲା କେଡିକେ ହଟାଓ ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନ, କନ୍ଧମାଳ ଜିଲ୍ଲାର ଡାଇନାମିକ ଯୁବ ନେତା ଶ୍ରୀ ଚନ୍ଦ୍ରମୋହନ ନାୟକ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ବୈଠକ ଅନୁଷ୍ଠିତ ହେବାସହିତ ଅନ୍ୟ ସମସ୍ତ ଜାତିପ୍ରେମୀ ନେତୃ ମଣ୍ଡଳୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ  ଏବଂ କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ଲକର ଅନୁସୂଚିତ ଜାତି ସାମ୍ପ୍ରଦାୟର କର୍ମକର୍ତା ଉପସ୍ଥିତି ଥିଲେ I ଏହି ଅବସରରେ  ଅଖିଳ ଭାରତୀୟ ଅନୁସୂଚିତ ଜାତି ମହାସଂଘ କନ୍ଧମାଳ ଜିଲ୍ଲା ପାଇଁ କରକର୍ତ୍ତା ଚୟନ କରାଯାଇଥିଲା ସର୍ବ ପ୍ରଥମେ ସର୍ବସମ୍ମତି କ୍ରମେ ଶ୍ରୀ ଅନାମ ନାଏକଙ୍କୁ  ଏସ ସି ଫେଡେରେସନର ସଭାପତି ଭାବରେ ଚୟନ କରାଯାଇଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଭାବରେ କନ୍ଧମାଳ ର ଜାତିପ୍ରେମୀ ଉଦୀୟମାନ ଯୁବ ନେତା ଶ୍ରୀ ଚନ୍ଦ୍ରମୋହନ ନାଏକଙ୍କୁ ସାଧାରଣ ସମ୍ପାଦକ ଭାବରେ ଚୟନ କରାଯାଇଥିଲା | ଏହାପରେ ଶ୍ରୀ ସୁଶାନ୍ତ କୁମାର ମୁଖି କାର୍ଯ୍ୟକାରୀ ସମ୍ପାଦକ ଭାବେ ଚୟନ କରାଯାଇ ଥିବା ବେଳେ ଶ୍ରୀ ନୀଳାଞ୍ଚଳ ନାଏକ, ସହ ସମ୍ପାଦକ,ଭ୍ରମରବର ନାଏକଙ୍କୁ ଚୟନ କରାଯାଇଛି I ସେହିଭଳି ଉପସଭାପତି ଭାବରେ ପ୍ରକାଶ ଚନ୍ଦ୍ର ମୁଖି,ଓ ଗହନ ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ଫୁଲବାଣୀ ର ପୂର୍ବତନ ବିଧାୟକ ଶ୍ରୀ ଦାଶରଥି ବେହେରା ଓ କୋଷାଧକ୍ଷ ଭାବରେ ରୋହିଦାସ ନାଏକ ଙ୍କୁ ଚୟନ କରାଯାଇଛି I ସେହିଭଳି ଜିଲ୍ଲାର ପ୍ରତ୍ୟକ ବ୍ଲକ ରୁ ତିନି /ଜାତିପ୍ରେମୀ ଦକ୍ଷତା ସମ୍ପର୍ଣ୍ଣ ଚାରି ଜଣ ବ୍ୟକ୍ତିଙ୍କୁ ବ୍ଲକ ସଂଯୋଜକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି  I ଏହାପରେ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ସରକାରଙ୍କ ପାଖରେ  ସଂଗଠନ ବାରମ୍ବାର ଦାବି ଉପସ୍ଥାପନା କରିବା ଓ ରାଜ୍ୟରେ କେଉଟ, ଧୀବର ଓ କୈବର୍ତ୍ୟ ଜାତିକୁ ଅନୁସୂଚିତ ଜାତି ତାଲିକାରୁ ରୁ ସମ୍ପୂର୍ଣ୍ଣ ଉଛେଦ କରିବା ହେଉଛି  ସଂଗଠନର ମୂଳ ଲକ୍ଷ୍ୟ ଓ ମୁଖ୍ୟ ଉଧେଶ୍ୟ  ବୋଲି ନବ ନିଯୁକ୍ତ ସଭାପତି ଶ୍ରୀ ଅନାମ ନାୟକ ଓ ସମ୍ପାଦକ ଶ୍ରୀ ଚନ୍ଦ୍ରମୋହନ ନାୟକ ଦୃଢ଼କ୍ତି ପ୍ରକାଶ କରି ଉପସ୍ଥିତି ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ  |  ସର୍ବ ଶେଷରେ କେଡିକେ ହଟାଓ ରାଜ୍ୟ ସଂଗଠନ ର ସଭାପତି ଶ୍ରୀ ସୁଧାଂଶୁ ଡାଙ୍ଗ  ଏହି ସଂଗଠନ ର ମୁଖ୍ୟ ଉଧେଶ୍ୟ ଉପରେ ପ୍ରାଞ୍ଜଳ ଭାବେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ  ଏବଂ କହିଥିଲେକି ଦରକାର ପଡିଲେ  ଆମକୁ ଆମ ଜାତିର ନ୍ୟାର୍ଯ୍ୟ ଦାବୀ ହାସଲ କରିବାପାଇଁ ଆମକୁ ନିଜ ନିଜ ଜୀବନକୁ ଉତ୍ସାର୍ଗୀକୃତ କରିବାକୁ ପଡିବ, ଆନ୍ଦୋଳନ କୁ ଓଲ୍ହାଇବା୍କୁ ପଡିବ, ଏବଂ ସରକାରଙ୍କ ସହିତ ଲଢେଇ ଜାରି ରଖିବାକୁ ପଡିବ ତେଣୁ ଆଜିଠୁ ଆମ ସମସ୍ତଙ୍କୁ ପ୍ରତିମୁହୂର୍ତ୍ତ ରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଆହ୍ୱାନ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like