-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||     

HOME   ଜିଲ୍ଲା

*ସତ୍ୟନାରାୟଣ ୟୁଥ ସ୍ପୋର୍ଟିଂ ବିଶିମୁଣ୍ଡା ପକ୍ଷରୁ ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ*- *ଖାରି ଦଳ ଚାମ୍ପିଅନ*-

20-Jan-2025



ସୋନପୁର  (ମନୋରଞ୍ଜନ ତ୍ରିପାଠୀ )
ଗ୍ରାମାଞ୍ଚଳରେ  ଭାତୃ ଭାବ ର ପୁନଃ ପ୍ରତିଷ୍ଠା ତଥା ଯୁବଶକ୍ତିର ଏକତା  ଉଦ୍ଦେଶ୍ୟରେ  ପ୍ରଥମ ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ସୋନପୁର ବ୍ଲକ୍ ବିଶିମୁଣ୍ଡା ପଞ୍ଚାୟତ ଖେଳପଡ଼ିଆ ଠାରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇ  ଗତ କାଲି ଉଦଯାପିତ ହୋଇ ଯାଇଛି । ୧୯  ତାରିଖ ରବିବାର ଦିନ ପୁର୍ବାହ୍ନ ରେ  ଅନୁଷ୍ଠିତ ଦୁଇ ଟି ସେମିଫାଇନାଲ ଖେଳ ହୋଇଥିବା ବେଳେ ଅପରାହ୍ନ ରେ ଅନୁଷ୍ଠିତ ଫାଇନାଲ ଖେଳ ରେ ଗବଜୋର,( ବୌଦ୍ଧ ) ଓ  ଖାରୀ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା l ଚାମ୍ପିଅନ ଖାରୀ ଦଳ କୁ ବିଜେତା ଟ୍ରଫି ସହ ୨୦ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଗବଜୋର ଦଳକୁ ଟ୍ରଫି ସହ ୧୪ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା l ଖାରି ଟିମ୍ ର ଯୁବ ତାରକା ଆଶିଶ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ହୋଇଥିଲେ l lପୁରାତନ ଖେଳାଳୀ ଖାଲିକ ଖାନ୍, ଯୁବରାଜ ସାହୁ, ଜିତୁ ମିଶ୍ର ଓ ଆର୍ତ୍ତତ୍ରାଣ ତ୍ରିପାଠୀ  ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ l ଉଦ୍ ଘୋଷକ ଭାବେ ଶ୍ରବଣ କୁମାର ଓ ଲାଲ୍ ମନି କ୍ରିକେଟ ଉଦ୍ଘୋଷକ ସଞ୍ଜୀବ ମିଶ୍ର  ହଜାର ଦର୍ଶକ କୁ ବାନ୍ଧି ରଖିଥିଲେ l ଛକୋରମାଲ ର ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଏହି ଖେଳ ପ୍ରତିଯୋଗିତା ରେ ଅନୁଷ୍ଠାନ ର ବହୁ ପୁରାତନ ସଦସ୍ୟ ଶ୍ରୀ ରବିନ୍ଦ୍ର ଠେଟୁଆଲ ,ଅମ୍ବୁଜ ବିହାରୀ ଶତପଥୀ ,ସୁଜନ ଦୀପ ,ଦିଗାମ୍ବର ଶତପଥୀ ,ପ୍ରଦୀପ ସେଠୀ, ଶ୍ୟାମ ସୁନ୍ଦର ଶତପଥୀ ,ଆନନ୍ଦ ବାରିକ , ଚନ୍ଦ୍ରମଣି ତ୍ରିପାଠୀ ,ଗଜପତି ସୁନା,ମଜିଦ୍ ଖାନ୍  ପ୍ରମୁଖ ଯୋଗ ଦେଇ ନୂତନ ପିଢ଼ୀ କୁ ଉତ୍ସାହିତ କରିଥିଲେ ।  ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସଂଗଠନ ସଂପାଦକ ରାଜ କିଶୋର ତ୍ରୀପାଠୀ, ସୋନପୁର ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ସୁବାସ ପଣ୍ଡା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଆୟୋଜକ କମିଟି ଓ ଖେଳାଳି ଙ୍କୁ ଉତ୍ସାହିତ କରି ସ୍ୱର୍ଗୀୟ ମିତ୍ର ଭାନୁ ବଗର୍ତ୍ତୀ ଏ ଅଞ୍ଚଳ ର ବିକାଶ କ୍ଷେତ୍ର ରେ  ଉଦ୍ୟମ ଜାରି ରଖିଥିଲେ ଓ ଯୁବ ପୀଢ଼ି ଙ୍କ ପ୍ରେରଣା ଦାତା ଥିଲେ ବୋଲି ମତ ରଖିଥିଲେ l ଅନୁଷ୍ଠାନର ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ଓତା ,ସଂପାଦକ ଶ୍ରବଣ କୁମାର ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟ  ଯହୁନନ୍ଦନ ଓତା  , ସରୋଜ ଦୀପ, ମନୋଜ ସେଠୀ ,ବିପିନ କଉଡି , ସୁବଳ ଓତା  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |  ମିତ୍ର ଭାନୁ ବଗର୍ତ୍ତୀ ଙ୍କ ସୂ ପୁତ୍ର ଦୀପକ, ରୂପକ ଓ ଶୁଭମ୍ ଙ୍କୁ ଓ ଏ ଅଞ୍ଚଳ ର ଭେଟରାନ୍ ଖେଳାଳି ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରି ଉତ୍ସାହିତ କରା ଯାଇଥିଲା l ରାମ ଚନ୍ଦ୍ର ଶତପଥି , ଶ୍ୟାମ ସୁନ୍ଦର୍ ଶତପଥି ଙ୍କ ସମେତ କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ୍ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026

You Might Also Like