-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦନ ସୁରକ୍ଷା ନେଇ ଖପ୍ରାଖୋଲରେ ବିଶାଳ ଜନଆନ୍ଦୋଳନ, ଶତାଧିକ ସଂଗଠନ ସାମିଲ

19-Jan-2025



ବଲାଙ୍ଗିର, ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ପକ୍ଷରୁ ଗନ୍ଧମାର୍ଦ୍ଦନ ପର୍ବତ ତଥା ପଶ୍ଚିମଓଡ଼ିଶାର ପ୍ରାକୃତିକ ପରିବେଶର ସ୍ଥାୟୀ ସୁରକ୍ଷା ଆଇନ ଦାବୀରେ ପଶ୍ଚିମ ଓଡ଼ିଶା ମହାସମାବେଶ ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡିଆ, ଖପ୍ରାଖୋଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପ୍ରତିଷ୍ଠାତା ସ୍ବାମୀ ସୋମବେଶ ଅତୀତର ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଇତିହାସ ବିଷୟରେ ଉପସ୍ଥାପନ କରିଥିଲେ। ପୂର୍ବତନ ଆବାହକ ରାଜ କୁମାର ସେଠ୍ ନିମନ୍ତ୍ରିତ ଅତିଥି ଓ ଓଡ଼ିଶାର ଜନଆନ୍ଦୋଳନ ମାନଙ୍କର ସଂଗ୍ରାମୀ ସାଥୀ ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପୂର୍ବତନ ସାଂସଦ ତଥା ମୁଖ୍ୟ ଉପଦେଷ୍ଟା ଭବାନୀ ଶଙ୍କର ହୋତା ସଭାପତିତ୍ବ କରିଥିଲେ। ପରିବେଶବିତ୍ ତଥା ଜନଆନ୍ଦୋଳନ ମାନଙ୍କର ପୁରୋଧା, ଗ୍ରୀନ ନୋବେଲ ପୁରସ୍କାର ବିଜେତା  ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ଵୟ ସମିତିର ଆବାହକ ଲିଙ୍ଗରାଜ, ବରଗଡ, ନିୟମଗିରି ସୁରକ୍ଷା ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ପୂର୍ବତନ ଆବାହକ ଡ.ଗୌତମ ବିଶ୍ଵାଳ, ପୂର୍ବତନ ବିଧାୟକ ସରୋଜ କୁମାର ମେହେର, କୋଶଳବାଦୀ ନେତା ତଥା ବରିଷ୍ଟ ଆଇନଜୀବୀ  ପ୍ରମୋଦ କୁମାର ମିଶ୍ର, ଚାଷୀନେତା ଯତୀ ପଧାନ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂବରିହା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ଆବାହକ ଜୟସିଂହ ପୂଝାରୀ, ଜନମଞ୍ଚ ସିଭିଲ ସୋସାଇଟିର ଡିଙ୍ଗର କୁମ୍ଭାର, ଏଲ୍.ଡି.ଏ ର  ଆବାହକ ଲବ ସୁନା, ଆଇନ ପରାମର୍ଶଦାତl ପ୍ରଶାନ୍ତ କୁମାର ମାଝୀ, ଏଆଇଡିଏସ୍ଓ ସାଧାରଣ ସଂପାଦକ  ଅଶୋକ ମିଶ୍ର, ପୂର୍ବତନ ଆବାହକ ବୃନ୍ଦାବନ ବାରିକ, ଖପ୍ରାଖୋଲ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ, ପାଇକମାଲର ଆବାହକ ରବିଚନ୍ଦ୍ର ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚରେ ପୂର୍ବତନ ଆବାହକ  ଅଭିଳାଷ ଭୋଇ, ଆଦିବାସୀ ନେତା  ବିପ୍ର ବିଶି,  ସଂଯୋଜକ  ଟେକେନ୍ଦ୍ର ଜାଲ, ବରିଷ୍ଟ ସଭ୍ୟ  ନିଲମାଧବ ପାଣିଗ୍ରାହୀ,  ଥବିର ମେହେର, ଚଙ୍ଗରିଆ ସରପଞ୍ଚ  ଶୁଶିଲ କୁମାର ଗୁରୁ,  ଆଦିବାସୀ ନାରୀ ନେତ୍ରୀ ଶ୍ରୀମତୀ ଶଶିରେଖ। ଧରୂଆ, ଗୁପତ ରାମ ବାରିକ, ଡଃ. ଇମଣ୍ଡ ଭୋଇ, ସଂପାଦକ  ଜଳନ୍ଧର ତାଣ୍ଡି, ଜିନ୍ଦାବାଦ ସଂଗଠନର ଉପଦେଷ୍ଟା ତଥା ଆଇନଜୀବୀ ତ୍ରିଲୋଚନ ପୁଞ୍ଜି, ଲୋକ ମୁକ୍ତି ସଂଗଠନ, ଝାରସୁଗୁଡାର ଉପଦେଷ୍ଟା ଅନନ୍ତ ଭାଇ ଓ ଅନ୍ୟ ସଂଗ୍ରାମୀ ସାଥୀ ମାନେ ମଞ୍ଚାସୀନ ଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ଗଣ୍ଡୱାନl ଛାତ୍ର ସଂଗଠନ, ବିଂଝ।ଲ୍ ସମାଜ ଛାତ୍ର ସଂଗଠନ, ଏସ୍ ସିଏସଟି ମିଳିତ ମଞ୍ଚ, ପଦ୍ମପୁର, ବଜରଙ୍ଗବଲି ବଣିକ ସଂଘ, ଧଣ୍ଡ।ମୁ।ଣ୍ଡ , ଗନ୍ଧଗିରି ଯୁବକ ସଂଘ, ନାନ୍ଦୁପଲା,ଏଲ.ଡି.ଏ, ଲାଠୋର, ଜିଲ୍ଲା କରମ। ସାଂସ୍କୃତିକ କଳାକାର ସଂଘ, ନାଗଫେନl ଏଆଇଡିଏସ୍ଓ, ବଲାଙ୍ଗିର, ହରିଶଙ୍କର ବଣିକ ସଂଘ, ଜିନ୍ଦାବାଦ ସଂଗଠନ, ବିଶ୍ଵସେ ଦଳ ସମାଜ, ବଲାଙ୍ଗୀର, ବଣିକ ସଂଘ, ପାଟଣାଗଡ଼ ଜନମଞ୍ଚ ସିଭିଲ ସୋସାଇଟି , ପାଟଣାଗଡ଼,ଗନ୍ଧମାର୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ୟ ମହାସଂଘ୍, ଖପ୍ରାଖୋଲ ବ୍ଲକ,ଗନ୍ଧମାର୍ଦନ ସୁରକ୍ଷା ଅଭିଯାନ, ବରଗଡ, ଜୟକିସାନ ଆନ୍ଦୋଳନ, ବରଗଡ, ମୂଲନିବାସୀ ଛାତ୍ର ଯୁବସାମୁଖ୍ୟ, ଆଦିବାସୀ କଲ୍ୟାଣ ସଂଘ, ବେନ୍ଦେର, ଲୋକ ମୁକ୍ତି ସଂଗଠନ, ଝାରସୁଗୁଡା,  ନିୟମଗିରି ସୁରକ୍ଷା ସମିତି ଓ ଅନ୍ୟାନ୍ୟ ଜନ ଆନ୍ଦୋଳନ, ଜନ ସଂଗଠନ। ଏଆଇ ଡିଏସ୍ଓ ର ଜିଲ୍ଲା ସଭାପତି ମଧୁସୂଦନ ବାଗ, ଜିନ୍ଦାବାଦ ସଂଗଠନର କେନ୍ଦ୍ରୀୟ ସଭାପତି ଲୋଚନ ବରିହା, ନିୟମଗିରି ସୁରକ୍ଷା ସମିତିର ସାଥୀ ରାଜକିଶୋର ଓ ବାବା ଗନ୍ଧମାର୍ଦ୍ଦନକୁ ନେଇ ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୁଶଧ୍ଵଜ ମାଝି, ଟୀକେଶ୍ୱର ଧାରୁଆ, ରଘୁନାଥ ସିଂବରିହା,  ପୁରନ୍ଦର ସାହୁ, କ୍ଷମ।ନିଧି ଭୋଇ, ତନ୍ତ୍ର ଧରୁଆ, ଯଶୋବନ୍ତ ବାରିହା,  ସନ୍ତୋଷ ପଧାନ ଓ ଅନ୍ୟ ସାଥୀମାନେ  ଆନ୍ତରିକତା ସହ କାର୍ଯ୍ୟ କରିଥିଲେ। ଜୟ କିସାନ ଆନ୍ଦୋଳନ, ବରଗଡର ଜିଲ୍ଲା ସଭାପତି ସୁଶିଲ କୁମାର ସାହୁ ଓ ସଂପାଦକ ହର ବଣିଆଙ୍କ ନେତୃତ୍ୱରେ ୧୦୦ ଜଣରୁ ଉର୍ଦ୍ଧ୍ବ ବରଗଡ ଠାରୁ ମଟର ସାଇକେଲ ଯାତ୍ରାରେ ମହାସମାବେଶସ୍ଥଳ ଖପ୍ରାଖୋଲକୁ ପହଞ୍ଚି ଥିଲେ। ଶେଷରେ ପରାମର୍ଶଦାତା  ସୁଶୀଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜଳ, ଜମି, ଜଙ୍ଗଲ ସମ୍ପଦର ସୁରକ୍ଷା ଦାବୀରେ ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଏନ୍ଜଏପିଏମ୍ ଓ ଜନ ଆନ୍ଦୋଳନ/ଜନ ସଂଗଠନ ମାନଙ୍କର ନେତୃତ୍ଵରେ ଆସନ୍ତା ଜାନୁୟାରୀ ୨୪ ତାରିଖ ୨୦୨୫  ସମ୍ବଲ ପୁର ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସମାବେଶରେ ଯୋଗ ଦେବାକୁ ଲିଫଲେଟ ବଣ୍ଟନ କରାଯାଇଥିଲା l ଜିନ୍ଦାବାଦ ସଂଗଠନ, ବଲାଙ୍ଗୀର ଜିଲ୍ଲାର ସାଥୀ ମାନେ ଖପ୍ରାଖୋଲ ପେଟ୍ରୋଲ ପମ୍ପ ଠାରୁ ଥାନା ଛକ, ବ୍ଲକ ସମ୍ମୁଖ ଦେଇ ଶୋଭାଯାତ୍ରା ମାଧ୍ୟମରେ ମହାସମାବେଶସ୍ଥଳକୁ ସ୍ଲୋଗାନ, ଗୀତ, ବାଜା ର ପ୍ରକମ୍ପିତ ହେଉଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026

You Might Also Like