-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||      ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||      ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||     

HOME   ଜିଲ୍ଲା

ପାଓ୍ୱାର ଅଫ୍ ଦିବ୍ୟାଙ୍ଗସ୍”ର ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଦିବସ ପାଳିତ

18-Jan-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଚରଗଡ଼ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଦିବସ ପାଓ୍ବାର୍ ଅଫ୍ ଦିବ୍ୟାଙ୍ଗସ୍ ପକ୍ଷରୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ ପାୱାର୍ ଅଫ୍ ଦିବ୍ୟାଙ୍ଗସ୍‌ କାର୍ଯ୍ୟାଳୟ ପାଇଁ ବରଗଡ଼ରେ ନୂତନ ଗୃହ ଯେଗାଇ ଦେବା ସହିତ ଦିବ୍ୟାଙ୍ଗଙ୍କ ଉନ୍ନତି ଦେଶ ତଥା ଜାତିର ଉନ୍ନତି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ସମ୍ମାନୀତ ଅତିଥି ଭାବେ ଉଦ୍‌ଘାଟନୀ ଭାଷଣ ଅନୁଷ୍ଠାନ ପ୍ରତିଷ୍ଠାତା ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ୧୨ଟି ବ୍ଲକ୍‌ର ଦ୍ୟାଙ୍ଗଙ୍କ ସହ ସୋନପୁର ଓ ବିନିକା, ଡୁଙ୍ଗୁରିପାଲିରୁ ଏକ ହଜାର ଦିବ୍ୟାଙ୍ଗ ଯୋଗଦେବା ସହିତ ଦିବ୍ୟାଙ୍ଗଙ୍କୁ ସ୍ଵାବଲମ୍ବୀ କରିବାକୁ ୧୦ଟି ସିଲେଇ ମେସିନ ସେଲୁନ୍ ଚଉକି, ୨ଟି କିଟ୍ ପ୍ରଦାନ କରିଥିଲେ । ମୁଖ୍ୟ ସଂଯୋଜକ ରତନଲାଲ ଅଗ୍ରୱାଲ ଓ ଅଶୋକ ଅଗ୍ରୱାଲଙ୍କ ସହ ବାପୁଳି ସ୍ବତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେଘନାଦ ସାହୁ ଏଥିରେ ସଂପାଦକ ସଂଯୋଜନା କରିଥିଲେ ଦିବ୍ୟାଙ୍ଗଙ୍କୁ ଅଧିକରୁ ଅଧିକ ସଶକ୍ତିକରଣ ବରଗଡ଼ ଜିଲ୍ଲାପାଳଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଶ୍ୟାମ ସୁନ୍ଦର ଅଗ୍ରୱାଲ ବକ୍ତବ୍ୟରେ କହିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   12-May-2026
  ଜିଲ୍ଲା  
ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   12-May-2026
  ଜିଲ୍ଲା  
ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   12-May-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   11-May-2026
  ରାଜ୍ୟ  
ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   11-May-2026
  ଜିଲ୍ଲା  
ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ   11-May-2026
  ଜିଲ୍ଲା  
ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   11-May-2026
  ଜିଲ୍ଲା  
ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   11-May-2026
  ଜିଲ୍ଲା  
ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   11-May-2026
  ଜିଲ୍ଲା  
*ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   11-May-2026
  ଜିଲ୍ଲା  
*ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   11-May-2026
  ଜିଲ୍ଲା  
ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   11-May-2026

You Might Also Like