-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ - ବି ଏସ ଏଫ୍ ସୋନପୁର ଫାଇନାଲ କୁ ପ୍ରବେଶ

12-Jan-2025



ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
 ସ୍ଥାନୀୟ ରୟାଲ ପଡିଆ ସୋନପୁର  ଠାରେ  12 ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ର  ପୁଲ ବି ର ଦୂତୀୟ ସେମିଫାଇନା ମ୍ୟାଚ ବି ଏସ ଏଫ୍ ସୋନପୁର  ବନାମ   ଶିମିଳିପାଳ ୱାଇଲଡ ଟାଇଗର ମୟୁରଭଞ୍ଜ  ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ବି ଏସ ଏଫ୍ ସୋନପୁର  ୧-୦ ଗୋଲ ରେ  ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି l ଆଜିର ମ୍ୟାଚ ରେ ବେଷ୍ଟ ଡିଫେନ୍ସ ସାମଲ ହେମରମ ( ମୟୁରଭଞ୍ଜ ),ବେଷ୍ଟ ଗୋଲ କିପର  ସୁନୀଲ ବାଘା (ସୋନପୁର)  ବେଷ୍ଟ ମିଡ଼ ଫିଲ୍ଡ ଚନ୍ଦନ ( ସୋନପୁର )ଏବଂ ହିରୋ ଅଫ ଦି  ମ୍ୟାଚ  ଏକଲବ୍ୟ ସୋନପୁର ଏବଂ ବେଷ୍ଟ ୱୀଙ୍ଗର୍ କ୍ଷେତ୍ର ସିଂ ( ମୟୁରଭଞ୍ଜ )ପ୍ରମୁଖଙ୍କୁ ପୁରସ୍କୃତ କର ଯାଇ ଥିଲା  l 
ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ସୋନପୁର  ବିଧାୟକ ଶ୍ରୀ  ନିରଞ୍ଜନ ପୂଝରୀ 
ଏବଂ ସମ୍ମାନତ ଅତିଥି ଭାବରେ  ଅତିରିକ୍ତ ଏସପି ବୀରେନ୍ଦ୍ର  କୁମାର ନାୟକ,  ବୟନିକା ର ରାଜ୍ୟ ସଭାପତି  ପ୍ରକାଶ ମେହେର, ସତ୍ୟ ନାରାୟଣ ତ୍ରିପାଠୀ, ପ୍ରବୀଣ ନାଗ, ଗୋପାଳ ବଢ଼େଇ, ଜନ୍ମ ପାତ୍ର,  ଆମ୍ବେଦକର ପ୍ରେମୀ ସୁରେଶ ବାଘ, ବରିଷ୍ଠ ଶିକ୍ଷକ  ଏବଂଆମ୍ବେଦକର ପ୍ରେମୀ ଅଚୁତ୍ର ଛତ୍ର, ସମାଜ ସେବୀ କ୍ଷୀର ବିଭାର, ଅନିଲ ଭୋଇନା,ପ୍ରମୁଖ ଯୋଗ ଦାନ କରିଥିଲେ l ଆଜିର ମ୍ୟା ଚ କୁ ଜଗତ ଜଗଦଳା ମୁଖ୍ୟ ରେଫ୍ରି ଏବଂ ସହଯୋଗୀ ରେଫ୍ରି ରାଜେନ୍ଦ୍ର ସେଠ୍ , ସନ୍ତୋଷ ପଧାନ ଏବଂ ମ୍ୟାଚ  କମିସନର ଭାବରେ ଦାଇତ୍ୱ ତୁଲାଇ ଥିଲେ  ପ୍ରଶାନ୍ତ ସେଠି l   ପୁରସ୍କାର ବିତରଣି କାର୍ଯ୍ୟ କ୍ରମ କୁ ରାଜେନ୍ଦ୍ର ଜଗଦଲା ଏବଂ ରାକେଶ ନାଗ ତୁଲାଇ ଥିବା ବେଳେ    ଜନ୍ମେ ,ଅନିଲ, ଋଷବ, ନଟ, ରବି, ମହେଶ, ସିଦ୍ଧାର୍ଥ , ନେଉଳ, ରମେଶ , ଖଗ,  ସହଯୋଗ କରି ଥିଲେ l  ଆଜି 12.01.25 ରିଖ ରବିବାର ଟୁର୍ନାମେଣ୍ଟ   ଗ୍ରାଣ୍ଡ ଫାଇନାଲ  ରିସୁଲ ଏମ ଏଫ୍ ସି ତରଭା ବନାମ ବି ଏସ ଏଫ୍ ସୋନପୁର  ମଧ୍ୟରେ ଅନୁଷ୍ଠିତ ହେବ  ଏବଂ ସମାଜ ର ହିତ ପାଇଁ ଉତ୍ସର୍ଗୀକୃତ ସେବା ରେ ନିୟୋଜିତ ଥିବା ଜିଲ୍ଲା ର ଗୌରବ ରଖିଥିବା ସହର ର କିଛି ପ୍ରତିଭା, ବ୍ୟକ୍ତି ବିଶେଷ ଓ ସାମାଜିକ ଅନୁଷ୍ଠାନ କୁ ଆଜି ଏହି ଉଦଯାପନୀ ଉତ୍ସବରେ ସମ୍ବର୍ଧିତ କରାଯିବ ବୋଲି ଆୟୋଜକ ଶ୍ରୀ ରାକେଶ ନାଏକ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like