-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଏକ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟିରେ ସାମାଜିକ ପ୍ରତିବଦ୍ଧତାର ଚିତ୍ର ବ୍ୟାପକ;କେ.ଭି କଲେଜରେ ଜାତୀୟ ସମ୍ପାନ ଉଦଘାଟିତ

12-Jan-2025



 କଣ୍ଟାବାଞ୍ଜି(ମୋହନ ସୁନା): "ଏକ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟିରେ ସାମାଜିକ ପ୍ରତିବଦ୍ଧତାର ଚିତ୍ର ବ୍ୟାପକ। ଔପନ୍ୟାସିକ, ଗାଳ୍ପିକ ମାନେ ଏକାଧିକ ଏ ବିଷୟ କୁ ନେଇ ଏକାଧିକ ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ଆଜି କେ, ଭି ମହାବିଦ୍ୟାଳୟ କଣ୍ଟାବାଞ୍ଜିଠାରେ ସ୍ନାତ କୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପାକ୍ଷରୁ ଏକ ଜାତୀୟ ସମ୍ପାନ ଆୟୋଜିତ ହୋଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ଗାଳ୍ପିକା ଗାୟତ୍ରୀ ସରାଫ ଉକ୍ତ ଦୁଇ ଦିବାସୀୟ ସମ୍ପାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ସମ୍ପାନକୁ ଉଦଘାଟନ କରିଥିଲେ। ସାଗର ବିଶ୍ୱ ବିଦ୍ୟାଳୟ ମଧ୍ୟ୍ୟପ୍ରଦେଶର ହିରନ କୁମାର ଖାରି ମୁଖ୍ୟ ବକ୍ତା ଓ ଓଡିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ ସାହୁତ୍ୟିକ ଡ଼ ଗୋବର୍ଦ୍ଧନ ନାୟକ ସାହିତ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପଦ୍ମଲୋଚନ ବର୍ମା ସଭାପତିତ୍ୱ କରିଥିବା ବେଳେ, ଯୁକ୍ତ ଦୁଇ ଅଧ୍ୟକ୍ଷ ରାଜେଶ କୁମର ମହାନ୍ତି, ଅଧ୍ୟାପିକା ପ୍ରଭାସିନୀ ରାଉତରାୟ ପ୍ରମୁଖ ନିଜସ୍ୱ ମନ୍ତବ୍ୟ ରଖିଥିଲେ ।ସମ୍ପାନ ଆବାହକ ଡ଼ ସଞ୍ଜୟ କୁମାର ମିଶ୍ର ସଂପାନର ଉଦେଶ୍ୟ ଜ୍ଞାପନ କରିବା ସହ ଓଡ଼ିଆ ସାହିତ୍ୟରେ ତାର ପ୍ରତିଫଳନ କିପରି ହୋଉଛି ସେ ବିଷୟରେ ଉକ୍ତ ସମ୍ପାନରେ ନିର୍ଯ୍ୟାସ ବାହାରିବ ବୋଲି ମତ ଦେଇଥିଲେ । ସମ୍ପାନର ପ୍ରଥମ ବୈଷୟିକ ଅଧିବେଶନରେ ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ ପ୍ରଫେସର ଲୋହିତାକ୍ଷ ଯୋଷୀ।ଏହିଁ ଅଧିବେଶନର ବିଷୟବସ୍ତୁ ଥିଲା ଓଡ଼ିଆ ସାହିତ୍ୟରେ ଏକବିଂଶ ଶତାବ୍ଦୀରେ ସାମାଜିକ ପ୍ରତିବଦ୍ଧତା। ଏଥିରେ କୋଲହାନ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ ବାଳକୃଷ୍ଣ ବେହେରା, ଶାନ୍ତିନିକେତନ ବିଶ୍ୱ ବିଦ୍ୟାଳୟ ପଶ୍ଚିମବଙ୍ଗରୁ ଆସିଥିବା ଡ଼ ପ୍ରତ୍ୟାଶା ଧଳ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡୋଳାମଣି ମାଝୀ, କେ,ଭି କଲେଜ ଛାତ୍ରୀ ଶୁଭଶ୍ରୀ ବିଶ୍ୱାଳ ପ୍ରମୁଖ ପ୍ରବନ୍ଧ ଉପସ୍ଥାପିତ କରିଥିଲେ। ଦ୍ଵିତୀୟ ଅଧିବେଶନର ବିଷୟ ଥିଲା ଏକ ବିଂଶ ଶତାବ୍ଦୀରେ ଗଳ୍ପ ଓ ପ୍ରବନ୍ଧରେ ସାମାଜିକ ପ୍ରତିବଦ୍ଧତା। ପ୍ରଫେସର ଡ଼ ଶ୍ୟାମ ଭୋଇଙ୍କ ସଭାପତିୱାରେ ଏ ଅଧିବେଶନରେ ପ୍ରବନ୍ଧ ପାଠକରିଥିଲେ ବରଗଡ ରୁ ଡ଼ ଶେଷନ ବିଶି, ମାନିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଡ଼ ଦୋଳମଣୀଧରୁଆ, ଡ଼ ବିଶ୍ୱାନାଥ ସାହୁ ଏବଂ ଡ଼ ଜଗନ୍ନାଥ ସାହୁ ଏବଂ କେ, ଭି କଲେଜ ଛାତ୍ରୀ ଧନମତୀ ମାହାର। ଉପନ୍ୟାସ ଓ ଗଳ୍ପ ସାହିତ୍ୟରେ ଆଦିବାସୀ ପ୍ରସଙ୍ଗ, ମାଟି ପ୍ରଶ୍ନଙ୍ଗ, ଦାଦନ ଶ୍ରମିକର ସମସ୍ୟା, ଅନୁବର୍ତନ ଶୈଳୀ ର ପ୍ରୟୋଗ, ସାମାଜିକ ପରିବର୍ତ୍ତନ,କିନ୍ନର , ମାନବେତର ଚରିତ୍ର, ବିସ୍ଥାପନ ଆଦି ପ୍ରସଙ୍ଗ ଉକ୍ତ ସଂପାନରେ ବିଷଦ ଭାବେ ଆଲୋଚନା କରିଥିଲେ। ଡ଼ ସୁଶାନ୍ତ ମହାନନ୍ଦ, ସୁନିତା ଶବର, ଅନ୍ନପୂର୍ଣ୍ଣା ପଣ୍ଡା, ପ୍ରଦୁମ୍ନ କୁମାର ବାଗ, ଉର୍ମିଳା ସାହୁ, ସୂର୍ଯ୍ୟକାନ୍ତ ସାହୁ, ବବିତା ଦେବଦର୍ଶିନି, ଯଶୋବନ୍ତ ନାରାୟଣ ମିଶ୍ର, ରୋହିତ କିଶୋର କୁମ୍ବାର ପ୍ରମୁଖ ସମ୍ପାନ ଆୟୋଜନରେ ସହଯୋଗ କରିଥିଲେ। ଉକ୍ତ ସମ୍ପାନରେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ସମସ୍ତ ଆଲୋଚନରେ ସକ୍ରିୟ ଭାବେ ଭାଗ ନେଇଥିଲେ। କେ, ଭି କଲେଜରେ ପ୍ରଥମଥର କରି ସ୍ନାତକୋତ୍ତର ଓଡ଼ିଆ ଓ ଭାଷା ବିଭାଗ ପକ୍ଷରୁ ଏ ଭଳି ଏକ ସମ୍ପାନ ଆୟୋଜିତ ହୋଇଥିବାରୁ ସର୍ବାତ୍ର ଖୁସି ପ୍ରକାଶ ପାଇଥିଲା। ଏ ଭଳି ସଂପାନର ଆୟୋଜନ ସବୁ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like