-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ପୋଲିସ ର‌ ମହାନତା, ଶେଷ ପର୍ଯ୍ୟାୟରେ ଦାଦନ ଶ୍ରମିକ ଉଦ୍ଧାର

08-Jan-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବର୍ତ୍ତମାନ ଦାଦନ ଋତୁ  ଶେଷ ପର୍ଯ୍ୟାୟରେ ପହଁଚିଛି। ବଲାଙ୍ଗିର ଜିଲ୍ଲାରେ ଗଠନ କରାଯାଇଥିବା ଟାକ୍ସଫୋର୍ସ ବୋଧହୁଏ ନାଁ କୁ ଥିଲା କିଛି କାର୍ଯ୍ୟ କୁ ଆସିଲା ନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଶ୍ରମ ବିଭାଗ ପାଖରେ ହିସାବ ନାହିଁ ଯେ କେତେ ସର୍ଦ୍ଦାର ଲାଇସେନ୍ସ ମୋଭ ମେଣ୍ଟ ଅର୍ଡର କରି ଦାଦନ ଶ୍ରମିକ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ବଲାଙ୍ଗିର ପୋଲିସ ପ୍ରଶାସନ ପକ୍ଷରୁ କାଭାଁ ଦାଦନ ଶ୍ରମିକ ଉଦ୍ଧାର କରି ନିଜର ଦାୟିତ୍ଵ କର୍ତ୍ତବ୍ୟ ସାରି ଦେଇଥିବା ବେଳେ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ବିତୀୟ ରେ ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଅଛନ୍ତି। ତୃତୀୟ ସ୍ଥାନରେ ରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ରହିଛନ୍ତି।ଆସା ଥିଲା ନୂଆ ସରକାର ଆସିବା ପରେ ଦାଦନ ନିର୍ଯାତନା ମାମଲା କମିବ ଓ ଅତ୍ୟାଚାରୀ ସର୍ଦ୍ଦାର ମାନେ ଦଣ୍ଡିତ ହେବେ ହେଲେ ଆଶା ଆଶାରେ ରହିଛି। ପୂର୍ବାନୁମାନ କୁ ଲକ୍ଷ୍ୟ କଲେ ଚଳିତ ବର୍ଷ ସେତେ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍ ଲଗାଇ ପାରିଲେ ନାହିଁ ପୋଲିସ ପ୍ରଶାସନ।ଏଥର ସର୍ଦ୍ଦାର ଙ୍କ ପୀରତି ରେ ଅନେକ ଥାନା ଅଧିକାରୀ ଭାସୁଥିବା ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ପାଟଣାଗଡ଼ ଥାନା ଅଧିକାରୀ ଙ୍କ ଚା ଖଟିରେ ସର୍ଦ୍ଦାର ଙ୍କ ସହ ମିଳନ ହୋଇଥିବା ର ଫଟୋ ଭାଇରାଲ ହୋଇଥିଲା। ସେଥିପାଇଁ ଚଳିତ ବର୍ଷ ବେଧଡକ ବେଆଇନ ଦାଦନ ଚାଲାଣ କରିବାକୁ ସକ୍ଷମ ହେଉଛନ୍ତି ସର୍ଦ୍ଦାର।ଆଉ ଅଳ୍ପ କିଛି ଦିନ ପରେ ଏ ଦାଦନ ଶ୍ରମିକ ଚାଲାଣ ସରିଯିବ କେତେ ଶ୍ରମିକ ନିର୍ଯାତନାର ଶିକାର ହେବେ ଦେଖିବାକୁ ବାକି ରହିଲା।ସୂଚନା ଅନୁସାରେ ବଲାଙ୍ଗିର ଖପ୍ରାଖୋଲ ଥାନା ଦେଦର୍ହ ଗାଁ ର ସର୍ଦ୍ଦାର ବରୁଣ ସୁନା (୨୭)ପି.ତପି ସୁନା ବୋଲେରୋ ନମ୍ବର ଓ,ଡି ୧୭ କେ ୨୫୪୨ ଗାଡ଼ି ରେ ଖପ୍ରାଖୋଲ ଥାନା ଗମ୍ଭାରୀ ଗାଁ ର ସର୍ଦ୍ଦାର ୯ ଜଣ ଦାଦନ ଶ୍ରମିକ କୁ ତାମିଲନାଡୁ ରାଜ୍ୟ କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏ ଏସ ଆଇ ବି. ପ୍ରଧାନ, କନେଷ୍ଟବଳ ସଞ୍ଜିବ ସାହୁ, ଏମ୍ ଭତ୍ରା,ବି.ଗଡଓ୍ବା, ପୋଲିସ ଡ୍ରାଇଭର ନରେଶ ବିଶ୍ବାଳ ଙ୍କ ସହ ଭୋର୍ ସକାଳ ୬:୧୦ଟାରେ ଯାଇ ଗମ୍ଭାରୀ ରୁ ପାଟଣାଗଡ଼ ରାସ୍ତା ରେ ଧରିବାରେ ସକ୍ଷମ ହୋଇଥିଲେ।ଉଦ୍ଧାର ଶ୍ରମିକ ଙ୍କ ମଧ୍ୟରେ ୩ ଜଣ ପୁରୁଷ ୩ ଜଣ ମହିଳା ୩ ଜଣ ଶିଶୁ ଶ୍ରମିକ ଥିବା ଜଣାପଡ଼ିଛି। ସର୍ଦ୍ଦାର ବରୁଣ ସୁନା ଓ ଡ୍ରାଇଭର ଗୌତମ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୋଲେରୋ ଗାଡ଼ି ଟିକୁ ଜବତ କରାଯାଇଛି। ପ୍ରବଳ ଥଣ୍ଡା କୁ ଖାତିରି ନକରି ଖପ୍ରାଖୋଲ ଥାନା କର୍ମଚାରୀମାନେ ଆଜି ଦାଦନ ଶ୍ରମିକ ଉଦ୍ଧାର କରିଥିବା ଯୋଗୁଁ ଅଞ୍ଚଳରେ ବେଶ୍ ପ୍ରଶଂସା ସୁଆଁଟିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like