-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
08-Jan-2025
(ମନୋରଞ୍ଜନ ତ୍ରିପାଠୀ )
ଓଡିଶାର ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ମାନ୍ୟବର କୃଷ୍ଣ ଚନ୍ଦ୍ର ପାତ୍ର ଓ ମାନ୍ୟବର ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦ୍ଦଲା ସୁବର୍ଣ୍ଣପୁର ଜିଲ୍ଲା ଭାଜପା କାର୍ଯ୍ୟକର୍ତ୍ତା ଓ କିଛି ସ୍ବେଛାସେବୀ ଙ୍କ ସହ ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ୱରୀ ପୀଠ ପରିସର ରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଛି l ମନ୍ତ୍ରୀ ଓ ବିଧାୟକ ଙ୍କ ସମେତ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର , ଶରତ ଶତପଥି ଓ ସମସ୍ତ ବି ଜେ ପି କାର୍ଯ୍ୟକର୍ତା ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ୍ ରହି ମନ୍ଦିର ଚାରି ପାଖରେ ସଫେଇ କରିଥିଲେ l ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ଵଚ୍ଛତା ଅଭିଯାନ ମିଶନ ସଫଳ କରିବାକୁ ସାରା ଦେଶ କୁ ସ୍ୱଚ୍ଛ ରଖିବାକୁ ସମସ୍ତ ସହଯୋଗ କାମନା କରିଥିଲେ l