-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ମେଣ୍ଡାରେ ୩ୟ ବାରପାହାଡ ମହୋତ୍ସବ... “ପୁରାତନ ମେଣ୍ଡାଗଡତି ଅଞ୍ଚଳକୁ ବ୍ଲକଘୋଷଣା କରାଯାଉ”

06-Jan-2025



ତରଭା(କପିଳାସ ସେଠ)-ସୋନପୁର ଜିଲ୍ଲା ତରଭା ବ୍ଲକଅନ୍ତର୍ଗତ ଐତିହାସିକ ମେଣ୍ଡାଗାଁର ସାଗରତଳଛକଠାରେ ୩ୟ ବାରପାହାଡ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୩ତାରିଖଠାରୁ ଏହା ଆରମ୍ଭ ହୋଇ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏଠାରେ ପ୍ରତ୍ୟହ କଂସଦରବାର ଚାଲିଥିବା ବେଳେ ବିଭିନ୍ନ ଅତିଥିବର୍ଗ ଯୋଗଦେଉଛନ୍ତି । ଆଜି ୪ର୍ଥ ସଂଧ୍ୟାରେ ଆୟୋଜିତ କଂସଦରବାରରେ ବଲାଙ୍ଗୀର କେନ୍ଦ୍ରସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ତଥା ବର୍ତ୍ତମାନର ନିର୍ଦ୍ଦେଶକ ଲକ୍ଷ୍ମଣକୁମାର ମେହେର ମୁଖ୍ୟଅତିଥି,ସମ୍ମାନୀତ ଅତିଥି ଭାବରେ ମେଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଲିଜାରାଣୀ ଦଣ୍ଡସେନା,ପାଇକବାହାଲ ସରପଞ୍ଚଦାୟୀତ୍ୱରେ ଥିବା ପିଙ୍କି

ଶିକା ,ପାଇକବାହାଲ ସମିତିସଭ୍ୟ ରାଜକିଶୋର ଭୁଏ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ସାମ୍ବାଦିକ ରାମଚନ୍ଦ୍ର ପୂଜାହାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଲକ୍ଷ୍ମଣ ମେହେର ସୋନପୁର ମାଟିକୁ ଏକ ତ୍ୟାଗ ଓ ବଳିଦାନର ମାଟି ବୋଲି କହିବା ସହିତ ଏହି ମାଟିରୁ ସନ୍ଥକବି ଭୀମଭୋଇ ସମଗ୍ର ବିଶ୍ୱକୁ ଏକ ଯୁଗାନ୍ତକାରୀ ବାର୍ତ୍ତା ଦେଇଥିଲେ ବୋଲି କହିଥିଲେ । ଏହା ସହିତ ସ୍ୱାଧିନତା ସଂଗ୍ରାମୀ ରାମ ଶତପଥି,ଲକ୍ଷ୍ମଣ ଶତପଥି,ବିନିକାର ସହିଦ ଗୁରୁବାରୀ ମେହେରଙ୍କ ସହ ମେଣ୍ଡା ଅଞ୍ଚଳର ବିକାଶର ଅଗ୍ରଦୂତ ସ୍ୱର୍ଗତ ଡ.ଭୈରବଚରଣ ଦାସ ଓ ଡ.ସଦାନନ୍ଦ ଅଗ୍ରୱାଲଙ୍କୁ ସ୍ୱରଣ କରିଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଲେ ଯେ,ଗୋଟିଏ ସମୟରେ ସୋନପୁର ଗଡଜାତରେ ମେରଣ୍ଡାଗଡ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଥିଲା । ମେଣ୍ଡା ଗଡଜାତ ଅଞ୍ଚଳର ସ୍ୱାତନ୍ର୍ତ୍ରତା ଆଜି ମଧ୍ୟ ରହିଛି । ଏବେ ରାଜ୍ୟସରକାର ବ୍ଲକପୁନର୍ଗଠନ ପାଇଁ ଘୋଷଣା କରିଛନ୍ତି । ସେହିକ୍ରମରେ ପୁରାତନ ମେଣ୍ଡା ଗଡତି ଅଞ୍ଚଳକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯାଉ ବୋଲି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଆହ୍ୱାନ ଜଣାଇଥିଲେ । ଏଥିପାଇଁ ଏହି ଅଞ୍ଚଳର ଜନସାଧାରଣ ସ୍ଥାନୀୟ ବିଧାୟକ,ଅନ୍ୟାନ୍ୟ ଲୋକପ୍ରତିନିଧିମାନଙ୍କ ଜରିଆରେ ଦୃଢଦାବି ରଖିବାକୁ କହିଥିଲେ । ମହୋତ୍ସବ ଅଞ୍ଚଳର ବିକାଶର

ମାଧ୍ୟମ ହେଉ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଫଟକରାର କଳାକାର ଅନୀଳ ନାଏକ ଓ ସାଥିଙ୍କ ଦ୍ୱାରା ପ୍ରତ୍ୟହ କଂସଦରବାର ଆୟୋଜିତ ହେଉଛି । ଛୋଟ ଛୋଟ ଶିଶୁ କଳାକାରମାନେ ତାଙ୍କର କଳାପ୍ରଦର୍ଶନ କରୁଛନ୍ତି । ମହୋତ୍ସବ ଆୟୋଜନରେ ରାଜେନ୍ଦ୍ର ପଣ୍ଡା,ଭାଗିରଥି ସାହୁ,ରାମଶଙ୍କର ମହାପାତ୍ର,ହୃଷିକେଶ ପଣ୍ଡା,ହୃଷିକେଶ ପାତ୍ର,ଡୁବୁଲ ଦଣ୍ଡସେନା,ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ,ଗଣନାଥ ସାହୁ,ମଦନମୋହନ ପଣ୍ଡା,ଚକ୍ରଧର ସା ପ୍ରମୁଖଙ୍କ ସହ ଶତାଧିକ ଯୁବକ ସହଯୋଗ କରୁଛନ୍ତି । ମୁଖ୍ୟତଃମେଣ୍ଡା,ଦେଉଳପଦର,ପାଇକବାହାଲ,ରାଣୀସର୍ଡା,ପୁଆ ଗ୍ରାମପଞ୍ଚାୟତର ଅଧିବାସୀ ମିଳିତ ଭାବରେ ଏହି ମହୋତ୍ସବକୁ ଆୟୋଜନ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like