-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ହାଇଦ୍ରାବାଦ ୨୦୨୪ ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ

20-Dec-2024



(ଚିନ୍ତାମଣି ନାଏକ )
-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଞ୍ଚଳର ୧୭ ଜଣ ଓ କଳାହାଣ୍ଡି ର ୧୦ ଜଣ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଇଥିବା ଫିତ ନେସନାଲ  କମ୍ଫ୍ହୁ କାର୍ଯ୍ୟକ୍ରମ ରେ  କଳାହାଣ୍ଡି ରୁ୨୭ ଜଣ ହାଇଦ୍ରାବାଦ ଠାରେ ବିଜୟ ହେବା ସହ ନିଜ ଗ୍ରାମ ସହ କଳାହାଣ୍ଡି  ଅଂଶ ଗ୍ରହଣ କରି ନାମ ଗୌରବ ଅର୍ଜୁନ କରିଛନ୍ତି l ଏହି କଂଫୁ ପ୍ରତିଯୋଗିତାରେ ରେ କେସିଙ୍ଗା ବ୍ଲକ ର  , ବାପା ଭବାନୀ ମଳିକ ମା, ସନ୍ତୋଷିନୀ ସାହୁ ପୋଲିଶ ବିଭାଗ ରେ କାର୍ଯ୍ୟରତ,ଏ ଏସ ଆଇ,ଙ୍କ ଏକମାତ୍ର ପୁଅ ବିଭୁତି ମଳିକ ଗୋଲଡ଼ ମେଡ଼ାଲିଷ୍ଟ ନେସନାଲ ଚମ୍ପିୟାନ ହାସଲ କରିଛନ୍ତି, ସେହିପରି ସୁମନ ଦୁର୍ଗା ପିତା ମାଷ୍ଟ୍ର ତଳସ୍ତୟା ଦୁର୍ଗା  ବ୍ଲାକ ବେଲ୍ଟଥାର୍ଡ଼ ଡୋନ KDFI ଦିବ୍ୟଂଶୁ ସୁନା, ଆୟୁଷ କୁମାର ହେର୍ଣ୍ଣା, କୁନାଲ ବାରିକ, ଉମାଶଙ୍କର ଦୀପ, ଡାଭିଡ ହରପାଳ ଉତୀର୍ଣ୍ଣ ହୋଇ ହାଇଦ୍ରାବାଦ ଠାରେ ଗୋଲଡ଼ ମେଡ଼ାଲ  ହାସଲ କରିଥିବା ବେଳେ l କେସିଙ୍ଗା ର  ଅନାମିକା ସୁନା, ଆକାଂକ୍ଷା ଦାସ, ଚନ୍ଦନ ସାହୁ, ପ୍ରମୋଦ ବେହେରା, ଅଭିଜିତ ସାହୁ, ଚେଇତନ୍ୟ ନାଗ ସିଲଭର ମେଡ଼ାଲିଷ୍ଟ ସମ୍ମାନ ରେ ପୁରସ୍କୃତ ହୋଇଥିଲେ | ଅସ୍ମିତା ସାହୁ, ପ୍ରିୟଙ୍କା ସାହୁ ଏବଂ ଓଁ ସାହୁ ମଧ୍ୟ ବ୍ରୋଞ୍ଜ ମେଡାଲ ପୁରସ୍କୃତ ହୋଇଥିଲେ | ସେହିପରି କଳାହାଣ୍ଡି ଜିଲ୍ଲା ର ଆସିଥିବା ଗୁଣସାଗର ଦାସ, ବିଶ୍ୱଜିତ ନାଏକ, ଗଣେଶ ବାଗ ପ୍ରେନ୍ସ ଦୀପ, ଗୋଲଡ଼ ମେଡ଼ାଲିଷ୍ଟ କିରଣ ମହାନଦ ଗୋଲଡ଼ ମେଡ଼ାଲିଷ୍ଟ ମୋହିତ ସାଗର ଗୋଲ ମେଡ଼ାଲିଷ୍ଟ ଆୟୁଷ ସାଗର ସିଲଭର ନମ୍ରତା ସେଠି, ଗୋଲଡ଼ ମେଡ଼ାଲିଷ୍ଟ,ଯି, ଗାର୍ଗୀ ମଧ୍ୟ୍ୟଉତୀର୍ଣ୍ଣ ହୋଇ ଥିଲେ l ବ୍ରୋଂଜ଼ ପ୍ରତି ଯୋଗିତାରେ ମଧ୍ୟ୍ୟ ନିଜ ନାମ ରଖି କଳାହାଣ୍ଡି ର ନାମ ହାଇଦ୍ରାବାଦ ଠାରେ ଚମକାଇ ଛନ୍ତି l କଳାହାଣ୍ଡି ରୁ ବିଜୟ ତାଣ୍ଡି କୋଚ ଆୱାର୍ଡ ଓ ଦେବାଶିଷ ରାବଳ ବ୍ରୋଞ୍ଚ ମେଡ଼ାଲିଷ୍ଟ ଭାବେ ପୁରସ୍କୃତ ହୋଇଥିଲେ ଦୁଇଟି ୱାଇଟ ସୋ ଯାହା ଫାଇଟ ଓ କଟା ପ୍ରତିଯୋଗିତା ରେ କେସିଙ୍ଗା ରୁ ଛାତ୍ର ଛାତ୍ରୀ ମାନଙ୍କର ଟଲସଟୟ ଦୁର୍ଗା, କୋଚ ମାଷ୍ଟର ଆୱାର୍ଡ ପାଇଥିଲେ l ହାଇଦ୍ରାବାଦ ରୁ ଚମ୍ପିୟାନ ହୋଇ ଗୋଲଡମେଡାଲିଷ୍ଟ ସହ ସିଲଭର ମେଡ଼ାଲିଷ୍ଟ ହାସଲ କରି ନିଜ ମାଟି ଙ୍କୁ ଆସି କେସିଙ୍ଗା ରେଳ ଟେସନ ସମୁଖରେ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଯାଇଛି ଏହି ସଫଳତା ରେ କେସିଙ୍ଗା ଅଞ୍ଚଳ ରେ  ଖୁସିର ଲହରୀ ଖେଳିଯାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like