-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ହାଇୱା ଧକ୍କାରେ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ.... ଅଳ୍ପକେ ବର୍ତ୍ତିଲେ ପରିବାର

19-Dec-2024



ଅତାବିରା(ଆକାଶ ମିଶ୍ର): ଅତାବିରା  ଏନ୍ ଏ ସି ଅନ୍ତର୍ଗତ ୱାର୍ଡ ନଂ ୩ ଭାଲୁ ପାଲି , ପରମାନପୁର  ଫାର୍ମ ରେ ଆଜି ପ୍ରାତଃ ୩ ଟା ରେ ଏକ ମାଟି ବୋଝେଇ ହାଇୱl  ନଂ ଓ ଡି ୧୪ ବି ୮୧୫୯  ଖଲିଆ  ପାଲି ପଟରୁ ମାଟି ବୋଝେଇ କରି ଆସୁଥିବା ବେଳେ  କେନାଲର ପୋଲ କୁ ଅତିକ୍ରମ କଲା ପରେ  ରହିଥିବା ଏକ ବିଜୁଳି ଖୁଣ୍ଟ ସହ ଧକା ହୋଇଥିଲା ।ଫଳରେ ଖୁଣ୍ଟ ପାଖକୁ ଲାଗିରହିଥିବା ପି ନାଗେଶ୍ଵରଙ୍କ ଘର ଆଗଗେ ପଡ଼ିଥିଲା।ସୌଭାଗ୍ୟ ବଶତଃ  ପରିବାର

ବର୍ତ୍ତିଯାଇଛନ୍ତି ,ନହେଲେ ପାଲଟଣା ଘର ଭିତରେ ଶୋଇଥିବା ପରିବାର ର ସମସ୍ତେ  ବିଦ୍ୟୁତ୍ ଆଘାତ ଓ ବିଜୁଳି ଖୁଣ୍ଟର ଆଘାତରେ ମୃତ୍ୟୁବରଣ କରିଥାନ୍ତେ। ତାର ସବୁ ଛିଡି ଅଞ୍ଚଳ ରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯିବ ସହ ଅଞ୍ଚଳର ଲୋକେ ଅନ୍ଧାରରେ ରହିଛନ୍ତି। ଏହି ଘଟଣା ପରେ  ହାଇୱl ଚାଲକ ଲୁଚି ପଳେଇବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ରଖି  କ୍ଷତିପୁରଣ ଦାବୀ କରିଥିଲେ। ଏହା ଆଗରୁ ମଧ୍ୟ ମାଟି ନେବା ଆଣିବା କରିବା ବେଳେ ରାସ୍ତାର ଆଲୋକିକରଣ ପାଇଁ ଲାଗିଥିବା ଖୁଣ୍ଟକୁ ମଧ୍ୟ ନଷ୍ଟ କରିବା ସହିତ ସେଥିରେ କହିଥିବା ବଲବକୁ ଚାଳକ ନେଇ ଯାଇଥିବା ଲୋକେ ପ୍ରକାଶ କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ  ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ପଚରାଉଚୁରା କରିଥିଲେ । ଡ଼୍ରାଇଭର ଜଣକ କେତେବେଳେ ତାର ନାମ ଶ୍ରବଣ  ବଢେଇ କହୁଥିଲା, ଆଉ କିଏ ପଚାରିଲେ ଲକି ବଢେଇ କହୁଥିଲା । ତେବେ ନାମ ଲୁଚାଇବା  ପଛରେ ରହସ୍ୟ କଣ ? ଏହା ବ୍ୟତିତ ଏହି ମାଟି ପରିବହନ ପାଇଁ ଚାଳକ ପାଖରେ କୌଣସି ଅନୁମତି ମିଳିଥିବା କାଗଜପତ୍ର ନ ଥିଲା। ୱାର୍ଡ ବଡିଙ୍କ କହିବ ଅନୁଯାୟୀ ସନ୍ଧ୍ୟା ହେଲେ ତିନି ଚାରିଟା ଗାଡ଼ି ଲାଗିଯାଏ, ରାତି ସାରା ମାଟି ପରିବହନ କାମ ଚାଲିଥାଏ।ଏହା ଫଳରେ  ମାଟି ବୋଝେଇ ଭାରି ଗାଡ଼ିର  ଶବ୍ଦରେ ଶବ୍ଦ ପ୍ରଦୂଷଣ ଓ ଧୂଳି ଉଡ଼ି ବାୟୁ ପ୍ରଦୂଷଣ ହେଉଛି ।  କିନ୍ତୁ  ମୁନାଫା  ମିଳିଲେ ଲୋଜେ ଅନ୍ୟର କଥାଚିନ୍ତା କରି ନଥାନ୍ତି । ଗାଡ଼ି ମାଲିକ ମାନେ ମୁନାଫା  ଆଶାରେ କ୍ଷମତା ଠାରୁ ଅଧିକ   ଓଜନ ଓ ଅଧିକ ପରିମାଣର  ଜିନିଷ ବୋଝେଇ କରୁଛନ୍ତି । ପରିବହନ ବିଭାଗର ଅସାଧୁ ଅଧିକାରୀ ମାନଙ୍କର  ଅସାଧୁ କାମ ପାଇଁ  ମାତ୍ରାଧିକ ଜିନିଷ ବୋଝେଇ କରି ଭାରସାମ୍ୟ ହରାଇ , କେତେ ଦୁର୍ଘଟଣା ଘଟି ସାରିଛି ତାର ହିସାବ କାହାରି ପାଖରେ ନାହିଁ । ୫୮୦ ଘନ ମିଟର କ୍ଷମତା ବିଶିଷ୍ଟ ଗାଡ଼ି ଗୁଡ଼ିକର କ୍ଷମତା ୮୦୦/୭୦୦ ଘନ ମିଟରକୁ ବୃଦ୍ଧି କରାଯାଇ ଏକ ଥରକୁ ମୋଟା ଅଙ୍କର  ଟଙ୍କା ଆଦାୟ କରିବାରେ ସଫଳ ହେଉଛନ୍ତି ।ପ୍ରଶାସନିକ ନିରବତା ଓ ବିଭାଗୀୟ ଅବହେଳା କାରଣ ରି ମୁନାଫା  ଖୋର ପରିବହନ କାରୀ ଏବଂ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ରୋଜକର୍କରିବ ପାଇଁ ସୁଯୋଗ ପ୍ରଦାନ କରୁଛି ।ଏହି ସୁଯୋଗକୁ ହାତ ଛଡା କରିବା ପାଇଁ କେହି ଚାହୁଁ ନାହାନ୍ତି ।ଯାହା ର ପରିଣାମ ସ୍ବରୂପ  ଗାଡ଼ି ଚକର ଘର୍ଷଣ ଅଧିକ ହୋଇ ଅଧିକ ଧୂଳି ଉଡ଼ି  ବାୟୁ ପ୍ରଦୂଷଣ  କରୁଛି । ୧୯୮୮ ମସିହାରେ ମଟର ସାଇକେଲ ଆକ୍ଟ ବିଭାଗ ୧୯ ରେ ନିୟମ ଅନୁଯାୟୀ ଅଧିକ ମାଲ୍ ବୋଝେଇ ଗାଡ଼ିର ଲାଇସେନ୍ସ  ରଦ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଆଇନ ପ୍ରଣୀତ ହୋଇଥିଲା ।କିନ୍ତୁ ସେ ସବୁକୁ ଉଲଂଘନ କରାଯାଇ ମନଇଚ୍ଛା  କାର୍ଯ୍ୟ ଚାଲୁଥିବା ଯୋଗୁ ଆଜି ଅନେକ ଧନ ଜୀବନ ନଷ୍ଟ ହେବା ସହ ପ୍ରକୃତିରେ ପ୍ରଦୂଷଣ ର ମାତ୍ର ବୃଦ୍ଧି ପାଇ ଚାଲୁଛି ଓ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ  ମଣିଷ ଶରୀର ଉପରେ ତାର ପ୍ରଭାବ ପଡ଼ି ଅନେକ ପ୍ରକାର ରୋଗ ଶରୀରକୁ ଗ୍ରାସ କରୁଛି। ତେଣୁ ୱାର୍ଡର ଲୋକେ ଆଜି ଅଡି ବସିଥିଲେ ଚାଳକକୁ ଛାଡିବେନି ବୋଲି।  ଗାଡ଼ି ମାଲିକ କିମ୍ବା ମାଟି ପଡ଼ୁଥିବା ଜମିର ମାଲିକ କେହି ପାଖକୁ ଆସି ନଥିଲେ। କ୍ଷତିପୁରଣ ନ ଦେବା ଯାଏଁ  ଚାଳକ କିମ୍ବା ଗାଡ଼ି କୁ ଛାଡିବେନି ବୋଲି କହିଥିଲେ। ପୋଲିସ

କୁ  ମଧ୍ୟ  ଡରି ନଥିଲେ । ତେଣୁ  ଦୀର୍ଘ୍ ଦୁଇ ତିନି ଘଣ୍ଟା ପରେ ଗାଡ଼ି ମାଲିକ ନ ଆସିବାରୁ ପୋଲିସ ଥାନାରେ ଗlଡିଟିକୁ କ୍ଷତି ପୂରଣ ଦେବା ପର୍ଯ୍ୟନ୍ତ ରହିବ  ବୋଲି ପ୍ରତିଶ୍ରୁତି ଦେବା ପରେ  ସେମାନେ ଚାଲକକୁ ଛାଡିଥିଲେ l ଥାନାରେ ଚାଳକ ଓ ଗାଡ଼ି କୁ ଅଟକ ରଖାଯାଇଛି।ତେବେ କେବେ ଆସୁଛନ୍ତି ଗାଡ଼ି ମାଲିକ ଓ କେବେ ଦେଉଛନ୍ତି କ୍ଷତି ପୂରଣ , ଅପେକ୍ଷାରେ ଅଞ୍ଚଳ ବାସୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like