-+91-9937148622 |

prerana_bgr@rediffmail.com |

  Saturday 11th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ଜିଲ୍ଲା

ଆବାସ ଯୋଜନା ରେ ଟଙ୍କା ପାଇବାରୁ ବଞ୍ଚିତ

03-Dec-2024



ବୋଡେ଼ନ (ଡୋଲେଶ୍ୱର ବାଗ )
 ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମରେ  ଗରିବ ମହିଳା ଓ ପୁରୁଷ ମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଗୃହର କାର୍ଯ୍ୟାଦେଶ ମିଳିଛି, ଏକାଉଣ୍ଟ ରେ  ଟଙ୍କା ମଧ୍ୟ ପଡିଯାଇଛି, ସମସ୍ତେ ଘର ତିଆରି କରିବାରେ ଅଣ୍ଟା ଭିଡିଛନ୍ତି  ହେଲେ ୧୧ ଜଣ  ହିତାଧିକାରୀ  ୱାର୍କଅଡର ପାଇଛନ୍ତି କିନ୍ତୁ  ହିତାଧିକାରୀ ଙ୍କ ନାମରେ  ଟଙ୍କା ନ ପଡି  ଅନ୍ୟ ଜଣ ଙ୍କ ଆଇଡି ରେ ଟଙ୍କା ଯାଉଛି ବୋଲି ହିତାଧିକାରୀ ମାନେ ପିଇ ଓ ଙ୍କୁ ସାକ୍ଷାତ କଲେ ଓଲଟା  ଧମକ ଦେଇ  ମୁଁ ଥିବା ପର୍ଯନ୍ତ  କାହାକୁ ଟଙ୍କା ମିଳିବ ନାହିଁ ବୋଲି  ହିତାଧିକାରୀ ମାନଙ୍କୁ ଧମକ ଚମକ ଦେଉଛନ୍ତି , ଗ୍ରାମର ୧୧ ଜଣ ହିତାଧିକାରୀ ଙ୍କ ନାମରେ ଟଙ୍କା ନ ପଡି ଅନ୍ୟ ଜଣଙ୍କ ଆଇଡି ରେ ଟଙ୍କା ଯାଉଛି ବୋଲି ଅଭିଯୋଗ ହେଉଛି,ସେହି ହିତାଧିକାରୀ ମାନେ ହେଲେ (୧) ଲୋବନି ବନ୍ଦୀଛୋର, (୨)ମିତା ବଛା, (୩)ନିଁଳେନ୍ଦ୍ରି ହଂସ, (୪)ପୁଷ୍ପା ବଛା, (୫)ସାବିତ୍ରୀ ବାଗ, (୬)ସଂଯୁକ୍ତା ପଟେଲ, (୭)ଶଶୀ ବନ୍ଧିଛୋର, (୮)ସୁମିତ୍ରା ବଛା, (୯)ଜନକ ବାଗ  ଓ  ଆଉ ଦୁଇଜଣ ଆବାସ ଟଙ୍କା ପାଇବାରୁ ବଂଚିତ, ଏହା ସ୍ଥାନୀୟ ଗ୍ରାମପଞ୍ଚାୟତ ର ଜି ଆର ଏସ  ପିଇଓ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ସୁବିଧାରୁ ବଂଚିତ ଅଛନ୍ତି ।ସେମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତ ସୁଫଳ ମିଳୁନାହିଁ ।ପ୍ରଶାସନ  ଏହାର ତଦନ୍ତ କରି ଶୀଘ୍ର  ସମାଧାନକରିବା ପାଇଁ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like