-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ଲୋଇସିଂହା(ପ୍ରେରଣା ଖବର): ଲୋଇସିଂହାରେ କାର୍ଯ୍ୟରତ ଆଡଭୋକେଟ୍ ଗୌରୀଶଙ୍କର ସାହୁ ଙ୍କ ମାଁ ଚମରେନ୍ ସାହୁଙ୍କ ଆଜି ରବିବାର ଦିନ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଜଣେ ମେଳାପୀ ଓ ଧର୍ମପ୍ରାଣ ମହିଳା ଥିଲେ l ଦେହତ୍ୟାଗ ସମୟରେ ପୁତ୍ର ଆଇନଜୀବୀ ଗୌରୀ ଶଙ୍କର ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ଶରତ ସାହୁ , ପୁତ୍ରବଧୁ ବନିତା ସାହୁ, କୁନ୍ତୀ ସାହୁ, ତଥା ନାତି ନାତୁଣୀ ଉପସ୍ଥିତ ଥିଲେ l ଚମରେନ୍ ଙ୍କ ବିୟୋଗରେ ପଣ୍ଡରାନି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l