-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||     

HOME   ଜିଲ୍ଲା

ନୂଆଁ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ ଦାବୀ ଓ ପ୍ରତିବାଦ ରେ ଜିଲ୍ଲାପାଳ ଅଫିସ୍ ହୁଲସ୍ଥୁଲ*- *ମୁଖ୍ୟ ଦ୍ଵାର ଦେଇ ଧଶେଇ ପଶିଲେ ହଜାର ଆନ୍ଦୋଳନ କାରୀ*-

19-Nov-2024



(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସହର ର ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ନିର୍ଦ୍ଧାରିତ ପ୍ଲାନ୍ ରେ ଅତ୍ୟାଧୁନିକ ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଦାବୀ ରେ ଆଜି ସୋନପୁର ସହର ର ହଜାର ହଜାର ବ୍ୟବସାୟୀ ସମସ୍ତ କ୍ଳବ୍ ର ସଦସ୍ୟ, ୱାର୍ଡ ର କାଉନସିଲର,  ସର୍ବ ଦଳୀୟ ନେତୃବୃନ୍ଦ ,  ବୁଦ୍ଧିଜୀବୀ, ସମସ୍ତ ଅନୁଷ୍ଠାନ କର୍ମକର୍ତା, ଓ ସଧାରଣ ଜନତା ଆଜି ସକାଳ ୧୦ ଟାରେ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଏକ ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ କୁ ଯାଇ ପ୍ରତିବାଦ କରିଥିଲେ l ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଶୋଭାଯାତ୍ରା ପହଁଚିବା ପରେ ପୋଲିସ ଜିଲ୍ଲାପାଳ ଅଫିସ୍ ମୁଖ୍ୟ ଦ୍ଵାର ବନ୍ଦ କରିଦେଇଥିଲେ l ପବ୍ଲିକ ଙ୍କ  ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ପାଖରେ ପହଞ୍ଚାଇବା ପରେ ଜିଲ୍ଲାପାଳ ଏକ ଘଣ୍ଟା ଯାଏ ପ୍ରତିବାଦ ସ୍ଥଳ କୁ ଆସି ନ ଥିବାରୁ ପବ୍ଲିକ ଉତ୍କ୍ଷିପ୍ତ ହୋଇ ମୁଖ୍ୟ ଦ୍ଵାର ଦେଇ ଧସେଇ ପଶି ଦ୍ବିତୀୟ ଗେଟ ଯାଏ  ହୋ ହାଲ୍ଲା କରି ପହଞ୍ଚି ଯାଇ ଥିଲେ l ଯାହାକି ଏ ଉତ୍ତେଜନା କୁ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା l ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିବାକୁ ଥିବା ଦାବୀ ପତ୍ର ଗ୍ରହଣ କରି ବାକୁ ଜିଲ୍ଲାପାଳ ଙ୍କୁ ବାରମ୍ବାର ଖବର ଦେବା ପରେ ମଧ୍ୟ ପେଡ଼ି ପ୍ରୋକ୍ରୋମେଣ୍ଟ ମିଟିଂ ରେ ଉପସ୍ଥିତ ଥିବା ଜିଲ୍ଲାପାଳ ବହୂ ବିଳମ୍ୱ କରିବାରୁ ପବ୍ଲିକ ର ଖୁବ୍ ଉତ୍ତେଜନା ଓ ପ୍ରଶାସନ ବିରୋଧୀ ନାରାବାଜି ଦେଖିବାକୁ ମିଳିଥିଲା l  ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ଜିଲ୍ଲାପାଳ , ଏସପି,  ସାଂସଦ , ସ୍ଥାନୀୟ ବିଧାୟକ ପ୍ରତିବାଦ ସ୍ଥଳ କୁ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହିତ ଏ ସମସ୍ୟା ଉପରେ ଆଲୋଚନା କରି ଏହା ପ୍ରୋସେସ ରେ ଥିବା କହି ଥିଲେ l ଏବଂ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ଆରମ୍ଭ କରି ବାକୁ ସାଂସଦ ଓ ଜିଲ୍ଲାପାଳ ପ୍ରତିଶୁତି ଦେବାରୁ ଆନ୍ଦୋଳନ ରୁ ଲୋକେ ହଟିଥିଲେ l ସ୍ଥାନୀୟ ବିଧାୟକ ଙ୍କୁ ପ୍ରଶ୍ନ କରିବାରୁ ମୁଁ ଜନ୍ମ ଦେଇଛି ଲାଳନ ପାଳନ ଆପଣ ମାନଙ୍କ ର ବୋଲି ଉତ୍ତର ରଖିଥିଲେ l

ଏଠି ପ୍ରଶ୍ନ ଉଠେ ଯେ ପବ୍ଲିକ ସର୍ଭେଣ୍ଟ ଭାବେ  ରାଜ୍ୟ ସରକାର ଙ୍କ ପାଖରୁ ନିଯୁକ୍ତି ହୋଇଥିବା ଜିଲ୍ଲାପାଳ ଓ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଥିବା ନେତା ନେତ୍ରୀ ମାନେ ପବ୍ଲିକ ଙ୍କ ଏକ ଜରୁରୀ ଓ ସମ୍ବେଦନଶୀଳ ଅଭିଯୋଗ ଶୁଣିବାକୁ ,ପାଖକୁ  ଆସିବାକୁ ଏତେ ଭୟ କାହିଁକି ? ଯିଏ ଯାହାର ମୁଣ୍ଡ ରୁ ଦୋଷ ଖସାଇ ବାକୁ ପ୍ରସ୍ତୁତ l ଏଥିରୁ ପ୍ରମାଣ ଯେ  ପବ୍ଲିକ ର ବିନା ଆନ୍ଦୋଳନ ରେ ସୁବର୍ଣ୍ଣପୁର ର କୌଣସି  ଐତିହାସିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନି l ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଇଚ୍ଛା ଶକ୍ତି ର ଘୋର ଅଭାବ ଯୋଗୁଁ ଜିଲ୍ଲା ରେ ଦୀର୍ଘ ବର୍ଷ ରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ରିଙ୍ଗ ରୋଡ଼, ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ଅଙ୍ଗ କେନାଲ ପ୍ରକଳ୍ପ, ସୋନପୁର କଲେଜ କୁ ସରକାରୀ କରିବା ଦାବୀ , ଉଭୟ ଜିଲ୍ଲା ନିର୍ଭର କରୁଥିବା ପୁରୁଣା ମେଡିକାଲ୍ କୁ ସିଟି ମେଡିକାଲ୍ ରେ ପରିଣତ କରିବା, କୃଷୀ ବିଶ୍ୱ ବିଦ୍ୟାଳୟ, ମେଡ଼ିକାଲ୍ କଲେଜ ସମେତ ଅନେକ ପ୍ରକଳ୍ପ କାମ ସୋନପୁର ର ଅତି ସରଳ ବିଶ୍ୱାସୀ, ସଚ୍ଚୋଟ ନିରୀହ ସଧାରଣ ଜନତା ଙ୍କ ପାଇଁ ସ୍ବପ୍ନ ହୋଇ ରହିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026

You Might Also Like