-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ତରଭା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :ଗୋଟିଏ ରାତିରେ ତିନୋଟି ସ୍ଥାନରେ ଚୋରି

19-Nov-2024



ତରଭା(କପିଳାସ ସେଠ): ତରଭା ଥାନା ଅଞ୍ଚଳରେ ପୋଲିସ ର ନିଷ୍କ୍ରିୟତାର ସୁଯୋଗ ନେଇ ଦିନକୁ ଦିନ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାସହ ଅଞ୍ଚଳରେ ଦିନକୁ ଦିନକୁ ଦିନ ଚୋରି, ଡକାୟତ, ଛିନତାଇ ବୃଦ୍ଧି ପାଇବାରେ ଲାଗିଛି I ହେଲେ ପୋଲିସ କାର୍ଯ୍ୟନୁଷ୍ଠାନ ଶୂନ ରହିଛି I ରବିବାର ରାତିରେ ତରଭା ସହରର ଦୁଇଟି ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଦୃବୃର୍ତ୍ତ ମାନେ ଚୋରି କରି ନେଇଥିବା ସୋମବାର ସକାଳେ ତରଭା ଥାନାରେ ଲିଖିତ ଅଭିଯୋଗ ହୋଇଛି  l ଅଭିଯୋଗ ଅନୁଯାୟୀ  ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବଡ ବନ୍ଧରେ ଥିବା ବାବା ଧବଳେଶ୍ୱର ଶୈବ ପୀଠରୁ ଗ୍ରିଲ ରୁ ତାଲା ଭାଙ୍ଗି ସେଠାରେ ଥିବା ଦାନବକ୍ସ ର ତାଲା ଭାଙ୍ଗି ସେଠାରେ ଟଙ୍କା, ଦାନସାମଗ୍ରୀ ଚୋରି ହୋଇ ଥିବା ନେଇ ମନ୍ଦିର ପରିଚାଳନା କମିଟି ଓ ମନ୍ଦିର ପୂଜକ ମୃତ୍ୟୁଞ୍ଜୟ ଥାନାପତି ଲିଖିତ ଅଭିଯୋଗ କରିଛନ୍ତି I ଏହି ଦାନବାକ୍ସ ଗତ ୨୦୧୦ ମସିହାରୁ ଖୋଲା ଯାଇ ନ ଥିଲା ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି I ସେହିପରି ତରଭା ନୂଆପଡାଠାରେ ଥିବା  ଶନି ମନ୍ଦିର ରୁମଧ୍ୟ୍ୟ ଚୋର ମାନେ  ଦାନବାକ୍ସ ଭାଙ୍ଗି ଦାନ ଟଙ୍କା ଓ ଦାନ ସାମଗ୍ରୀ ଲୁଟି ନେଇ ଥିବାର ମନ୍ଦିର ପୂଜକ ସୁରେନ୍ଦ୍ର ବେଜ ଅଭିଯୋଗ କରିଛନ୍ତି I  ଏହି ମନ୍ଦିର ର ମଧ୍ୟ୍ୟ ଦାନବାକ୍ସ ଗତ ଚାରି ବର୍ଷ ହେଲା ଖୋଲା ଯାଇ ନଥିଲା ବୋଲି ସୂଚନା ରହିଛି I   ଉଭୟ ମନ୍ଦିରର ଦାନ ବକ୍ସ ଫାଡି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l କେବଳ ଏହି ମନ୍ଦିର ନୁହେଁ ତରଭା ବ୍ଲକ ସାମ୍ନାରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଦୋକାନରୁ ଖାଇବା ସାମଗ୍ରୀ ସହିତ୫ ହଜାରରୁ ଅଧିକ  ନଗଦ ଟଙ୍କା ଚୋରି ହୋଇ ଥିବା ଅଭିଯୋଗ ହୋଇ ଥିବାର ଅଭିଯୋଗ ରହିଛି I ତରଭା ପୋଲିସ ସମସ୍ତଙ୍କ ଅଭିଯୋଗକୁ ନେଇ ସୋନପୁରରୁ ସନ୍ଧନୀ କୁକୁର ଓ ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ ଜାରି ରଖିଛନ୍ତି  I  ଏ ସମ୍ପର୍କରେ ତରଭା ଥାନାରେ ପୃଥକ ପୃଥକ ଭାବରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି  I ସୁରାକ ମିଳିଛି ଅତିଶୀଘ୍ର ଚୋର ଧାରା ପଡିବେ ବୋଲି ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି I ଗତ ୫ ଦିନତଳେ ରୁଗୁଡ଼ିପାଲି-ମାରାଡୁଗୋଚ୍ଛା ରାସ୍ତାରେ ତରଭା ଗଡ଼ଭିତରର ବ୍ୟବସାୟୀ ରଞ୍ଜନ ଦଳବେହେରାଙ୍କୁ ବନ୍ଧୁକ ଦେଖାଇ ନଗଦ ଟଙ୍କା ଓ ତାଙ୍କ ବ୍ୟବସାୟୀ କରୁଥିବା ସାମଗ୍ରୀ ଲୁଟି ନେଇଥିବାର ଥାନାରେ ଲିଖିତ ଅଭିଯୋଗ ରହିଛି I  ତାହାର ମଧ୍ୟ୍ୟ ଆଜି  ପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ପାଇ ପାରିନାହିଁ I  ଅନ୍ୟ ପକ୍ଷରେ ତରଭା ସହର ଓ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ ହେଉଥିବା ଯାନୀଯାତ୍ରା ସମୟରେ ବାଇକ, ମୋବାଇଲ ଚୋରି ହେଉଥିଲ ମଧ୍ୟ୍ୟ ଚୋର ଧରିବା ନେଇ ପୋଲିସ ଠୋସ ପଦକ୍ଷେପ ନେଉ ନଥିବା ରୁ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ରହିଛି  I ଏହି ଘଟଣା ହେବା ପରେ ତରଭା ରେ ଆଇନ ଶୃଙ୍ଖଲା ବିପର୍ଯୟସ୍ତହୋଉ ପଡିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି I  ବର୍ତ୍ତମାନ ଚୋରି ହୋଇ ଥିବା ଦୁଇ ମନ୍ଦିର ରୁ ଦାନବାକ୍ସ, ଦିବ୍ୟଙ୍ଗ ଙ୍କ ଦୋକାନରୁ ଚୋରି ସାମଗ୍ରୀ ଉଦ୍ଧାର କରି ତରଭା ପୋଲିସ ସାଧାରଣ ଜନତାଙ୍କ ଅସ୍ଥା ଭାଜନ ହେବାର ଆବଶ୍ୟକତା ରହିଛି  I ଏହି ଘଟଣା ସମୂହ ନେଇ ଜିଲ୍ଲା ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟନୁଷ୍ଠାନ କରିବା ପାଇଁ ବିଭିନ୍ନ ମହଳରେ ଦାବୀ ହେଉଛି  I


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like