-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
19-Oct-2024
ବ୍ରହ୍ମପୁର/ପୁରୁଷୋତ୍ତମପୁର(ଶୁଭଙ୍କର ଦାସ): ପୁରୁଷୋତ୍ତମର ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିବା ଆଇଶା ବେହେରା ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତlର ୧୪ବର୍ଷ ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ସରସ୍ବତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା ସମିତି ଛାତ୍ରୀ ଆଇଶା ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଛନ୍ତି l ସେ ସତ୍ୟବାନ ବେହେରାଙ୍କର ଝିଅ ଅଟନ୍ତି l