-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
କଣ୍ଟାମାଳ: ବୌଦ୍ଧରେ ପହଁଚିଲେ ପୋଲିସ ମହା ନିର୍ଦେଶକ ୱାଇ.ବି. ଖୁରାନିଆ । ଜିଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆଲୋଚନା ହେବା ସହ ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରଯାଉଥିବା ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଥଲେ। ଏହି ବୈଠକରେ ଆଇଜି ଓପ୍ରେସନ ଜୟ ନାରାୟଣ ପଙ୍କଜ ଡିଆଇଜି,ଏସ ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣା ଅଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସ ପି ନାଗରାଜ ଦେବାରକୋଣ୍ଡା ଉପସ୍ଥିତ ରହିଥିଲେ।