-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
Saaambalpur.07/10(Sanib Panigrahi)- ସମ୍ବଲପୁରର ଜଣାଶୁଣା ଚିତ୍ରଶିଳ୍ପୀ କୁଳଦୀପ ବର୍ମା ଙ୍କ ମାଆ ବେଦମତୀ ଦେବୀ ଙ୍କୁ ୫୫ ବୟସ ହେଉଥିଲା ।ବେଦମତୀ ଦେବୀ କୁ ହୁତଘାତ ପରଲୋକ ହୋଇଥୀଲା ମାନେଶ୍ୱର ରେ ଥିବା ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । କିଛି ବର୍ଷ ତଳେ ତାଙ୍କ ପିତା ଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।