-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
Jagatsinghpur,07/10(Binodini Raula)କର୍ମୀଙ୍କୁ ଅଣଦେଖା କରାଯିବାରୁ ନିର୍ବାଚନୀ ସଭା ଭିତରେ ଜୋରରେ ହାଟଗୋଲ। ଲୁଚିକି ଚାଲିଗଲେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ସଭା ଅଧାରୁ ଭଣ୍ଡୁର ର ସମସ୍ତେ କହିବାର ସୁଯଗ ପାଇଲେନାହୁଁ ତିର୍ତ୍ତୋଲର ଏକ ମଣ୍ଡପକୁ ନିର୍ବାଚନ ନିମନ୍ତେ ଅଫିସ ଉଦଘାଟନ ସମୟରେ ଚାଲିଥିଲା ।