-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ବରଗଡ଼ ବେଦ ପ୍ରଚାର ସମିତି ଆନୁକୁଲ୍ୟରେ ବେଦ ସ୍ୱାଧ୍ୟାୟ ସପ୍ତାହ ପାଳିତ

01-Sep-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବେଦ ପ୍ରଚାର ସମିତି ଆନୁକୁଲ୍ୟରେ  ବେଦ ସ୍ୱାଧ୍ୟାୟ ସପ୍ତାହ ପାଳନ ଅବସର ରେ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ନବୀନ ଯଜ୍ଞୋପବିତ ଧାରଣ , ବେଦ ପ୍ରବଚନ ଓ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ସ୍ଥାନୀୟ ସ୍ୱୟଂ ସିଦ୍ଧା ଭବନରେ ସପ୍ତାହେ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ ରେ ସର୍ବେ ଭବନ୍ତୁ ସୁଖିନୋ କାର୍ଯ୍ୟକ୍ରମ ର ବୈଦିକ ପ୍ରବକ୍ତା ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଯୋଗ ଦେଇ ପଞ୍ଚ ମହାଯଜ୍ଞ ର ମହତ୍ବ,ସଂଗଠନ ରେ ସଂଯମତା ଓ ଏକତା, ସୂଖି ଗୃହସ୍ଥ ,ଧର୍ମାଚରଣ ,ଆଦର୍ଶ ବିଦ୍ୟାର୍ଥୀ ଶୃଙ୍ଖଳିତ ଜୀବନ ଚର୍ଚା,ସାମାଜିକ ଗୁଣାବଳି ର ବିକାଶ ଆଦି ବିଷୟ ରେ

ଆଲୋଚନା କରିଥିଲେ ।ପ୍ରତ୍ୟହ ଶତାଧିକ ଭକ୍ତ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଡଗର ବାନପ୍ରସ୍ତି ଙ୍କ ସଂଯୋଜନା ରେ ବିଜେପୁର ଆର୍ଯ୍ୟ ସମାଜ ଓ ବରଗଡ଼ ବେଦ ପ୍ରଚାର ସମିତି ମିଳିତ ପ୍ରୟାସ ରେ  ପଣ୍ଡିତ ବିରେନ୍ଦ୍ର କୁମାର ଓ ଋଷଭ ଆର୍ଯ୍ୟ ଙ୍କ ପ୍ରୟାସ ରେ ଜହ୍ନା ପଡ଼ା ର  ବୈଦିକ ସଂସ୍କୃତି ସଂଘ, ମହର୍ଷି ଦୟାନନ୍ଦ ଆର୍ଯ୍ୟ ପରିଷଦ ,ଶିଶୁ ବିଦ୍ୟାମନ୍ଦିର ହିନ୍ଦୀ ବିଭାଗ ଆଦି ସ୍ଥାନ ରେ ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଜି ଙ୍କ ଦ୍ଵାରା  ବ୍ୟାଖ୍ୟାନମାଳା ଆୟୋଜିତ ହୋଇଥିଲା । ଏହି ଅବସରରେ  ସ୍ଥାନୀୟ ଶ୍ରୁତି ନିଳୟରେ ଅନୁଷ୍ଟିତ ଉଦଯାପନୀ ଉତ୍ସବ ରେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ବାସୁଦେବ ବ୍ରତୀ ଯୋଗ ଦେଇ ସୃଷ୍ଟି ର କାଳ ଗଣନା ,ଜନ୍ମାଷ୍ଟମୀ ର ମହତ୍ବ ଯୋଗୀରାଜ ଶ୍ରୀ କୃଷ୍ଣ ଙ୍କ ଆଦର୍ଶ ଚରିତ୍ର ବିଷୟ ରେ ବିସ୍ତୃତ ବ୍ୟାଖ୍ୟାନ କରିଥିଲେ ।ବେଦ ପ୍ରଚାର ସମିତି ର ସଭାପତି କ୍ଷୀରୋଦ କୁମାର ନାଥ ସମ୍ପାଦକ ଅଶୋକ କୁମାର ମେହେର,ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ଦାଶ ରୁକ୍ମଣ ମହାପାତ୍ର ,ନୀଳାମ୍ବର ସାହୁ,

ଶିବ ପ୍ରସାଦ ଭୋଇ ,ଯଦୁମଣି ନାଏକ,ଦିଲ୍ଲୀପ କୁମାର ପଣ୍ଡା ପଣ୍ଡିତ ସୋମ ଦତ୍ତ ଶାସ୍ତ୍ରୀ,ସୁରେଶ୍ଵରୀ ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟ କ୍ରମ ରେ ପ୍ରତ୍ୟହ ଶତାଧିକ ବେଦ ପ୍ରେମୀ ଯୋଗ ଦେଇ ସାମୁହିକ ବେଦ ପାଠ କରିବା ସହ ଶ୍ରବଣ କରିଥିଲେ ।ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବେଦ ପ୍ରଚାର ସମିତି ଆନୁକୁଲ୍ୟରେ  ବେଦ ସ୍ୱାଧ୍ୟାୟ ସପ୍ତାହ ପାଳନ ଅବସର ରେ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ନବୀନ ଯଜ୍ଞୋପବିତ ଧାରଣ , ବେଦ ପ୍ରବଚନ ଓ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ସ୍ଥାନୀୟ ସ୍ୱୟଂ ସିଦ୍ଧା ଭବନରେ ସପ୍ତାହେ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ ରେ ସର୍ବେ ଭବନ୍ତୁ ସୁଖିନୋ କାର୍ଯ୍ୟକ୍ରମ ର ବୈଦିକ ପ୍ରବକ୍ତା ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଯୋଗ ଦେଇ ପଞ୍ଚ ମହାଯଜ୍ଞ ର ମହତ୍ବ,ସଂଗଠନ ରେ ସଂଯମତା ଓ ଏକତା, ସୂଖି ଗୃହସ୍ଥ ,ଧର୍ମାଚରଣ ,ଆଦର୍ଶ ବିଦ୍ୟାର୍ଥୀ ଶୃଙ୍ଖଳିତ ଜୀବନ ଚର୍ଚା,ସାମାଜିକ ଗୁଣାବଳି ର ବିକାଶ ଆଦି ବିଷୟ ରେ ଆଲୋଚନା କରିଥିଲେ ।ପ୍ରତ୍ୟହ ଶତାଧିକ ଭକ୍ତ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଡଗର ବାନପ୍ରସ୍ତି ଙ୍କ ସଂଯୋଜନା ରେ ବିଜେପୁର ଆର୍ଯ୍ୟ ସମାଜ ଓ ବରଗଡ଼ ବେଦ ପ୍ରଚାର ସମିତି ମିଳିତ ପ୍ରୟାସ ରେ  ପଣ୍ଡିତ ବିରେନ୍ଦ୍ର କୁମାର ଓ ଋଷଭ ଆର୍ଯ୍ୟ ଙ୍କ ପ୍ରୟାସ ରେ ଜହ୍ନା ପଡ଼ା ର  ବୈଦିକ ସଂସ୍କୃତି

ସଂଘ, ମହର୍ଷି ଦୟାନନ୍ଦ ଆର୍ଯ୍ୟ ପରିଷଦ ,ଶିଶୁ ବିଦ୍ୟାମନ୍ଦିର ହିନ୍ଦୀ ବିଭାଗ ଆଦି ସ୍ଥାନ ରେ ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଜି ଙ୍କ ଦ୍ଵାରା  ବ୍ୟାଖ୍ୟାନମାଳା ଆୟୋଜିତ ହୋଇଥିଲା । ଏହି ଅବସରରେ  ସ୍ଥାନୀୟ ଶ୍ରୁତି ନିଳୟରେ ଅନୁଷ୍ଟିତ ଉଦଯାପନୀ ଉତ୍ସବ ରେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ବାସୁଦେବ ବ୍ରତୀ ଯୋଗ ଦେଇ ସୃଷ୍ଟି ର କାଳ ଗଣନା ,ଜନ୍ମାଷ୍ଟମୀ ର ମହତ୍ବ ଯୋଗୀରାଜ ଶ୍ରୀ କୃଷ୍ଣ ଙ୍କ ଆଦର୍ଶ ଚରିତ୍ର ବିଷୟ ରେ ବିସ୍ତୃତ ବ୍ୟାଖ୍ୟାନ କରିଥିଲେ ।ବେଦ ପ୍ରଚାର ସମିତି ର ସଭାପତି କ୍ଷୀରୋଦ କୁମାର ନାଥ ସମ୍ପାଦକ ଅଶୋକ କୁମାର ମେହେର,ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ଦାଶ ରୁକ୍ମଣ ମହାପାତ୍ର ,ନୀଳାମ୍ବର ସାହୁ,

ଶିବ ପ୍ରସାଦ ଭୋଇ, ଯଦୁମଣି ନାଏକ,ଦିଲ୍ଲୀପ କୁମାର ପଣ୍ଡା ପଣ୍ଡିତ ସୋମ ଦତ୍ତ ଶାସ୍ତ୍ରୀ,ସୁରେଶ୍ଵରୀ ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟ କ୍ରମ ରେ ପ୍ରତ୍ୟହ ଶତାଧିକ ବେଦ ପ୍ରେମୀ ଯୋଗ ଦେଇ ସାମୁହିକ ବେଦ ପାଠ କରିବା ସହ ଶ୍ରବଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like