-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ସୁନ୍ଦର ବଲାଙ୍ଗିର ର ସ୍ଵପ୍ନ ଏମିତି ! ମୁଖ୍ୟରାସ୍ତା କାଦୁଅ ପଚପଚ, ପାର୍କରେ ତାଲା ଝୁଲୁଛି, ବଲାଙ୍ଗିରରେ କାମକୁ ନୁହଁ କର୍ମ ତତ୍ପର ଯୋଜନା

21-Aug-2024



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ମୁନିସିପାଲିଟି ଅଞ୍ଚଳରେ ଅନେକ ଜନଗହଳି ପୂର୍ଣ୍ଣ ରାସ୍ତା ଗୁଡାକ ଅତି କଦର୍ଯ୍ୟ ହୋଇଥିବା ବେଳେ ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ଦେଖିବାକୁ ମିଲୁଛି I ବଲାଙ୍ଗିର ସହରର ଏକ ମୁଖ୍ୟରାସ୍ତା ରମାଇ ଟକିଜ୍ ରୁ ଦୈନିକ ବଜାର କୁ ଯାଇଥିବା ରାସ୍ତାରେ ନାଳ ନର୍ଦ୍ଦମା ଜଳ ପ୍ରବାହିତ ହୋଇ କଦର୍ଯ୍ୟ ହୋଇ ପଡ଼ିରହିଛି।ଏହି ମୁଖ୍ୟ ରାସ୍ତାଠାରୁ ମ୍ୟୁନିସିପାଲିଟି ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ।ପ୍ରତିଦିନ ଏହି ରାସ୍ତାଦେଇ ପୌରପରିଷଦର ଅଧିକାରୀ, କର୍ମଚାରୀ ବିଭିନ୍ନ କାର୍ଯ୍ୟାଳୟର ଅଫିସର ଏବଂ ହାଜର ହାଜର ଜନସାଧାରଣ ଯାତାୟାତ କରୁଛନ୍ତି I ସମସ୍ତଙ୍କ ଦୃଷ୍ଟିରେ ଅଛି ଏହି କଦର୍ଯ୍ୟ ରାସ୍ତା I ସେହିପରି ସିଭିଲ କୋର୍ଟ ସାମନା ହାତୀଶାଳ ପଡାକୁ ଯାଇଥିବା ରାସ୍ତା, ଜଲାରାମ ମନ୍ଦିର ରାସ୍ତା ଅତି ଶୋଚନୀୟ ଭାବେ କଦର୍ଯ୍ୟ ହୋଇଯାଇ ଥିବା ବେଳେ ଦୀର୍ଘବର୍ଷ ହେଲା ମରାମତି ମଧ୍ୟ କରାଯାଉ ନାହିଁ I

  ପୂର୍ବ ସରକାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ ବଲାଙ୍ଗିର ପୌର ପରିଷଦକୁ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି I କିନ୍ତୁ ପୌର ପରିଷଦ ସୌନ୍ଦର୍ଯ୍ୟକରଣ ନାମରେ ବଲାଙ୍ଗିରକୁ ଅସୁନ୍ଦର କରିବାରେ ଲାଗିରହିଥିବା ଅଭିଯୋଗ ହେଉଛି I ଏହି ଯୋଜନାରେ ତିଆରି ହୋଇଥିବା ବିଭିନ୍ନ ସ୍ଥାନରେ କେତେକ ପାର୍କ ବର୍ତ୍ତମାନ ରକ୍ଷଣା ବେକ୍ଷଣା ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି I ଉଦାହରଣ ସ୍ବରୂପ ବଲାଙ୍ଗିର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛିମାସ ପୂର୍ବରୁ ଏକ ଛୋଟ ଜାଗାରେ ବସିବା ପାଇଁ କିଛି ବେଞ୍ଚ, କିଛି ଫୁଲଗଛ ଏବଂ ଚାରିପଟେ ବାଡଦେଇ ଏକ ସୁନ୍ଦର ବଗିଚା ତିଆରି ହୋଇଥିଲା, କିନ୍ତୁ ସେହି ବଗିଚାକୁ ଦେଖାରେଖା କରିବା ବା ଯତ୍ନ ନେବାପାଇଁ କେହି ନଥିବାରୁ ସେଠାରେ ଏବେ ଅନାବନା ଗଛ ସହ ଲଟା ବୁଦା ଚାରି ପଟେ ମାଡି ଗଲାଣି I ସେହି ବଗିଚାର ଗେଟ୍ ରେ ମଧ୍ୟ ଏକ ତାଲା ଝୁଲୁଥିବାର ଦେଖାଯାଉଛି I ସେହିପରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ମୁଖ୍ୟ ଗେଟ୍ ସମ୍ମୁଖରେ ଆମର ବଲାଙ୍ଗିର ନାମରେ ପୌର ପରିଷଦ ପକ୍ଷରୁ ତା.୨୦/୦୬/୨୦୨୧ ରେ ତତ୍କାଳୀନ ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉଦଘାଟିତ ରାସ୍ତା କଡରେ ଏକ ଛୋଟିଆ ବଗିଚାର ଅବସ୍ଥା ମଧ୍ୟ ସମାନ ।ବଗିଚା ଭିତରେ ଅନା ବନା ଗଛ ଗୁଡିକ ବଡ ବଡ ହୋଇଗଲାଣି I ଏହା ଉପରେ ପୌରପରିଷଦର ଧ୍ୟାନ ଥିବାପରି ଜଣା ପଡୁନାହିଁ I ଏହିପରି ସହର ମଧ୍ୟରେ ଆଉ ଦୁଇ ତିନୋଟି ସ୍ଥାନରେ ସୌନ୍ଦର୍ଯ୍ୟକରଣ ନାମର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାର୍କ ନିର୍ମାଣକରି ପୌରପରିଷଦ ଏହାର ରକ୍ଷଣାବେକ୍ଷଣ ଦିଗରେ ଆଉ ଧ୍ୟାନ ଦେଉନଥିବାରୁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି I ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି I ଏଥି ପ୍ରତି ଜିଲ୍ଲାପାଳ ଧ୍ୟାନ ଦେବାପାଇଁ ଦାବି ହେଉଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like