-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ପାଇକମାଲ ପଞ୍ଚାୟତସମିତି ର ସପ୍ତମ ବୈଠକ, ପିସି କାରବାରକୁ ନେଇ ହଟ୍ଟଗୋଳ

20-Aug-2024



ବରଗଡ଼/ପାଇକମାଲ:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ଲକ ଚେୟାରମେନ ଭାବନା ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ ଉପସ୍ଥିତ ସମସ୍ତ ବିଭାଗର ଲାଇନ ଅଫିସର ,ସମିତି ସଭ୍ୟ, ସରପଞ୍ଚ, ଭାଇସ ଚେୟାରମେନ,ସାମ୍ବାଦିକ ସମସ୍ତଙ୍କୁ ସ୍ବାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଂ ମଧ୍ଯ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଜିଲ୍ଲା ପରିଷଦ ସଭ୍ଯା ବାସନ୍ତୀ ବାଲମ  ବ୍ଲକରେ ପିସି କାରବାର ଚାଳିଛି ବୋଲି ଦୃଢ ସ୍ବରରେ ଅଭିଯୋଗ କରିବା ସହ ଟେମରୀ ଗ୍ରାମପଞ୍ଚାୟତର ଜିଲ୍ଲାପରିଷଦ ଗ୍ରାଣ୍ଡର ପ୍ରଧାନଦରା ରାସ୍ତା କଂକ୍ରିଟ କାମ ୩ ଲକ୍ଷ ୪୦ ହଜାର ଟଙ୍କାର କରାଯାଇଥିବା ବେଳେ ୮୦ ହଜାର ଟଙ୍କା ବ୍ଲକର  ଜେ.ଇ ପିସି କାଟିକରି ବାକି ଟଙ୍କା ପେମେଣ୍ଟ କରିଛନ୍ତି ବୋଲି  ଶ୍ରୀମତୀ ବାଲାମ ଅଭିଯୋଗ କରିଥିଲେ । ଏହା କଥାଶୁଣି ସଭାଗୃହରେ ଅନେକ ସମୟଧରି ହଟ୍ଟଗୋଳ ସୃଷ୍ଟି ହୋଇଥିଲା।ପରେ ଅନେକ ସରପଞ୍ଚ ଓ ସମିତି ସଭ୍ଯ ପିସି କାରବାର ବନ୍ଦ କର ବୋଲି ପାଟିଗୋଳ କରିଥିଲେ। ବିଦ୍ୟୁତ ବିଲ ୩୦୦ ୟୁନିଟ ଛାଡ କରିବା,ପାଣି ସପ୍ଲାଇ ପାଇଁ ବ୍ଯବହୃତ ପମ୍ପ ଗୁଡିକର ଗୁଡାଏ ବିଦ୍ୟୁତ ବିଲ ଆସୁଥିବା,ସ୍କୁଲ ମାନଙ୍କରେ ଆବଶ୍ଯକ ଅନୁଯାଇ ଶିକ୍ଷକ ନଥିବା,ଆର.ଡି ବିଭାଗରେ ଥିବା ରାସ୍ତା ଗୁଡ଼ିକ କାମ ଠିକ ଭାବେ ହେଉ ନଥିବା, ପାନୀୟ ଜଳ ଯୋଗାଣ ବିଭାଗର ପିଇବା ପାଣି ଯୋଗାଣରେ ବ୍ଯଘାତ ହେଉଥିବା , ବିଶେଷ କରି ସରେଇକେଲା ଆଶ୍ରମ ସ୍କୁଲରେ ୯୨ ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶିକ୍ଷକ ପାଠ ପଢାଉଥିବା, ସମ୍ୱଲପୁରୀ ଆଶ୍ରମ ବିଦ୍ୟାଳୟରେ ୭୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଶିକ୍ଷକ ପାଠ ପଢଉଥିବା ପ୍ରମୁଖ ଅନେକ ଅଭିଯୋଗ  ଆସିଥିଲା । ସାଂସଦ ଶ୍ରୀଯୁକ୍ତ ପୁରୋହିତ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ନିଜନିଜ ପରିଚୟ ପ୍ରଦାନ ପାଇଁ

କହିଥିଲେ। ଏହାପରେ ସମସ୍ତ ସମିତି ସଭ୍ୟ, ସଭ୍ୟା, ସମସ୍ତ ସରପଞ୍ଚ ମାନେ ମିଳିମିଶି ପାଇକମାଲ ବ୍ଲକର ଉନ୍ନତି ସକାଶେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ବିଧାୟିକା ବର୍ଷା ସିଂ ବରିହା ସମସ୍ତ ସମିତି ସଭ୍ଯ,ସଭ୍ଯା ଓ ସରପଞ୍ଚ ମାନଙ୍କୁ ଆପତ୍ତି ଅଭିଯୋଗ କରିବା ପାଇଁ ସମାନ ସମୟ ଦିଆଗଲେ ଭଲ ହେବ ବୋଲି କହିଥିଲେ କାରଣ କେତେ ଜଣ ଅନେକ ସମୟ ଧରି  ଅଭିଯୋଗ କରୁଥିବା ବେଳେ ଅନ୍ଯ ମାନଙ୍କୁ ସୁଯୋଗ ଦିଆଗଲେ ଖୁବ୍ ଭଲ ହେବବୋଲି ମତପ୍ରଦାନ କରିଥିଲେ। ପାଇକମାଲ ବ୍ଲକରେ ପି.ସି କାରବାର ନେଇ ସାମ୍ବାଦିକ ମାନେ ବିଡିଓଙ୍କୁ ପଚାରିବାରୁ ବିଡିଓ ଶ୍ରୀ ଓଦୁ ମୋ ସମୟରେ ପି.ସି କାରବାର ହେଉ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ତେବେ ସାମ୍ବାଦିକ ମାନେ ଜିଲ୍ଲା ପରିଷଦ ସଦସ୍ଯା ଶ୍ରୀମତୀ ବାସନ୍ତୀ ବାଲାମଙ୍କୁ ପଚାରିବାରୁ ବର୍ତ୍ତମାନର କାର୍ଯ୍ଯରତ ବିଡିଓ ଶ୍ରୀ ଓଦୁଙ୍କ ସମୟରେ ପଧାନଦରା ରାସ୍ତା କଂକ୍ରିଟ କାମର ୮୦ ହଜାର ଟଙ୍କା ପିସି କଟା ଯାଇଛି ବୋଲି ଦୃଢତାର ସହ ମତବ୍ୟକ୍ତ କରିଥିଲେ। ଆଜି ପଞ୍ଚାୟତ ସମିତିର ବୈଠକ ଦୀର୍ଘ ୧୬ ମାସ ହେବା ପରେ ଅନୁଷ୍ଠିତ ହେଉଥିବାରୁ ଆଗାମୀ ବୈଠକ ଗୁଡିକ ପ୍ରତି ୩ ମାସରେ କରାଯିବ ବୋଲି ବିଡିଓ ଶ୍ରୀ ଓଦୁ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like