-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ମହିଳାଙ୍କ କଡ଼ାକଡ଼ି ସୁରକ୍ଷା ଦାବିରେ ମିଳିତ ମହିଳା ସଙ୍ଗଠନର ଦୃଢ଼ ପ୍ରତିବାଦ ସହ ଧlରଣl

19-Aug-2024



କଟକ (ପ୍ରେରଣା ଖବର): ସମଗ୍ର ଦେଶରେ ପୀଡ଼ିତା ଡାକ୍ତର ଝିଅଙ୍କ ସହ ଓଡ଼ିଶାରେ ଅନେକ ବର୍ବର ଅମାନୁଷିକ ଲୋମହର୍ଷଣକାରୀ ଘଟଣା ଘଟିଚlଳିଛି ଯାହା ସଭ୍ୟ ମାନବ ସମାଜର ବିଶ୍ୱାସ ଓ ଅସ୍ଥିତ୍ୟ କୁ ଦୋହଲାଇ ଦେଇଛି। ଏହି ଘଟଣାକୁ ନିନ୍ଦା କରି ଏହାର ଦୃଢ ପ୍ରତିବାଦ ଜଣାଇ ପୀଡ଼ିତl ଝିଅକୁ ଶ୍ରଦ୍ଧାଂଜଳି ଜଣାଇ ପିଦିତl କୁ ନ୍ୟାୟ ଦାବିରେ ଆଜି କଟକ ଯୁଡ଼ିସିଆଲ୍ ଏକାଡେମୀ ଛକରେ ମିଳିତ ମହିଳା ସଙ୍ଗଠନର ର ସଦସ୍ୟା ତଥା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏକାଠି ହୋଇ  ନୀରବରେ ଦୀପ ଓ ମହମବତୀ ଜଳାଇ  ଏହି ଘଟଣା କୁ ଦୃଢ ପ୍ରତିବାଦ ଜଣାଇଥିଲେ ।
ସାଂପ୍ରତିକ ସମାଜରେ ଯେହେତୁ  ଅଧାରୁ ଅଧିକ ମହିଳା କର୍ମଚାରୀ ଦେଶର ବିକାଶରେ ସହଭାଗିତା ହୋଇ ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ଯ କରୁଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ସମସ୍ତ କର୍ତ୍ତୃପକ୍ଷ ଓ ମାନ୍ୟବର ସରକାରଙ୍କ ପ୍ରମୁଖ ଓ ପ୍ରଧାନ ଦାୟୀତ୍ୱ। ସରକାର  ମହିଳା କର୍ମଚାରୀ ମାନଙ୍କୁ ଉପଯୁକ୍ତ  ସୁରକ୍ଷା ଯୋଗାଇଦେବାକୁ  ଏହି ମହିଳା ସଙ୍ଗଠନର ଓ ସଦସ୍ୟା ମାନେ ଦାବି କରିଥିଲେ। କେବଳ ସେତିକି ନୁହେଁ ଅଭିଯୁକ୍ତକୁ ମଧ୍ଯ  କଠିନ ଓ  ଦୃଷ୍ଟାନ୍ତ ମୂଳକ ଦଣ୍ଡ ବ୍ୟବସ୍ଥା ରହୁ। ଅନୁସନ୍ଧାନ ପାଈଁ ଅଧିକ ସମୟ ନ ଦେଇ ଯୁଦ୍ଧ କାଳୀନ ଭିତ୍ତିରେ  ପୀଡ଼ିତlଙ୍କ ପ୍ରତି  ନ୍ୟାୟ ବ୍ୟବସ୍ଥା ରହିବା ଆବଶ୍ୟକ। ସରକାର ତୁରନ୍ତ ନ୍ୟାୟ ବ୍ୟବସ୍ଥା କରି  ସୁରକ୍ଷା ନିୟମକୁ କଡାକଡି କରନ୍ତୁ।ଏହି ଘଟଣାର ଆଉ ପୁନର୍ବାର  ଦେଶରେ ନଘଟୁ। ସେଥିପ୍ରତି ସମସ୍ତ ସଚେତନ ହେବା ଆବଶ୍ୟକ।। ଏହି ନିରବ ପ୍ରତିବାଦ ଧାରଣାରେ ସମାଜସେବୀ ଶର୍ମିଷ୍ଠା ନାଥ, ଶୈଳ ବେହେରା, ଡଲି ଦାସ୍, ଲେଖିକା ସମାଜସେବୀ ମୀରା ବେଉରା, ରିନି ମହାନ୍ତି, ବିଶାଖା ଭଞ୍ଜ ଡ଼ଃ ରବିରଞ୍ଜନ ସାହୁ, ଖଗେଶ୍ବର ସେଠୀ, ଏଲ୍ ଆଇ ସି ଅଫିସର ଅଭୟ ଦାସ, ବିଜୟଲକ୍ଷ୍ମୀ ମହାପାତ୍ର, ପ୍ରଜ୍ଞା ରଥ, ନୟନା ନାୟକ,, ପଙ୍କଜିନି ମହାନ୍ତି,ଅର୍ଚ୍ଚତା ମହାନ୍ତି, ଶକ୍ତିପ୍ରଦl ମହାପାତ୍ର, ବୈଜୟନ୍ତୀ ଦାସ୍, ମଧୁସ୍ମିତା ମିଶ୍ର, ପୁଷ୍ପା ଜି, ମମତା ମହାପାତ୍ର , ଦରସ୍କl  ମହା ଜବିନ , ପ୍ରମୁଖ  ପ୍ରତିବାଦରେ ଧାରଣା ଦେଈ ସରକାରଙ୍କୁ   ମହିଳାଙ୍କ ସୁରକ୍ଷାକୁ କଡାକଡି କରିବା ପାଇଁ ଦାବି କରିଥିଲେ।
     


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like