-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
19-Aug-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଉପରେ ବର୍ତ୍ତମାନର ବିଜେପି ସରକାର ସମୟରେ ଭିଜିଲାନ୍ସ ଚଢାଉ ସ୍ବାଗତ ଯୋଗ୍ଯ ପଦକ୍ଷେପ। ଏହି ଚଢାଉ କେବଳ କଟକ ଭୂବନେଶ୍ବର ଉପକୂଳ ଅଞ୍ଚଳରେ ସିମିତ ନରହି ରାଜ୍ୟର ତିରିଶ ଜିଲ୍ଲାରେ ଯୋରଦାର କରାଯାଉ । ଏହା କେବଳ ଅଧିକାରୀ ମାନଙ୍କରେ ସିମିତ ନ ରଖି ନେତା, ମନ୍ତ୍ରୀ , ବିଧାୟକ, ଠିକାଦାର, ଶିଳ୍ପପତିଙ୍କୁ ମଧ୍ଯ ଏହି ପରିସରରେ ରଖାଯାଉ । ଚଢାଉ ସମୟରେ ଆଦାୟ ଅର୍ଥରେ ବିଭିନ୍ନ ଜନ କଲ୍ଯାଣ କାର୍ଯ୍ୟକ୍ରମ କରାଯିବାକୁ ବିଶିଷ୍ଟ ସମାଜସେବୀ ପୂର୍ଣ୍ଣ ପଧାନ ମତ ପ୍ରକାଶ କରିଛନ୍ତି । ବିଭାଗ ଏ ଦିଗରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।