-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଡାହାଣୀ ତଥା ଭୂତ ପ୍ରେତ ଭୟରେ ହଷ୍ଟେଲ ଛାଡିଲେ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତ ର ଛାତ୍ରୀମାନେ

18-Aug-2024



ଆଗଲପୁର, (ପ୍ରେରଣା ଖବର) ଭୂତ, ପ୍ରେତ କୁ ଭୟ କରି ହଷ୍ଟେଲ ଛାଡ଼ି ଘରକୁ ବାହୁଡ଼ି ଛନ୍ତି ହଷ୍ଟେଲ ଛାତ୍ରୀ ମାନେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ମହାବିଦ୍ୟାଳୟ ରେ l ଦେଶ ସ୍ବାଧୀନ ହେବାର 78 ବର୍ଷ ବିତଯାଇଥିଲେ ମଧ୍ୟ ଆଜିବି ଅନ୍ଧବିଶ୍ବାସ ଓ କୁ ସଂସ୍କାର ରୁ ଦୂରେଇ ପାରିନି ମଣିଷ ସମାଜ। ସୂଚନାରୁ ପ୍ରକାଶ ଯେ କିଛି ଦିନ ପୂର୍ବ ରୁ ଛାତ୍ରୀ ନିବାସ ରେ ଡାହାଣୀ ଅଛି କହି କିଛି ଛାତ୍ରୀ ଅଭିଯୋଗ କରିଥିଲେ l ଆଉ ଜଣେ ଛାତ୍ରୀ ମତେ ଭୂତ ଧରିଛି କହି ବିଭିନ୍ନ ପ୍ରକାରର ଇଙ୍ଗିତ କରିଥିଲେ l ଫଳରେ ଅନ୍ୟାନ୍ୟ ଛାତ୍ରୀ ମାନେ ଭୟରେ ନିଜ ନିଜ ଅଭିଭାବକ ଙ୍କୁ ଡାକି ହଷ୍ଟେଲ ରୁ ଘରକୁ ପଳାଇ ଥିଲେ। ଆଜିକାର ବିଜ୍ଞାନ ଯୁଗରେ ତଥା ଆଜିର ଆଧୁନିକ ସମାଜରେ ଏପରି ଘଟିବ ତଥା ବିଶ୍ୱାସ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଖୋଦ୍ ନିଜେ କଲେଜ୍ ର ପ୍ରିନ୍ସିପାଲ ଗୁଣିଆ ଡାକି ରାତ୍ରି ସମୟରେ ହଷ୍ଟେଲ ଭିତରେ ପୂଜା ପାଠ କରିବା କେତେ ଯୁକ୍ତିଯୁକ୍ତ ତାହା ଆପଣ ମାନେ ଅନୁମେୟ କରି ପରୁଥିବେ l ରାତ୍ରି ସମୟରେ ପୁରୁଷ ମାନଙ୍କୁ ହଷ୍ଟେଲ ଭିତରେ ପୁରେଇ ବାକୁ ଅନୁମତି ଦେଲା କିଏ l କାହା ଆଦେଶରେ ଗୋଟିଏ ଛାତ୍ରୀ ନିବାସ ଭିତରକୁ ପୁରୁଷ ଲୋକ ପ୍ରବେଶ କଲେ। ଏ ଉପରେ ଏକ ତଦନ୍ତ ହେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ l ଆହୁରି ମଧ୍ୟ ଛାତ୍ରୀ ନିବାସ ର ସି ସି ଟିଭି କୁ ମଧ୍ୟ ଦୁଇ ମାସ ରୁ ଅଧିକ ହେବ ବନ୍ଦ କରି ଦିଆ ଯାଇଛି l ଗୋଟିଏ ଛାତ୍ରୀ ନିବାସ ରେ ସି ସିଟିଭି କୁ ବନ୍ଦ୍ କରାଗଲା କାହିଁକି l ଏ ବିଷୟରେ ଏକ ଦୃଢ଼ ତଦନ୍ତ ର ଆବଶ୍ୟକତା ଦରକାର l ଏ ସବୁ ହେଲା ସତ୍ବେ ମହାବିଦ୍ୟାଳୟ ର ପ୍ରିନ୍ସିପାଲ୍ ଚୁପ୍ ବସିଛନ୍ତି କାହିଁକି l ହଷ୍ଟେଲ ରେ ଆହୁରି ମଧ୍ୟ ଅନିୟମିତତା ହେଉ ଥିବାର ଅଭିଯୋଗ ହେଉଛି l ସରକାର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କଲେଜ କତୃପକ୍ଷ ଙ୍କ ବେପରୁଆ ମନୋଭାବ ଯୋଗୁ ହଷ୍ଟେଲ ରେ ତାଲା ପଡିଛି l ଏତେ ଘଟଣା ହେଲା ସତ୍ବେ ମଧ୍ୟ କଲେଜ କତୃପକ୍ଷ କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି l  ଛାତ୍ରୀମାନେ ପାଠ ନ ପଢି ଘରକୁ ଚାଲିଯିବା ପାଇଁ ଦାୟୀ କିଏ l କଲେଜ କତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ନା ନାହିଁ। ଏ ସବୁ ଅନେକ ପ୍ରଶ୍ନ ଭିତରେ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋଥ ର ଅବସ୍ଥା l ଏହା ସହିତ ହଷ୍ଟେଲ ର ରାତ୍ର ଜଗୁଆଳି କୁ ଡାହାଣୀ କହି କଲେଜ ରୁ ବାହାର କରି ଦିଆଯିବା ଘଟଣା ଆହୁରି ସନ୍ଦେହ ଭିତରକୁ ଟାଣି ଆଣୁଛି। ତା ସହିତ ଜଣେ ସ୍ତ୍ରୀ ଲୋକକୁ ବିଚ୍ ବଜାର ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ତାହା ଆପଣ ମାନେ ଅନୁମେୟ କରି ପାରୁଥିବେ। ଏ ବିଷୟରେ ଆମ୍ଭେ କଲେଜ ପ୍ରିନସିପାଲ ଙ୍କ ପ୍ରତିକ୍ରିୟା ନେଇଛୁ। ସେ ସିସିଟିଭି ବନ୍ଦ ହେବା, ହଷ୍ଟେଲ ରୁ ଛାତ୍ରୀ ମାନେ ପଳେଇବା, ହଷ୍ଟେଲ ରେ ପୂଜା ପାଠ କରିବା ଉପରେ ସ୍ବୀକାର କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like