-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଚାଷୀଙ୍କଠାରୁ ଏମଏସପିରେ କେମିତି ଧାନ କିଣିବେ ସରକାର? କିଏ ପାଇବେ ବୋନସ, କିଏ ପଡ଼ିବେ ବାଦ୍? ଆସିଲା ଏସଓପି.

17-Aug-2024



ଖରିଫ ଋତୁରୁ ଚାଷୀଙ୍କ ଠାରୁ ୩୧ଶହ ଟଙ୍କାରେ ଧାନ କିଣିବେ ସରକାର । କ୍ୟାବିନେଟ୍ ମୋହର ପରେ ଏଥିପାଇଁ ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର।

କେମିତି ଚାଷୀଙ୍କୁ ମିଳିବ ଏମଏସପି?
ଆସିଲା 'ସମୃଦ୍ଧ କୃଷକ ନୀତି'ର ଏସଓପି
ଆସିଲା ମୋହନ ସରକାର ଘୋଷଣା କରିଥିବା 'ସମୃଦ୍ଧ କୃଷକ ନୀତି'ର ଏସଓପି।

ମୋହନ ସରକାର କ୍ଷମତାକୁ ଆସିବା ପରେ, ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା ଦେବାକୁ ପ୍ରଥମ କ୍ୟାବିନେଟ ବୈଠକରେ ମୋହର ମାରିଥିଲେ। ୮୦୦ ଟଙ୍କାର ବୋନସ ଦେବାକୁ ବଜେଟରେ ୫ ହଜାର କୋଟି ଟଙ୍କାର ବୟବରାଦ ମଧ୍ୟ କଲେ। ତେଣୁ ରାଜ୍ୟରେ ଚାଷ ଉପରେ ନର୍ଭରଶୀଳ ପ୍ରାୟ ୭୦ ଭାଗ ଲୋକଙ୍କ ଅପେକ୍ଷା ଯେ, କାହାକୁ ଓ କିଭଳି ଏହି ସୁବିଧା ମିଳିବ?

ସମୃଦ୍ଧ କୃଷକ ନୀତି

୨୦୨୪-୨୫ ଖରିଫ ଋତୁରେ ଲାଗୁହେବ
ସମସ୍ତ ୩୦ ଜିଲ୍ଲାର ଚାଷୀ ହେବେ ଉପକୃତ
ଯୋଜନାର ଲକ୍ଷ୍ୟ

ଚାଷୀଙ୍କ ଆୟ ବଢାଇବା ଓ ଉତ୍ପାଦର ମୂଲ୍ୟ ବୃଦ୍ଧି
ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶରେ ସହାୟତା କରିବା
ଉନ୍ନତମାନର ବିହନ, ସାର ଓ କୀଟନାସକ ଯୋଗାଇବା
ନୂତନ ଜ୍ଞାନକୌଶଳ ଯୋଗାଇ ଚାଷକୁ ଲାଭଦାୟକ କରିବା
ଯୋଜନାରେ ସାମିଲ ହେବାର ଯୋଗ୍ୟତା

କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କଠାରୁ ଏମଏସପିରେ ଧାନ କିଣିବେ ସରକାର
ଏଥିପାଇଁ ଫୁଡ୍ ଓଡ଼ିଶା ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ
ଟ୍ରଷ୍ଟ, ବୋର୍ଡ, ଲିଜଧାରୀ, କମ୍ପାନି କିମ୍ୱା ସେୟାରହୋଲ୍ଡର ବାଦ ପଡ଼ିବେ
ଷ୍ଟେଟ କର୍ପୋରେସନ ଲିମିଟେଡରୁ ବିହନ କିଣୁଥିଲେ ଯୋଜନାରେ ସାମିଲ ହେବେ
ସବୁଠାରୁ ବଡକଥା ହେଉଛି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଧାର୍ଯ୍ୟ ଏମଏସପିରେ ଟଙ୍କା ପୈଠ କରାଯିବ। ଧାନ ସଂଗ୍ରହ ବେଳେ ଏଫଏକ୍ୟୁ ମାନକୁ ଗୁରୁତ୍ୱ ଦିଆଯିବ ଓ ଆଧାର ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ ।

ଏସଓପିରେ ସରକାର ପ୍ରଦାନ କରିବାକୁ ଥିବା ୮୦୦ ଟଙ୍କାର ବୋନସ ସଂପର୍କିତ ଏକ ଉଦାହରଣ ମଧ୍ୟ ଦେଇଛନ୍ତି। ଜଣେ ଯଦି ୨୦୦ କ୍ୱିଣ୍ଟାଲ ଧାନ ବିକ୍ରି କରନ୍ତି ତା ହେଲେ ତାଙ୍କୁ ୧ଲକ୍ଷ ୬୦ ହଜାର ଟଙ୍କା ବୋନସ ଆକାରରେ ଦେବେ ମୋହନ ସରକାର। ଏକର ପିଛା ୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିବାରୁ ୨୦୦ କ୍ୱିଣ୍ଟାଲ ହରଣ ୨୦ କ୍ୱିଣ୍ଟାଲ ଗୁଣନ ୧୬ ହଜାର ଏହିପରି ମୋଟ୍ ୧ଲକ୍ଷ ୬୦ ହଜାର ଟଙ୍କା ପାଇବେ ଚାଷୀ ।ଖରିଫ ସମୟରେ ଚାଷୀଙ୍କଠାରୁ ୩୧୦୦ ଟଙ୍କା ଏମଏସପିରେ ଧାନ କିଣିବେ ସରକାର। କେତେ ସଂଖ୍ୟକ ଚାଷୀ ଏହାଦ୍ୱାରା ଲାଭବାନ ହେବେ ସେନେଇ ବିଭାଗ ତରଫରୁ ମଧ୍ୟ ତର୍ଜମା ଆରମ୍ଭ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like