-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଭିନ୍ନ ଭିନ୍ନ ରାଜ୍ୟ ର ପ୍ରସିଦ୍ଧ ହଲୁଆ ମିଷ୍ଠାନ୍ନ ପ୍ରସ୍ତୁତ କରି ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କଲେ ସମାଜସେବୀ ପ୍ରଜ୍ଞା

15-Aug-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)-ସମଗ୍ର ଦେଶ ରେ ପାଳିତ ହୋଇଯାଇଛି ୭୮ତମ ସ୍ୱାଧୀନତା ଦିବସ।ବିଭିଧତା ମଧ୍ୟରେ ଏକତା ର ନିଦର୍ଶନ କରୁଥିବା ଏହି ସ୍ୱାଧୀନତା ଦିବସ କୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ବରଗଡ଼ର ସମାଜସେବୀ ପ୍ରଜ୍ଞା ଉତ୍କଳିକା ମିଶ୍ର। ଏଇ ଅବସରରେ ଆଜି ସେ ଭାରତର ବିଭିନ୍ନ ରାଜ୍ୟ ରେ ପ୍ରସିଦ୍ଧ ଲାଭ କରିଥିବା ଅନନ୍ୟ ମିଷ୍ଠାନ୍ନ ହଲୁଆ ପ୍ରସ୍ତୁତ କରିଥିଲେ ଭାରତ । ଭାରତର ଲୋକଙ୍କ ମଧ୍ୟରେ ଖାଦ୍ୟ ପ୍ରତି ଥିବା ୠଚିକୁ ଦୃଷ୍ଟିରେ ରଖି ପ୍ରଜ୍ଞା ଏହି ହଲୁଆ ପ୍ରସ୍ତୁତ କରିଥିବାବେଳେ ଏଥିରେ ଚିନି, ସୁଜି, ଖୁଆ, ଗାଜର,କାକୁଡି,ଆମ୍ବ,ପିଜୁଳି,ପିସ୍ତା, କଖାରୁ,କାଜୁ, କିସମିସ, ସାନ୍ତ୍ରା,ଅଙ୍ଗୁର,ସପୁରି, ଶାଗୁ,ମୁଗଡା଼ଲି,ସବୁଜ ଚଣା, କେପସୀକମ୍,ପୋହା,କେଶର,ଚାଉଳ,ନଡ଼ିଆ ଆଦି ବ୍ୟବହାର କରିଥିବା କହିଛନ୍ତି।ଭିନ୍ନ ଭିନ୍ନ ଉପାଦାନ ରୁ ପ୍ରସ୍ତୁତ ଏହି ସ୍ୱାଦିଷ୍ଟ ହଲୁଆ ର ନାଁ ମଧ୍ୟ ଭିନ୍ନ ଭିନ୍ନ ଅଟେ।ଯେପରିକି ଜାମ୍ମୁ କାଶ୍ମୀର ରେ ଅପ୍ରିକଟ ହଲୁଆ, ଲଦ୍ଧାଖ ରେ ମାଖଣ୍ଡି ହଲୁଆ, ହିମାଚଳ ପ୍ରଦେଶ ରେ ବାଦାମ୍ ହଲୁଆ, ପଞ୍ଜାବ ରେ କାଡା ପ୍ରସାଦ, ହାରିଆନା ରେ ଗାଜର ହଲୁଆ,ସିକିମ୍ ରେ ଆଳୁ ହଲୁଆ, ଅରୁଣାଚଳ ରେ ହରଡ଼ ଡାଲି ହଲୁଆ, ନଗଲାଣ୍ଡ ରେ କଖାରୁ ହଲୁଆ, ମଣିପୁର ରେ ସପୁରି ସୁଜି ହଲୁଆ,ମିଜୋରାମ ରେ ଅଦା ହଲୁଆ, ତ୍ରିପୁରା ରେ ସପୁରି ହଲୁଆ, ମେଘାଳୟ ରେ କେଶର ଓ ଶାଗୁ ହଲୁଆ, ଆସାମ ରେ ଅମୃତଭଣ୍ଡା ହଲୁଆ, ଦିଲ୍ଲୀ ରେ ସାନ୍ତ୍ରା ହଲୁଆ, ଉତ୍ତର ପ୍ରଦେଶ ରେ ହବିଶି ହଲୁଆ, ରାଜସ୍ଥାନ ରେ ମୁଗଡା଼ଲି ହଲୁଆ, ଗୁଜୁରାଟ ରେ ସୁଜି ଶିରା, ମଧ୍ୟପ୍ରଦେଶ ରେ ପୋହା ହଲୁଆ, ଛତିଶଗଡ଼ ରେ ଚାଉଳ ରୁ ପ୍ରସ୍ତୁତ ହଲୁଆ, ପଶ୍ଚିମବଙ୍ଗ ରେ ଛେନା ହଲୁଆ, ଝାରଖଣ୍ଡ ରେ କ୍ଷୀର ଶର ରୁ ପ୍ରସ୍ତୁତ ହଲୁଆ, ମହାରାଷ୍ଟ୍ର ର ଅଙ୍ଗୁର ହଲୁଆ, ତେଲେଙ୍ଗାନା ର କାକୁଡି ହଲୁଆ, ଆନ୍ଧ୍ରପ୍ରଦେଶ ର ପିଜୁଳି ହଲୁଆ, କର୍ଣ୍ଣାଟକ ର ସବୁଜ ଚଣା ରୁ ପ୍ରସ୍ତୁତ ହଲୁଆ, ତାମିଲନାଡୁ ର ସିମିଲା ମିର୍ଚ୍ଚା ହଲୁଆ, କେରଳ ର ନଡ଼ିଆ ରୁ ପ୍ରସ୍ତୁତ ହଲୁଆ, ଗୋଆ ର କଞ୍ଚା ଅମୃତ ଭଣ୍ଡା ର ହଲୁଆ ଓଡିଶା ର ସୁଜି ହଲୁଆ ଆଦି ତିଆରି କରିଥିଲେ ପ୍ରଜ୍ଞା।ସମାଜସେବୀ ପ୍ରଜ୍ଞା ଙ୍କର ଏହି ନିଆରା ଉଦ୍ୟମ ପାଇଁ ବିଭିନ୍ନ ମହଲ ରୁ ପ୍ରସଂଶା ର ସୁଅ ଛୁଟୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like