-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୋ) lକୋଦଳା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ରାସ୍ତାରେ ଏକ କଳା ରଙ୍ଗ କାର୍ ସନ୍ଦେହ ଜନକ ଭାବେ ଅଟକାଇ କୋଦଳା ପୋଲିସ କାର୍ ଭିତରୁ ୨୦୦ ଲିଟର ଚୋରା ପାଉଚ୍ ମଦ ଜବତ କରିଛନ୍ତି।ମଦ ଚାଲାଣ କାରୀ ଦୁଇ ଯୁବକ ସଞ୍ଜୟ ମୁନି ଓ ସାଗର ପ୍ରଧାନ କୁ କେଶ୍ ନଂ ୪୧୨/୨୦୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତିି ବୋଲି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ଠାରୁ ପ୍ରକାଶ।