-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ନର୍ଲା (ଚିନ୍ତାମଣି ନାଏକ)
- ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ଏକ ଛକରେ ସାଗରା ମେନେଜ୍ ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରିଥିବା ପାଖାପାଖି ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗ୍ ରେ ପୁରାଇ ଆସୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ ରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଵଂ ଉକ୍ତ ଏଜେଣ୍ଟ ଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ବେଇ ପଳାଇ ଯାଉଥିବା ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ । ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା ନର୍ଲା ପୋଲିସ ଦୁଇ ଚୋର କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ । ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା ନର୍ଲା ପୋଲିସ ଦୁଇ ଚୋର କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।