-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
(ଡୋଲେଶ୍ଵର ବାଗ)
ନୂଆପଡା ଜିଲ୍ଲା ବୋଡ଼େନ ପୋଲିସ ଦ୍ଵାରା ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ କୋର୍ଟ ଚଲାନ କରିଛନ୍ତି। ବୋଡ଼େନ ବିଦେଶୀ ମଦ ଦୋକାନ ରୁ ମଦ ଚୋରି କାରବାର ରେ ଲିପ୍ତ ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ହେଲେ ଯଶୋବନ୍ତ ମାଝୀ,୩୨ ସୁଶିଲ ନିଆଲ୍, ୨୮ ଏବଂ ରୁପସିଂ ମାଝୀ ସମସ୍ତେ ରୁଣ୍ଡି ଗ୍ରାମର ନିବାସୀ ଅଟନ୍ତି। ବୋଡ଼େନ ଥାନା କେଶ ନମ୍ୱର ୧୭୪/୨.୦୮.୨୦୨୪ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି। ୩୭ ଗୋଟି ଏକାଧିକ ବ୍ରାଣ୍ଡ ମଦ ବୋତଲ ଜବତ କରିଛନ୍ତି।