-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||     

HOME   ଜିଲ୍ଲା

ରାସ୍ତା ନିର୍ମାଣ ନେଇ ଅଭିନଵ ପ୍ରତିବାଦ :ରାସ୍ତା ରେ ଧାନ ପଳାହା ରୋଇଲେ ପଡ଼ା ବାସୀ

29-Jul-2024



ତରଭା,(କପିଳାସ ସେଠ )  ଏହା କୌଣସି କ୍ଷେତର ଦୁର୍ଶ୍ୟ ନୁହେଁ  I ଏହା ହେଉଛି ମେଣ୍ଡା ଡାଙ୍ଗ ପଡ଼ା ରାସ୍ତା   I ନିଜପଡା କୁ ସବୁଦିନୀଆଁ ରାସ୍ତା ନଥିବା ରୁ ସବୁଦିନିଆ ରାସ୍ତା ନିର୍ମାଣ ଦାବୀ ନେଇ ରାସ୍ତା ରେ ଧାନ ପଲାହା ରୁଇ (ଲଗାଇ )ଅଭିନବ ପ୍ରତିବାଦ ପଡା ବାସୀ କରିଥିବାର ଜଣାଯାଇଛି  I ମିଳିଥିବା ସୂଚନା ଅନୁଯାୟୀ ତରଭା ବ୍ଲକ ମେଣ୍ଡାପଞ୍ଚାୟତ ର  ଡାଙ୍ଗ ପଡା ଓ ଜାଲ ପଡା ବାସୀ ଆଜ କୁ 30ରୁ ଅଧିକବର୍ଷ ହେବ 150ଜଣ ଲୋକ ବସତି ସ୍ଥାପନ କରି ଆସୁଛନ୍ତି  I ହେଲେ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଆବଶ୍ୟକ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି  I  ଦେଶ  77ବର୍ଷ ସ୍ୱାଧୀନତାରେ ପାଦ ଦେଇ ଥିଲେ ମଧ୍ୟ୍ୟ ପଡ଼ା ବାସୀ ଙ୍କ ପାଇଁ ସାମାନ୍ୟ ରାସ୍ତା ଟିଏ ନିର୍ମାଣ କରାଯାଉ ନ ଥିବାରୁ ପଡ଼ା ବାସୀ ରାସ୍ତାରେ ଧାନ ତଳିରୋଇ (ଧାନଗଛ ) ଗାଁଲୋକେ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ମେଣ୍ଡା ଗ୍ରାମରୁ  ରାଣୀ ସର୍ଡ଼I ଯାଇ ଥିବା ମୁଖ୍ୟ ରାସ୍ତା ରୁ ଡାଙ୍ଗ ପଡ଼ା ଓ ଜାଳ ପଡ଼ା ଯାଇଥିବା ପ୍ରାୟ 500ମିଟର ରାସ୍ତା  ନିର୍ମାଣ କରାଯାଇ ନାହିଁ I ଯାହା ଫଳରେ ଏହି ରାସ୍ତା ବର୍ଷା ଦିନେହେଲେ ବିପର୍ଯ୍ୟସ୍ତ ହୋଇ ପଡି ଥାଏ  I ବର୍ଷା ହେଲେ ରାସ୍ତା ଟି କାଦୁଅ ପଚପଚ ହେବା ସହ କାଦୁଅ ଭାସିଯାଉଛି । ରାସ୍ତା ବିପର୍ଯ୍ୟସ୍ତ ଯୋଗୁଁ ପଡ଼ା ବାସୀ ଯାତାୟତ କରି ପାରିନଥାନ୍ତି I ଶିକ୍ଷା,  ମେଡିକାଲ ସେବା ରୁ ମଧ୍ୟ୍ୟ ବଞ୍ଚିତ ହୋଇ ଥାନ୍ତି  I ରାସ୍ତା ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ, ପଞ୍ଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନଦୃଷ୍ଟି ଆକର୍ଷଣ କରି ଥିଲେ ମଧ୍ୟ୍ୟ ଆଜି ପ୍ରୟନ୍ତ ରାସ୍ତା ନିର୍ମାଣ ହୋଇ ପାରିନାହିଁ I  ଯାହାର ପ୍ରତିବାଦରେ ଆଜି ସୋମବାର ଡାଙ୍ଗ ପଡ଼ା ଓ ଜାଳ ପଡ଼ା ର  ମହିଳାମାନେ ରାସ୍ତାରେ ତଳିରୋଇ (ଧାନ ଗଛ )ପ୍ରତିବାଦ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି  I ଏସମ୍ପର୍କ ତରଭା ବିଡିଓଅନିଲ କୁଳୁ ଙ୍କୁ ଯୋଗାଯୋଗ କରାଯିବାରୁ ଏହାର ତଦନ୍ତ କରି ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ I ଅନ୍ୟ ପକ୍ଷ ରେ ସହକାରୀ ଯନ୍ତ୍ରୀ ଦୁଃଶାସନ ସାହୁ ଙ୍କୁ ଯୋଗା ଯୋଗ କରିବାରୁ ଏହି ରାସ୍ତା ଅଧା କାମ ସରିଛି ବାକି ରହିଥିବା କାମ ଏମ.ଜି.ଏନ. ଆର ଜେ ଯୋଜନା ରେ କାମ କରାଯିବ ବୋଲି କହି ଛନ୍ତି I ଯୋଜନା ଯେତେ ହେଉନା କାହିଁକି ପ୍ରଶାସନ ଓ   ଜନପ୍ରତିନିଧି  ଙ୍କ ଅବହେଳା ଯୋଗୁଁ ସାମାନ୍ୟ ରାସ୍ତା ପାଇଁ ଅଞ୍ଚଳ ବାସୀ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି I ଏହି ରାସ୍ତା ର ସମସ୍ୟା ସମାଧାନ ନେଇ ଏ ଅଞ୍ଚଳ ର ବିଭିନ୍ନ ମହଳ ରୁ ଦାବୀ ହେଉଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026

You Might Also Like