-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
29-Jul-2024
ତୁଷୁରା (ପଞ୍ଚାନନ ନାଏକ) ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ନିର୍ଦ୍ଦେଶନ କ୍ରମେ ବଲାଙ୍ଗୀର ଜିଲ୍ଲା କୁରସୁଡ ଗ୍ରାମରେ "ଫିଟ୍ ଯୁବା ହିଟ ୟୁବା" କରୋ ୟୋଗ ରହୋ ନିରୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ଜୈନ ତେରାପନ୍ଥ ଯୁବକ ପରିଷଦ ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଯୋଗ ଶିକ୍ଷୟତ୍ରୀ ମମତା ବାଗ ଯୋଗ ଦେଇ ଯୋଗ ଅଭ୍ୟାସ ଦ୍ବାରା କିପରି ଆମ୍ଭେ ଫିଟ ରହିପାରିବା ସେ ନେଇ ପରାମର୍ଶ ଦେବା ସହ ଯୋଗ ଅଭ୍ୟାସ କରାଇଥିଲେ।