-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ପୁରୁଣାକଟକ ଭୈରବୀ କଲେଜରେ କର୍ମଚାରୀ ବିବାଦ ଉଭୟ ତୁ ତୁ ମେମେ... ମହିଳା ପିଅନ ବଦଳି ନହେଲେ ୨୫ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ... ବୌଦ୍ଧ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

23-Jul-2024



ବଲାଙ୍ଗିର ହରଭଙ୍ଗା (ଦେବବ୍ରତ ଦାଶ ଙ୍କ ରିପୋର୍ଟ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଦେଖା ଦେଇଛି  ବିବାଦ l ପିଅନ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ମଧ୍ୟରେ ରହୁନୁ ସ୍ୱମନୟ l ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନ ରୁ କର୍ମଚାରୀ ଙ୍କ ମଧ୍ୟରେ ଥିବା ବାଦବିବାଦ କଥା ହାଟରେ ଯାଇ ଦାଣ୍ଡ ରେ ଗଡୁଛି l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖୋଦ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ l ବୌଦ୍ଧ ଉପଜିଲାପାଳ ଙ୍କ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ଯେ ଉକ୍ତ କଲେଜ ରେ ମହିଳା ଲେଡି ଆଟେଣ୍ଡ ଭାବେ ତପସ୍ୟା ଭୋଇ ପୂର୍ବରୁ ନିଯୁକ୍ତି ପାଇଥିବା ବେଳେ ପରବର୍ତୀ ସମୟରେ କଲେଜର ପିଅନ ପୋଷ୍ଟ ରେ ରହି କାର୍ଯ୍ୟ କରି ଆସୁଛନ୍ତି l କିନ୍ତୁ ଉକ୍ତ ମହିଳା ପିଅନ ଜଣଙ୍କ ସଦା ସର୍ବଦା କଲେଜର ଅନନ୍ୟ କର୍ମଚାରୀ ଙ୍କୁ ବେଖାତିରି, ଅବମାନନା କରିବା ଏବଂ କଲେଜ ରେ ସମସ୍ତ ଙ୍କ ପାଇଁ ହୋଇଥିବା ରେଜୁଲେସନ ଅନୁଯାଇ କାର୍ଯ୍ୟ କରୁଥିବା ବେଳେ ପିଅନ ଜଣଙ୍କ ରିଜୁଲେସନ କୁ ଅବମାନନା କରିବା ଏଭଳି ବିଭିନ୍ନ ସମୟରେ ନିଜର କର୍ତ୍ୟବ ଅବହେଳା କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି l ଏବଂ ଦୁଇ ଦିନ ତଳେ କଲେଜରେ ଏକ କାର୍ଯ୍ୟକ୍ରମ ସରିଲା ପରେ କିଛି ଅଧ୍ୟାପକ ପିଅନ କୁ ଏକ ନିର୍ଦିଷ୍ଟ କାର୍ଯ୍ୟ କରିବା ପାଇଁ କହିଥିଲେ l ଏଥିରେ ମହିଳା ପିଅନ ଜଣଙ୍କ ଅବମାନନା କରି ମୁଁ କାର୍ଯ୍ୟ କରିପାରିବି ନାହିଁ ବୋଲି ପ୍ରତ୍ୟାଖାନ କରିବାରୁ ଅଧ୍ୟାପକ ଅଧ୍ୟାପିକା ଓ ମହିଳା ପିଅନ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା l ଏଥିରେ ପିଅନ ଜଣଙ୍କ ଅସଭ୍ୟ ଭାଷା କରିବାରୁ ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରି କଲେଜର ପ୍ରିନସିପାଲ ଙ୍କ ଜରିଆରେ ବୌଦ୍ଧ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏବଂ ଦେଖାଯାଇଥିବା ବିଶୃଙ୍ଖଳା ର ଉପଯୁକ୍ତ ତଦନ୍ତ ସହ ମହିଳା ପିଅନ ଙ୍କ ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି l ଅନ୍ୟପଟେ ତିନି ଦିନ ମଧ୍ୟରେ ସମସ୍ୟା ର ସମାଧାନ ନକଲେ କିମ୍ବା ସମ୍ପୃକ୍ତ ମହିଳା ପିଅନ ଙ୍କୁ ଅନ୍ୟତ୍ର କଲେଜ କୁ ବଦଳି ନକଲେ ଆଗାମୀ ଦିନରେ ଆମେ ବାଧ୍ୟ୍ୟ ହୋଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବୁ ବୋଲି ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l 

ସମସ୍ୟା କୁ ନେଇ ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ କଲେଜ ଅଧକ୍ଷା ଧରିତ୍ରୀରାଣୀ କାନୁନଗୋ ଙ୍କୁ ପଚାରିବାରୁ ଯେ ଦୁଇଦିନ ତଳେ ପିଅନ ଓ ଅଧ୍ୟାପକ ଙ୍କ ସହିତ ସେଭଳି କଥାକଟାକଟି ହୋଇଥିଲା l ମୁଁ ଉଭୟଙ୍କୁ ବୁଝାବୁଝୀ କରାଇବା ପରେ ପୁନର୍ବାର ଆଉଥରେ ଉଭୟ ଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖା ଯାଇଥିଲା l ମୋ ଜରିଆରେ ଉପ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ତେଣୁ ତିନିଦିନ ଭିତରେ ସମସ୍ୟା ସମାଧାନ ପାଇଁ ଲେଖିଛନ୍ତି ବର୍ତମାନ ଛାତ୍ରଛାତ୍ରୀ ଙ୍କ ଫର୍ମଫିଲପ କର୍ଯ୍ୟ ଚାଲୁଛି ତେଣୁ ପିଲାଙ୍କ କାର୍ଯ୍ୟ ସାରିଲେ  କଲେଜ ରେ ଏକ ସମ୍ମନୟ ବୈଠକ ଡାକି ଉଭୟ ଙ୍କ ମଧ୍ୟରେ ହୋଇଥିବା ବିଶୃଙ୍ଖଳା କୁ ସମାଧାନ କରାଯିବ ବୋଲି କହିଥିଲେ l ଅନ୍ୟପଟେ ଯଦି ମହିଳା ପିଅନ ଜଣଙ୍କ ଅନ୍ୟତ୍ର କୌଣସି ସ୍ଥାନ କୁ ବଦଳି ନହୁଅନ୍ତି ତାହେଲେ ଆମେ ବାଧ୍ୟହୋଇ କାର୍ଯ୍ୟ ବନ୍ଧଆନ୍ଦୋଳନ କରିବୁ ବୋଲି ସମସ୍ତ ଅଧ୍ୟାପକ ଅଧ୍ୟାପିକା ଚେତାବନୀ ଦେଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like