-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ତୁଷୁରା (ପଞ୍ଚାନନ ନାଏକ ) ବଲାଙ୍ଗୀର ଜିଲ୍ଲା ଆମ୍ବପାଲି ଗ୍ରାମର ନଦୀଖଣ୍ଡି ଠାରେ ଖୁସମଲ ଦକ୍ଷିଣା ଅଞ୍ଚଳ କେଉଁଟ ସମାଜ ପକ୍ଷରୁ ଘାଟ ପୂଜା ଅନୁଷ୍ଠିତ ହୋଇ ଯାଇଛି ।ପୂଜକ ଜଗଦୀଶ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ଗୁଡ଼ଭେଳା ବ୍ଲକ ଓ ସଇଁତଲା ବ୍ଲକ ଅଞ୍ଚଳର ବହୁ ଲୋକ ଏହି ପୂଜାରେ ସାମିଲ ହୋଇ ଥିଲେ। ସଭାପତି- ଶେଷଦେବ ମଲ୍ଲିକ ଉପ ସଭାପତି- କିଶୋରଚନ୍ଦ୍ର ନାଏକ. ସମ୍ପାଦକ- କୁଶରଞ୍ଜନ ନାଏକ, ସଭ୍ୟ ସୋମନାଥ ନାଏକ. ଆଶିଷ ଦଣ୍ଡସେନା ବିମ୍ବା ମଲ୍ଲିକ ମନୋରଜନ ମାଝୀ ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।