-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
ନୂଆପଡ଼ା (ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଚରା ଭଟା ଗ୍ରାମର ଆତ୍ମାରାମ ତାଣ୍ଡି ତାଙ୍କ ପୁଅ ଲିଙ୍ଗରାଜ ଓ ଝିଅ ବେଲମତି ସହିତ ସିନାପାଲି ନିକଟସ୍ଥ ବରଗାଁ ଗ୍ରାମକୁ ଆସିଥିଲେ ।ସନ୍ଧ୍ୟା ସମୟରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ କାପଶି ଓ ବରଗାଁ ମଝି ରାସ୍ତାରେ ସିନାପାଲି ପଟରୁ ଆସୁଥିବା ଏକ କାର ସାମ୍ନା ପଟୁ ଧକ୍କା ଦେବା ଫଳରେ ବାପ ପୁଅ ଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତ୍ୱର ଥିବା ଜଣାପଡିଛି। ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି । ଗୁରୁତ୍ୱର ଝିଅ ବେଲମତିକୁ ଅନ୍ୟତ୍ର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।