-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ରାଜଧାନୀରେ ବର୍ଷା ହେବା ମାତ୍ରେ ଜଳବନ୍ଦୀ ପରିସ୍ଥ୍ିତି ସୃଷ୍ଟି ହେବା ନେଇ ପ୍ର୍ତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ଅଭାବ ରହିଛି । କେହି କାହା କାମ ସଠିକ୍ ଭାବେ ନକରିବାରୁ ଜଳବନ୍ଦୀ ସମସ୍ୟା ହେଉଛି । ସମ୍ବେଦନଶୀଳ ସ୍ଥାନରେ ପମ୍ପ ସେଟ୍ ରହିଥିବା ମେୟର କହିଛନ୍ତି । ପାଣି ଜମା ହେଉଥିବା ୧୨ଟି ମୁଖ୍ୟ ସ୍ଥାନ ଚିହ୍ନଟ କରାଯାଇଛି । ଜଳବନ୍ଦୀ ହେଉଥିବା କିଛି ସ୍ଥାନର ସ୍ଥାୟୀ ସମାଧାନ ଏକ ଲମ୍ବା ପ୍ରକ୍ରିୟା । ଜବରଦଖଲ ଉଚ୍ଛେଦ ସହ ନାଳ ସଫା, ୱାଲ୍ ମେଣ୍ଟନ୍ କରାଯାଉଥିବା ମେୟର କହିଛନ୍ତି ।