-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ମାଁ ଙ୍କ ପାଇଁ ବୃକ୍ଷ ଟିଏ, ଗାୟତ୍ରୀ ଏସ୍ .ଏଚ.ଜି ମହିଳାଙ୍କ ସ୍ୱତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

27-Jun-2024



ବଲାଙ୍ଗିର(ଚିତ୍ରସେନ ବେହେରା ): ମାଁ ଙ୍କ ପାଇଁ ବୃକ୍ଷ ଟିଏ, ଗାୟତ୍ରୀ ଏସ.ଏଚ.ଜି ମହିଳାଙ୍କ ସ୍ୱତନ୍ତ୍ର ସହ ନିଆଁରା ପଦକ୍ଷେପ ଆରମ୍ଭ। ଦିନକୁଦିନ ବୃଦ୍ଧି ପାଉଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ଦାଉରୁ ଆଶ୍ବସ୍ଥି ଦେବ ବୃକ୍ଷ। ଆଗକୁ ବୃକ୍ଷ ହିଁ ବଞ୍ଚାଇବ ଜୀବନ, ବୃକ୍ଷ ହିଁ ଜୀବନ। ଏଭଳି ବାର୍ତ୍ତା ସହ ସଚେତନ ସଜାଗର ବାର୍ତ୍ତା ନେଇ ଗାୟତ୍ରୀ ଏସ.ଏଚ. ଜି ମହିଳାଙ୍କ ସହ ବିଭିନ୍ନ ପଦପଦବୀରେ ଥିବା ବ୍ଲକସ୍ତରୀୟ କାର୍ଯ୍ୟରତ କର୍ମକର୍ତ୍ତାଙ୍କ ଗହଣରେ ଶୁଭାରମ୍ଭ ହୋଇଯାଇଛି ବୃକ୍ଷରୋପଣ। ଆଜି ଵଲାଙ୍ଗୀର ସଦର ବ୍ଲକର କାର୍ଯ୍ୟରତ ସଦସ୍ୟଙ୍କ ତତ୍ୱାବଧାନ ଓ ୪ ନମ୍ବର ୱାର୍ଡ ଠିକାଦାର ପଡ଼ା ଗାୟତ୍ରୀ ଏସ.ଏଚ.ଜି ମହିଳା ଗ୍ରୁପଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଯେଉଁଥିରେ ଗାୟତ୍ରୀ ଏସ.ଏଚ.ଜି ଗ୍ରୁପ ଠିକାଦାରପଡାର 

ମହିଳା ମାନେ ଗାୟତ୍ରୀ ମହିଳାଙ୍କ ଦ୍ଵାରା ପାଖାପାଖି ହଜାରେ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ କିସମର ବୃକ୍ଷ ଲଗାଇବା ନେଇ ଏବେ ସମସ୍ତଙ୍କୁ ବୃକ୍ଷ ଲଗାଇବା ପାଇଁ ସଚେତନତା ସଜାଗ ସହ ବହୁମାତ୍ରାରେ ବୃକ୍ଷ ରୋପଣ କରିବା ନେଇ ନିବେଦନ କରିଛନ୍ତି। ତେବେ ଆଜି ବୃକ୍ଷରୋପଣର ଶୁଭାରମ୍ଭ । ସମସ୍ତ ବୃକ୍ଷକୁ ଗାୟତ୍ରୀ ଏସଏଚ ଜି ମହିଳା ଗ୍ରୁପ ପୂଜାର୍ଚ୍ଚନା ସହ ବୃକ୍ଷ ମୂଳେ ଦୀପ ଜାଳି ହଳଦୀ ସିନ୍ଦୁର ସହ ବୃକ୍ଷକୁ ବଟୁ ବାନ୍ଧି ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ପ୍ରତ୍ୟେକ ଜୀବନ ପାଇଁ ନିତାନ୍ତ ଆବଶ୍ୟକ ବୃକ୍ଷ ବିନା ବଞ୍ଚିବା ଅସମ୍ଭବ। ପ୍ରତ୍ୟେକ ମୁହୂର୍ତ୍ତରେ ବୃକ୍ଷର ଆବଶ୍ୟକତା ସମସ୍ତଙ୍କର ରହିଛି।ସବୁ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ତଥା ନିତାନ୍ତ ଆବଶ୍ୟକ।ଯାହା ଏହି ବୃକ୍ଷ ଆମ ସମସ୍ତଙ୍କ ପାଇଁ ଭଗବାନ ତୁଲ୍ୟ ତେଣୁ ଏହାର ରକ୍ଷଣାବେକ୍ଷଣ ସହ ଆମେ ଏହି ବୃକ୍ଷକୁ ପୂଜାର୍ଚ୍ଚନା କରି ରୋପଣ କରୁଥିବା ଦର୍ଶଇ ମାଁ ଙ୍କ ନାମରେ ଗୋଟେ ବୃକ୍ଷ ଭଳି ବାର୍ତ୍ତା ରଖିଛନ୍ତି l

ସେପଟେ ସଦର ବ୍ଲକ ଓ ପୌର ପରିଷଦ ଦାୟିତ୍ବ ବହନ କରୁଥିବା କାର୍ଯ୍ୟରତ ଉଭୟେ କାର୍ଯ୍ୟଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାଥକୁ ନେଇଥିବା ମିଶନ ଶକ୍ତିର ସଦସ୍ୟ ନିଜ ମତବ୍ୟକ୍ତ ରଖି ସଚେତନ ସଜାଗ ସହ ବୃକ୍ଷରୋପଣ କରିବା ନେଇ ନିବେଦନ କରିଛନ୍ତି। ଚିନ୍ମୟ ତ୍ରିପାଠୀ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରତ୍ୟେକ ମିଶନ ଶକ୍ତି ଓ ଏସଏଚ ଜି ମହିଳାଙ୍କୁ ବୃକ୍ଷ ଲଗାଇବା ପାଇଁ ଆହ୍ୱାନ ଦେଇଥିବାରୁ ଆଜି ମିଶନ ଶକ୍ତି କାର୍ଯ୍ୟରତ ସୁମନ ଦିବେଦୀ ନିଜ ମତବ୍ୟକ୍ତ କରିଛନ୍ତି। ତେବେ ଗାୟତ୍ରୀ ଏସ.ଏସ. ଜି ଗ୍ରୁପ ମହିଳାଙ୍କ ବୃକ୍ଷକୁ ପୂଜାର୍ଚ୍ଚନା ଓ ପରେ ଘରେ ବାହାରେ ନୂତନ ବୃକ୍ଷ ରୋପଣର ସୁ ସନ୍ଦେଶ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ନେଇ ସବୁଠିଁ ପ୍ରଶଂଶାର ସୁଅ ଛୁଟୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like