-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
20-Jun-2024
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବୁଧବାର ତହସିଲର ମୁଖ୍ୟ କିରାଣୀ ଚନ୍ଦ୍ର ଶେଖର ସାହୁ ଛାତ୍ରୀ ଛାତ୍ର ମାନଙ୍କୁ ଯୋଗ ଶିଖାଉଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ଅଧ୍ୟୟନ ରତ ୧୬୦ ଜଣ ଛାତ୍ରୀ ଛାତ୍ର ଙ୍କ ସମେତ ବିଦ୍ୟାଳୟ ର ଏକ ମାତ୍ର ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ,ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପାଶା ପ୍ରମୁଖ ଙ୍କ ଉପସ୍ଥିତ ରେ ଚନ୍ଦ୍ର ଶେଖର ସାହୁ ଯୋଗ ଜରିଆରେ ନିଜକୁ ସୁସ୍ଥ ରଖିବା ସହ ଅନ୍ୟ ମାନଙ୍କୁ ଯୋଗ ପ୍ରତି ଉତ୍ସାହ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିପ୍ର ଚରଣ ସାହୁ,ସୁବାଷ ଚନ୍ଦ୍ର ସାହୁ ସହଯୋଗ କରିଥିଲେ