-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ 

25-Apr-2024



ବାଲାଙ୍ଗୀର(ପ୍ରେରଣା ଖବର ): ଓଡିଶା କଂଗ୍ରେସରେ ବ୍ୟକ୍ତିକୈନ୍ଦ୍ରିକ କାର୍ଯ୍ୟକଳାପ ଚାଲିଛି । ସେହି କାରଣରୁ କଂଗ୍ରେସ ପ୍ରତି ଜନସାଧାରଣ ବିମୁଖ ହେଉଛନ୍ତି । ପଶ୍ଚିମଓଡିଶାରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକଦଳର ନେତା ନରସିଂହ ମିଶ୍ର ଓ କଂଗ୍ରେସପ୍ରଚାର କମିଟିର ମୁଖ୍ୟ ଭକ୍ତଚରଣ ଦାସଙ୍କ ଦଳରେ ମନମାନୀ କାରଣରୁ ଦଳ ତଳିତଳାନ୍ତ ହୋଇଛି ବୋଲି କଂଗ୍ରେସଦଳରୁ ଇସ୍ତଫା ଦେଇଥିବା ପିସିସି ସାଧାରଣସଂପାଦକ ତଥା ଏଆଇସିସି ସଭ୍ୟ ବିଧୁଭୂଷଣ ତ୍ରୀପାଠୀ ଅଭିଯୋଗ କରିଛନ୍ତି । ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଧୁଭୂଷଣ ତ୍ରୀପାଠୀ ଆହୁରୀ ଅଭିଯୋଗ କରିଛନ୍ତି ଯେ,କଂଗ୍ରେସଦଳ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥିଚୟନ ପାଇଁ ପ୍ରଗମନ ଆପ ଜରିଆରେ ଆବେଦନ ଆହ୍ୱାନ କରିଥିଲେ । କିନ୍ତୁ ଏହାକୁ ଏକ ଫାର୍ସକରି ନିଜର ମନମୁତାବକ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଲୋକସଭା ପାଇଁ ବାହାର ଜିଲ୍ଲାରୁ ଜଣେ ଅଣରାଜନୈତିକ ବ୍ୟକ୍ତିକୁ ଡାକି ଆଣି ପ୍ରାର୍ଥି କରିଛନ୍ତି । ସେ ବଲାଙ୍ଗୀର ବିଧାୟକ ପ୍ରାର୍ଥି ସମରେନ୍ଦ୍ରଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ସମରେନ୍ଦ୍ର ନିଜକୁ ପକ୍କା ବଲାଙ୍ଗୀରିଆ କହି ପ୍ରଚାର କରୁଥିବା ବେଳେ ସମ୍ବଲପୁରରୁ ଜଣେ ଅଣରାଜନୈତିକ ବ୍ୟକ୍ତିକୁ ଡାକିଆଣି ଲୋକସଭା ପ୍ରାର୍ଥି କରାଇଛନ୍ତି । ଏହାକୁ ସେବ ଦୃଢବିରୋଧ କରୁଛନ୍ତି ଓ କଂଗ୍ରେସଦଳର ପଦପଦବୀ ସହ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଥିବା ବିଷୟରେ ଗଣମାଧ୍ୟମ ଆଗରେ ବିଧୁଭୂଷଣ ତ୍ରୀପାଠୀ କହିଛନ୍ତି । ପ୍ରକାଶ ଯେ, ବିଧୁଭୂଷଣ ଛାତ୍ରଜୀବନରୁ କଂଗ୍ରେସଦଳରେ ରାଜନୀତି ଆରମ୍ଭ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ସଭାପତି ହୋଇଥିଲେ । ଏହାପରେ ସେ ଜିଲ୍ଲା ଯୁବକଂଗ୍ରେସରେ ୧୦ବର୍ଷ ଜିଲ୍ଲାସଭାପତି ରହିଥିଲେ । ପରେ ପୁଣି ପିସିସିର ନିର୍ବାଚିତ ସଭ୍ୟ ଓ ଏଆଇସିସିର ନିର୍ବାଚିତ ସଭ୍ୟ ରହିବା ସହିତ ବିଭିନ୍ନ ରାଜ୍ୟର ପର୍ଯ୍ୟବେକ୍ଷକ ରହିଆସିଥିଲେ । ଚଳିତଥର ସେ ବଲାଙ୍ଗୀର ଲୋକସଭାରେ କଂଗ୍ରେସଦଳରୁ ପ୍ରାର୍ଥି ହେବାକୁ ଆବେଦନ କରିଥିଲେ । କିନ୍ତୁ ଦଳ ବଲାଙ୍ଗୀର କିମ୍ବା ସୋନପୁର ଜିଲ୍ଲାର କାହାକୁ ପ୍ରାର୍ଥି ନକରି ସମ୍ବଲପୁର ଜିଲ୍ଲାର ଅଭିନେତାରୁ ରାଜନେତା ହୋଇଥିବା ମନୋଜ ମିଶ୍ରଙ୍କୁ ପ୍ରାର୍ଥି କରିଥିଲା । ଫଳରେ ଏହାକୁ ବିରୋଧ କରି ବହୁସଂଖ୍ୟାରେ କଂଗ୍ରେସନେତା ଦଳ ଛାଡୁଛନ୍ତି । ଆଜି କଂଗ୍ରେସଦଳର ବିଧୁଭୂଷଣଙ୍କ ସହିତ କଂଗ୍ରେସଦଳର ଜିଲ୍ଲା ଉପସଭାପତି ଗ୍ଲେଡଷ୍ଟୋନ ତାଣ୍ଡି, ଲୋଇସିଂହା ନିର୍ବାଚନମଣ୍ଡଳିରୁ ଆଶାୟୀ ଥିବା ଅର୍ଜୁନ ମୁଗ୍ରୀ, ପୁଇଁତଳାର ଦୟାନିଧି ବିଶି, ସୁରେଶ ମିଶ୍ର ଓ ଜିତେନ୍ଦ୍ର ନାଗ କଂଗ୍ରେସଦଳ ଛାଡିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like