-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ପୁଇଁତଳା(ପ୍ରେରଣା ଖବର ): ଆସନ୍ତା ମାର୍ଚ୍ଚ ୨୫ ତାରିଖ ଦିନ ପୁଇଁତଳା ବ୍ଳକ ଯାଦବ ମହାସଭା ପକ୍ଷରୁ ମଲମଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁର୍ଲୁ ପାଲି ମାଁ ସମଲେଶ୍ୱରୀ ପୀଠ ଠାରେ ପ୍ ପବିତ୍ର ଦୋଳ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହେବାକୁ ଯାଉଛି l ଏଥିପାଇଁ ଯାଦବ ଭାଇ ଭଉଣୀ ମାନେ ଉତ୍ସବକୁ ଯାକଜମକ କରିବା ପାଇଁ ଲାଗି ପଡ଼ିଛନ୍ତି l ଏହି ଉତ୍ସବରେ ପୁଇଁତଳା ବ୍ଳକ ର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଯାଦବ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ଯୋଗ ଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ପୁଇଁତଳା ବ୍ଳକ ଯାଦବ ମହାସଭା ର ସଭାପତି ଅନିରୁଦ୍ଧ ବଗର୍ତ୍ତୀ ସୂଚନା ଦେଇଛନ୍ତି l