-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

ବଢ଼ୁଛି ହାତୀ ବିତ୍ପାତ:ଆନ୍ଦୋଳନ ପାଇଁ ସଜବାଜ

24-Feb-2024



 

ସମ୍ବଲପୁର(ଡଙ୍ଗରପଡା) (ସଂଜୀବପାଣିଗ୍ରାହୀ) :ପଡିଆବାହାଲ ଓ ବଡସାହିର ଫରେଷ୍ଟ ରେଞ୍ଚରେ ଦିନକୁ ଦିନ ହାତୀ ବିତ୍ପାତ ବଢୁଥିଲେ ସୁଦ୍ଧା ଏହାର ପ୍ରତିକାର ବା କ୍ଷତିପୂରଣ ଦେବାରେ ବିଫଳ ହୋଇଛି ବନ ବିଭାଗ। ଫଳରେ ଏହାର ପ୍ରତିବାଦରେ ଜନପ୍ରତିନିଧି ଓ ଜନତା ଏକ ହୋଇ ଆନ୍ଦୋଳନ ମୁହାଁ ହେବାକୁ ସଜବାଜ ହେଲେଣି ।ଏନେଇ ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଏକ ଭିଡିଓ ବାର୍ତ୍ତା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପଠାଇ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଚେତାବନି ଶୁଣାଇଛନ୍ତି।

        କେବଳ ପଡିଆବାହାଲ କି ବଡସାହିର କାହିଁକି ବରଂ ଯୁଯୋମୁରା, ନାକଟୀଦେଉଲ,ମାନେଶ୍ୱର ଓ ରେଢାଖୋଲ ବ୍ଲକରେ ହାତୀ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧାନ ଚାଉଳ ଖାଇବା ଗତ ୫ ବର୍ଷ ଧରି ଏହା ନିତିଦିନିଆଁ  ଘଟଣାରେ ପରିଣତ ହୋଇଛି । କିନ୍ତୁ ଉପର ଠାଉରିଆ ଭାବେ ବନ ବିଭାଗ କାମ କରି ନିଜର ଅସହାୟତା ପ୍ରକାଶ କରିବା ଓ କ୍ଷତିଗ୍ରସ୍ତ ପରିବାରକୁ ଆଶା ଜନକ କ୍ଷତିପୂରଣ ସହାୟତା ପ୍ରଦାନରେ ବିଫଳ ହୋଇଥିବାରୁ ଗାଁଗାଁରେ ଲୋକେ ତାତିଲେଣି । ଏପରିକି ଗତ ୧୦ ଦିନ ତଳେ କଦଳିମୁଣ୍ଡାରେ ବ୍ୟାପକ କ୍ଷତି ଯୋଗୁଁ ଅଞ୍ଚଳର ବରିଷ୍ଠ ନେତା ସୁବୋଧ କୁମାର ବେହେରା ପଡିଆବାହାଲ ରେଞ୍ଜରଙ୍କୁ ଭେଟି ବିହିତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ ।

     ଆଜି ପୁଣି ଡଙ୍ଗରପଡା ଓ ସରଖଣ୍ଡିରେ ହାତୀ ଏକାଧିକ ଘର ଭାଙ୍ଗିଥିବାରୁ ଲୋକେ ଏଥିରେ ଭୟଭିତ ହୋଇ ପ୍ରଶାସନର ଉଦାସୀନତାକୁ ନେଇ ଜିଲ୍ଲାପାଳ,ଡିଏଫଓ, ରେଞ୍ଜର କାର୍ଯ୍ୟାଳୟକୁ ଏକ କାଳିନ ଘେରିବାକୁ ଆଜି ଭିଡିଓ ବାର୍ତ୍ତାରେ ଡଙ୍ଗରପଡା ସରପଞ୍ଚ୍ ଚେତାବନୀ ଶୁଣାଇଛନ୍ତି। ଏଠାରେ ସୂ୍ଚନା ଯୋଗ୍ୟଯେ ଗତକାଲି ରାତିରେ ସୁଧାଂଶୁ ଶେଖର ସାହୁ,କିଶୋର ବେହେରା,ନୃପବାଗ୍, ରଜତ ପ୍ରଧାନ,ସଂଯୁଲତା ପ୍ରଧାନ,ଶ୍ରୀକାନ୍ତ ବଡପଣ୍ଡା,ପୀତବାସ ମାଝୀ,ବିଜୟ ଭୋଇ,ଜଗଦିଶ ମାଝୀ, ସୀତାରାମ ମାଝୀ,ଲକ୍ଷ୍ମଣ ବଗର୍ତ୍ତି ପ୍ରମୁଖଙ୍କ ଘର,କୁକୁଡା ଘର,ପମ୍ପ ହାଉସ ପ୍ରଭୃତି ନଷ୍ଟ ଭ୍ରଷ୍ଟ କରି ଧାନ ଚାଉଳ ଖାଇଥିବା ନେଇ ବନ ବିଭାଗର ଦୃଷ୍ଟି ଆକର୍ଶନ କରିଥିଲେ ସୁଦ୍ଧା ବନ ବିଭାଗ ନିଜ ପକ୍ଷରୁ କୌଣସି ଆଖିଦୃଷ୍ଟିଆ କାମ କରିପାରିନି । ଫଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ହାତୀ ବିତ୍ପାତକୁ ନେଇ ବନ ବିଭାଗ ନିଜର ପାରଦର୍ଶିତା ଦେଖାଇ ନପାରିଲେ ବାହାମ,ଡଙ୍ଗରପଡା,ନୂଆଁବରଙ୍ଗାମାଲ, ଘେନୁପାଲି ପ୍ରଭୃତି ପଞ୍ଚାୟତ ଏକାଠି ହୋଇ ହାତୀ ବିତ୍ପାତର ସମାଧାନ ପାଇଁ ଜନ ଆନ୍ଦୋଳନକୁ ତିବ୍ରତର କରିବାକୁ ନିଷ୍ପତ୍ତି ନେଉଥିବା ନେଇ ଖବର ମିଲିଛି। ଏପରିକି ଡଙ୍ଗରପଡା ସରପଞ୍ଚ୍ ଆୟସକାନ୍ତ ବଡପଣ୍ଡା କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ନେଇ ଯୁଯୋମୁରା ବିଡିଓଙ୍କୁ ଏକ ଚିଠି କରିଥିବା ନେଇ ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026

You Might Also Like

           
  ଜିଲ୍ଲା  

ବରୀ ରେ ବନ୍ୟା