-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ

21-Feb-2024



ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦ ଦେଶ ତରଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । କନ୍ଧ ଆଦିବାସୀ ମାନଙ୍କ ସଂସ୍କୃତି ପରମ୍ପରା ତତ୍ଵ ଅନୁଯାୟୀ ଏହି ମାନବ ସମାଜ ଓ ଜୀବ ଜଗତ ସପାଙ୍ଗଗାଡା ଠାରେ ସୃଷ୍ଟି ହୋଇଥିବା ବେଳେ ଡିମ୍ବୁଲି ଠାରେ ବସବାସ କରିଥିଲେ । ଏଣୁ କନ୍ଧ ଆଦିବାସୀ ମାନେ ସପାଙ୍ଗଗାଡା, ଡିମ୍ବୁଲି ଓ ଶ୍ରାମ୍ବୁଲି କୁ ପୂଜା କରି ଆସୁଛନ୍ତି । ଉକ୍ତ ସଂସ୍କୃତି ପରମ୍ପରା ଧୀରେ ଧୀରେ ଲୁକାୟିତ ହୋଇଯାଉଥିବାରୁ ଏହାକୁ ଉଦ୍ଜୀବିତ କରିବା ପାଇଁ ଡିମ୍ବୁଲି ମହୋତ୍ସବ ର ଲକ୍ଷ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ,କଳାହାଣ୍ଡି ଓ ରାୟଗଡା ଏହି  ୫ ଜିଲ୍ଲାରୁ ପ୍ରାୟ  ୨୦ ହଜାରରୁ ଉର୍ଦ୍ଧ କନ୍ଧ ଆଦିବାସୀ ମାନେ ଯୋଗ ଦେଇଥିଲେ । ମହୋତ୍ସବ ସଭାପତି ଗୌର ଚନ୍ଦ୍ର ମାଝି , ଉପସଭାପତି ଦୟାନିଧି ଜାନିଙ୍କ ତାତ୍ବାବଧାନରେ ଅନୁଷ୍ଠିତ ଡିମ୍ବୁଲି ମହୋତ୍ସବ ରେ କନ୍ଧମାଳ ଜିଲ୍ଲାର ସ୍ଵତନ୍ତ ଉନ୍ନୟନ୍ନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ ଯୋଗ ଦେଇ କନ୍ଧ ଆଦିବାସୀ ଙ୍କ ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ନିଷ୍ଠାପର ରହିବା ଆବଶ୍ୟକ । ଏହି ସଂସ୍କୃତି ପରମ୍ପରା କେତେ ମହାନ ତାହା ଅନ୍ୟମାନଙ୍କୁ ଜଣାଇବା ସହ ଡିମ୍ବୁଲି କୁ ଏକ ପର୍ଯ୍ୟଟନ ସ୍ଥଳୀ କରାଯିବ ଏଥି ନିମନ୍ତେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଡିମ୍ବୁଲି ମହୋତ୍ସବର ସଂଯୋଜକ  ଭାରତ ସରକାରଙ୍କ ଟ୍ରାଇଫେଡ ର ଉପାଧକ୍ଷ ପବିତ୍ର ମୋହନ କହଁର, ଉପଦେଷ୍ଟା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ,ବ୍ଲକ ଅଧକ୍ଷା ବାସନ୍ତୀ ମାଝି ,ବେଲଘର ସରପଞ୍ଚ ଗୋବିନ୍ଦ ମାଝି ପ୍ରମୁଖ ଡିମ୍ବୁଲି ମହୋତ୍ସବ ୨୦୨୪ ର ଉଦେଶ୍ୟ ସମ୍ପର୍କ ରେ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କନ୍ଧମାଳ ,ବୌଦ୍ଧ, ବଲାଙ୍ଗୀର ,କଳାହାଣ୍ଡି ଓ ରାୟଗଡ ୫ ଜିଲ୍ଲାର କ୍ଲାମ୍ବୁ ମୁଖିଆ ମାନଙ୍କୁ ସଭା ମଞ୍ଚକୁ ନିମନ୍ତ୍ରଣ କରି ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ପରିବେଷଣ ଲୋକେ ଦେଖି ବିମୋହିତ ହୋଇଥିଲେ । ହଜାର ହଜାର ଲୋକ ଡିମ୍ବୁଲି ପାହାଡର ଶୀର୍ଷ ଦେଶକୁ କୁ ଚଢି ସେଠାରେ ପୂଜା ଅର୍ଚନା କରିଥିଲେ । ଏହି ଡିମ୍ବୁଲି ମହୋତ୍ସବ କୁ ସଫଳ କରିବା ପାଇଁ ଜମ୍ବେଶ୍ଵର କହଁର,ଯଶୋବନ୍ତ ମାଝି ,ବସନ୍ତ ପ୍ରଧାନ ,ଦିଲ୍ଲୀପ କହଁର,ବିଶ୍ଵରଞ୍ଜନ କହଁର, ରାମ ଚନ୍ଦ୍ର ମାଝି ,ବିରେନ୍ଦ୍ର ଯାନୀ ,ପିଟୁକୁ ମାଝି ପ୍ରମୁଖ ଉପସ୍ଥିତ ରହି  ପରିଚାଳନାରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like