-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2024
(ମନୋରଞ୍ଜନ ତ୍ରିପାଠୀ )
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତି ଶ୍ରୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଜ୍ଞାପନ କରା ଯlଇଥିଲା l ନୂଆଁ ଚାଲିଥିବା ଟ୍ରେନ ସୋନପୁର - ଭୁବନେଶ୍ୱର କୁ ପାତାଳୀ ଶ୍ରକ୍ଷେତ୍ର ଏକ୍ସପ୍ରେସ ନାମରେ ନାମିତ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୁଣି ଜିଲ୍ଲା ରେ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଓ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ତାଙ୍କ ସହିତ ବରିଷ୍ଠ ଓକିଲ ଶ୍ୟାମାଓଁ ପ୍ରାସାଦ ମିଶ୍ର, ନାରୀ ନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ବ୍ୟାସଦେବ ଭରଦ୍ୱାଜ ମିଶ୍ର, ସମ୍ବିଡ ନନ୍ଦ, ବାପି ଦାସ୍, ସିର୍ଣୀବାସ ଚାନ୍ଦ୍, ଜିତୁ ମହାପାତ୍ର, କେଶବ ସାହୁ, ଶିବ ଶଙ୍କର ସାହୁ, ସୁରେଶ୍ ପାତ୍ର, ଛବିଲ ମେହେର ଙ୍କ ସମେତ ଶତାଧିକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।