-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2024
ବଲାଙ୍ଗୀର// ବଲାଙ୍ଗୀର ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଙ୍କୁ ସମୟ ସମୟରେ କାଜୁ,କିସମିସ, ଜୁସ୍ ଦେଇ ଆପ୍ୟାୟିତ କରୁଥିବା କିରାଣୀ ଜଣକ କିଏ ବୋଲି ଚର୍ଚ୍ଚା ହୁଏ। ଶିକ୍ଷ୍ୟା ଅଧିକାରୀ ଙ୍କୁ କେଉଁ କାରଣରୁ କିରାଣୀ ଜଣକ ଆପ୍ୟାୟିତ କରୁଛନ୍ତି ତାଙ୍କ ଅସଲ ଉଦ୍ଦେଶ୍ୟ ଜଣା ପଡ଼ି ସାରିଲାଣି।ସରକାରୀ ଗାଇଡ ଲାଇନ ଅନୁଯାୟୀ ଜଣେ କିରାଣୀ ଗୋଟିଏ ଷ୍ଟେସନ ରେ ୬ ବର୍ଷ କାଳ ରହି ପାରିବେ।୬ ବର୍ଷ ପରେ ଅନ୍ୟତ୍ର ବଦଳି ହେବା ନିୟମ ଅଛି।୬ ବର୍ଷ ରୁ ଉର୍ଦ୍ଧ୍ବ କାଳ ରହି ସାରିଥିବା ବେଳେ ଆଉ କେତେ ବର୍ଷ ରହିବାର ଅଭିପ୍ରାୟ ଅଛି ଜଣା ପଡୁ ନାହିଁ।ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ବାବୁ ଙ୍କୁ ପାଖେ ରଖିଥାନ୍ତୁ ଏବଂ କାଜୁ,କିସମିସ ଖାଉଥାଆନ୍ତୁ। ଏ ସମସ୍ତ ବିଷୟ ଆମେ କହୁ ନାହୁଁ ହାଟେ ବାଟେ ଚର୍ଚ୍ଚା ଜୋର ଧରିଛି।ମରସନ୍ ନ ରେ ବୁଆ।ଆର ନେଇ ରହି ହୁଏ।