-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2024
ବଲାଙ୍ଗିର (ପ୍ରେରଣା ଖବର ):ବଲାଙ୍ଗିର ଜିଲ୍ଲା ତଳିଉଡ଼ାର ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଉତ୍ସବ ମୁଖର ହୋଇଉଠିଛି l ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି
ହୋଇଥିଲା l ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ସହ ଶ୍ରୀ ରାମ ଙ୍କୁ ବନ୍ଦନା କରିଥିଲେ l ରାମ ମନ୍ଦିର ସେବକ ସୁଶୀଲ କୁମାର ଶତପଥୀଙ୍କ ନେତୃତ୍ୱରେ ମହା ଆଡ଼ମ୍ବରରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁଶୀଲ କୁମାର ପଣ୍ଡାଙ୍କ ନେତୃତ୍ଵରେ ସୁନ୍ଦର କାଣ୍ଡ ପରାୟଣ ରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଶେଷରେ ପ୍ରସାଦ ବଣ୍ଟନ ହୋଇଥିଲା l