-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ଜୟପାଟଣା-(ପ୍ରେରଣା ଖବର) କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ରେ ପଢୁ ଥିବା ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ! ଏ ନେଇ ଜୟପାଟଣା ପୋଲିସ ଏତଲା ର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କ ନାମରେ କେଶ ନମ୍ବର 367/20ଓ 376, 506 ଓ 06 ପୋସ୍କୋ ଆକ୍ଟ ଲାଗି ତଦନ୍ତ ଚଳାଇଛି ! ପ୍ରକାଶ ଯେ, ଗତ ଆଠ ତାରିଖ ଦିନ ପୀଡିତା ନାବାଳିକା ଘରେ ଏକାକି ଥିବା ସମୟରେ ସୁଯୋଗ ପାଇ ବୃଦ୍ଧ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିଲେ ! ପରିବାର ଲୋକେ ଜାଣିଲା ପରେ ଜୟପାଟଣା ଥାନା କୁ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି ! ଜୟପାଟଣା ପୋଲିସ ବୃଦ୍ଧ କୁ ଅଟକ ରଖି ଡାକ୍ତରୀ ମଇନା କରିଥିବା ଜଣାଯାଇଛି ! ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜୟପାଟଣା ଥାନା ଅଧିକାରୀଣି ରଶ୍ମିତା ପ୍ରଧାନ କହୁଛନ୍ତି !