-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ପାଚେରୀ ନିର୍ମାଣ କୁ ବିରୋଧ

04-Jan-2024



ନୂଆପଡ଼ା (ଡୋଲେସ୍ବର ଵାଗ )
ଅନେକ ବର୍ଷ ତଳେ ତିଆରି ହୋଇ ଲୋକ ଯିବା ଆସିବା କରୁଥିବା ରାସ୍ତାକୁ ଆଜି ପ୍ରଶାସନ ବନ୍ଦ୍ କରିବାରେ ସଫଳ । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ରୋକାଲ ହାଇ ସ୍କୁଲ ପରିସର ଭିତର ଦେଇ ମୁଖ୍ୟ ରାସ୍ତା ଠାରୁ ମଝିଆ ପଡ଼ାକୁ ଏକ ରାସ୍ତା ସଂଯୋଗ କରୁଥିଲା କିନ୍ତୁ ସେହି ବିଦ୍ୟାଳୟ ଅସୁରକ୍ଷିତ ମନେ କରି  ବିଦ୍ୟାଳୟ ପଛ ପଟେ ପାଚେରୀ ନିର୍ମାଣ କରିବାକୁ ପ୍ରଶାସନ କୁ ବାଧ୍ୟ ହେବାକୁ ପଡ଼ିଲା ।ଏସବୁ ପାଇଁ ମଝିଆ ପଡ଼ାର ଲୋକ ବାରମ୍ବାର ବିରୋଧ କରିଆସୁଥିବାରୁ ଦୁଇ ମାସ ତଳେ ବିଡିଓ ,ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ବିଦ୍ୟାଳୟକୁ ଆସି ଲୋକମାନଙ୍କ ସହିତ ଆଲୋଚନା କରି ବିଦ୍ୟାଳୟର ଦକ୍ଷିଣ ପାର୍ଶ୍ଵରେ ଏକ ମୁରୁମ ରାସ୍ତା ନିର୍ମାଣ କଲେ ଲୋକଙ୍କ ଯିବା ଆସିବା ପାଇଁ ହେଲେ ଲୋକ କହନ୍ତି ସେହି ରାସ୍ତା ପାର୍ଶ୍ବରେ ଗ୍ରାମ ଦେବା ଦେବୀ ପୀଠ ଏବଂ ନିକଟରେ ଶ୍ମଶାନ ଥିବାରୁ ସେହି ରାସ୍ତାରେ ଯିବେ ନାହିଁ ।ତେଣୁ ଏହି ବିଦ୍ୟାଳୟ ଭିତର ଦେଇ ଯାଉଥିବା ରାସ୍ତାକୁ ବନ୍ଦ ନ କରିବାକୁ ପ୍ରଶାସନ କୁ ଦାବି କରିଥିଲେ ।ପାଚେରୀ ନିର୍ମାଣ କଲେ ବିରୋଧ କରିବେ ବୋଲି କହିଥିଲେ ଓ ତାଙ୍କ କଥାରେ ଅଟଳ ରହିଲେ।ବିଦ୍ୟାଳୟର ସୁରକ୍ଷା ଦୃଷ୍ଟିରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏ ପି ଡି ଯୋଗେଶ୍ୱର ମାଝୀ,ବିଡିଓ ପ୍ରିୟରଞ୍ଜନ କୁମାର,ତହସିଲଦାର ସରିତା ଗୁପ୍ତା,ରାଜସ୍ବ ନିରୀକ୍ଷକ କିରଣ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା,ପୋଲିସ ଏସ ଆଇ ପର୍ଶୁରାମ ଛତ୍ରିଆ,ଏସ ଆଇ କେଦାର ମାଝୀ,ଏସ ଆଇ ସୁରତ ମାଝୀ,ଠିକାଦାର ତାପସ ପଟ୍ଟନାୟକ ଏବଂ ଅନେକ ପୋଲିସ ଷ୍ଟାଫଙ୍କ ଉପସ୍ଥିତିରେ ବିଦ୍ୟାଳୟ ଗେଟ୍ ଓ ପଛପଟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏସବୁକୁ ବିରୋଧ କରିଥିଲେ ମଝିଆ ପଡ଼ାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଯଥା ଅନକା ମୁଡ଼ିଏନ ,ସମଲେଶ୍ଵରୀ,ବସ୍ତ୍ରାୟଣି,ମା ତୁଳସା,ମା ଗଙ୍ଗାଦି ତଥା ପଡ଼ାର ଲୋକମାନେ ।ଉପସ୍ଥିତ ସମସ୍ତ ଅଧିକାରୀ ବୁଝାଇଥିଲେ ସମସ୍ତଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ।ତଥାପି ଲୋକମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଲେ ଅପରାହ୍ନ ୪  ଟା ପର୍ଯ୍ୟନ୍ତ ।ଏପଟେ ଅବରୋଧ ଓ ବିରୋଧ ଚାଲୁଥାଏ ପୁଣି ସେପଟେ ପ୍ରଶାସନ ଦ୍ଵାରା ନିର୍ମାଣ କାର୍ଯ୍ୟ ନିୟମିତ ଚାଲୁଥାଏ ।ପରେ ଏଡିସନଲ ଏସ ପି ଇନ୍ଦ୍ରମଣି ବେହେରା ,ଏସ ଡି ପି ଓ ଅରୂପ ଅଭିଷେକ ବେହେରା ଓ ଆଇ ଆଇ ସି ଗୋବିନ୍ଦ ମାଝୀ ପହଞ୍ଚିଥିଲେ ।ସମସ୍ତ ଅଧିକାରୀ ଲୋକଙ୍କ ସହ  ଆଲୋଚନା କରି ନିର୍ମାଣ କାର୍ଯ୍ୟରେ ବାଧା ନ ଦେବାକୁ ଅନୁରୋଧ କରିଥିଲେ ।ଆଇନକୁ ହାତକୁ ନ ନେଇ ନିୟମ ପାଳନ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like