-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ପରମେଶ୍ୱରୀ ପଞ୍ଜିକା ୨୦୨୪-୨୦୨୫ ଲୋକାର୍ପଣ: ପ୍ରତିଭା ସମ୍ବର୍ଦ୍ଧନା କାର୍ଯକ୍ରମ 

01-Jan-2024



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ବହୁ ତଥ୍ୟ ସମ୍ବଳିତ ଓଡିଶାର ସର୍ବଶ୍ରେଷ୍ଟ ପଞ୍ଜିକା ପରମେଶ୍ୱରୀ ପଞ୍ଜିକା ସୁବର୍ଣ୍ଣପୁର ଜିଲ୍ଲାର ସଦର ଗୋପାଳଜୀ  ମନ୍ଦିର ପ୍ରାଙ୍ଗଣ ଠାରେ   ଭାଗ୍ୟଜ୍ୟୋତି ଜ୍ୟୋତି ଗବେଷଣା କେନ୍ଦ୍ର, କଟକ ଓ  କୋଶଲ  ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭାର ପୁସ୍ତକ ଉନ୍ମୋଚନ , ପ୍ରତିଭା ସମ୍ବର୍ଦ୍ଧନା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି.  I ଏହି ସଭାରେ ୧୦ଗୋଟି ଜ଼ିଲ୍ଲା ରୁ ସହ ସହ ଜ୍ୟୋତିର୍ବିତ, ପଣ୍ଡିତ ଗଣ ଯୋଗ ଦେଇଥିଲେ.l  ମୁଖ୍ୟ ଅତିଥି ପୁରୀ ରାମଜୀ ମଠର ମଠାଧୀଶ ଗୁରୁ ଶ୍ରୀ ବଂଶୀଧର ଦାସ, ସଭାପତି ଭାବରେ ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡ଼େନ କୁମାର ବିଶି, ମୁଖ୍ୟ ବକ୍ତା ଯୋଗେନ୍ଦ୍ର ହୋତା, ସମ୍ମାନିତ ଅତିଥି ପଣ୍ଡିତ ଗୁଣ ସାଗର ପଣ୍ଡା, ପଣ୍ଡିତ ତ୍ରିଲୋଚନ ରାଉତ, ଭାଗ୍ୟ ଜ୍ୟୋତିର  ପ୍ରକାଶକ ରଞ୍ଜନ କୁମାର ସେନାପତି, ଯୋଗଦେଇଥିଲେ ଏବଂ କୋଶଲ  ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭାର ସମ୍ପାଦକ ପ୍ରକାଶ ପୁଝାରୀ ଓ ଶ୍ୟାମ! ଓମ  ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯକ୍ରମ ରେ ପ୍ରଥମେ ଦେବ ପୂଜନ, ଗୁରୁପୂଜନ, କାର୍ଯକ୍ରମ ହୋଇଥିଲା. ଦିନକୁ ଦିନ ବଢୁଥିବା ପାଞ୍ଜି ମାନଂକ ମଧ୍ୟରୁ ପରେମେଶ୍ୱରି ପଞ୍ଜିକା ର ସମସ୍ତ ତଥ୍ୟ ତଥା ଗଣନା ସମସ୍ତ ପଞ୍ଜିକା ଠାରୁ ନିର୍ଭୂଲ୍ ଓ ବେଳା, ଚନ୍ଦ୍ର ସୂର୍ଯ୍ୟଙ୍କ ର ସ୍ଥିତି, ପର୍ବପର୍ବାଣୀ ଓ ଅମୃତବେଳା ଙ୍କୁ ସଂପୂଣ୍ଣ ନିର୍ଭୁଲ ଭାବରେ ଉପସ୍ଥାପନା କରା ଯାଇଛି ବୋଲି ଅତିଥି ଓ ଅନ୍ୟାନ୍ୟ ପଣ୍ଡିତ ମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିନୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା, ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା ,ଭାଗ୍ୟଜ୍ୟୋତି ବୈଦିକ ମୁହୂର୍ତ ଏଵଂ ପ୍ରଭାକର ତ୍ରିପାଠିଙ୍କ ରଚିତ ସ୍ତ୍ରୀ ଜନ୍ମ ଫଳ ମଞ୍ଜୁଷା ଅତିଥିମାନଙ୍କ  ଦ୍ବାରା  ଉନ୍ମୋଚିତ କରାଯାଇ ଥିଲା।ସନ୍ତୋଷ କୁମାର ପୁଜାହାରୀ, ବ୍ୟାସଦେବ ମିଶ୍ର, ଗୌର ଚରଣ ନନ୍ଦ, ଦେବାର୍ଚ୍ଚନ ଦାସ, ଯଦୁମଣି ତ୍ରିପାଠୀ, ଉପେନ୍ଦ୍ର ଚାନ୍ଦ, କାମପାଲ  ନାୟକ,ଏହି ସାତ ଜଣ  ପ୍ରତିଭାକୁ ଭାଗ୍ୟ ଜ୍ୟୋତି ପ୍ରତିଭା ସମ୍ମାନ ରେ ସମ୍ମ|ନିତ କରାଯାଇଛି . ଏବଂ ପରମେଶ୍ବରୀ ପଞ୍ଜିକାର ଗଣକ ମେଡେନ କୁମାର ବିଶି ଙ୍କୁ ପଣ୍ଡିତ ସ୍ଵର୍ଗତ କ୍ଷମାନିଧି ପଣ୍ଡା ସ୍ମୃତି ସମ୍ମ!ନ ୨୦୨୩  ପ୍ରଦାନ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ପଣ୍ଡିତ ମାନଂକୁ ସଂଗଠନ ର ସମ୍ପାଦକ ପଣ୍ଡିତ ପ୍ରକାଶ ପୁଝାରୀ ଓ ଜଦୁମଣି ତ୍ରିପାଠି ଧନ୍ୟବାଦ୍ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like