-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   (18-Jul-2026)       ||      ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   (18-Jul-2026)       ||      *ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   (18-Jul-2026)       ||      ଆଇଆଇଏମ ସମ୍ବଲପୁରରେ ୮ମ ପିଏଚ୍‌ଡି ବ୍ୟାଚ୍ ଏବଂ ୭ମ ପିଏଚ୍‌ଡି–କାର୍ଯ୍ୟରତ ପେଶାଜୀବୀ (PhD-WP) ବ୍ୟାଚ୍ (୨୦୨୬)ର ସ୍ୱାଗତ   (18-Jul-2026)       ||      ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   (18-Jul-2026)       ||      ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   (18-Jul-2026)       ||      ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||     

HOME   ଜିଲ୍ଲା

ସର୍ବଭାରତୀୟ ବଲାଙ୍ଗୀର ଓପନଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

28-Dec-2023



ବଲାଙ୍ଗୀର(ଚିତ୍ରସେନ ବେହେରା) -ବଲାଙ୍ଗୀର କଳିଙ୍ଗଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ୍‌) ପରିସରରେ ଗତ ୫ଦିନ ଧରି ଚାଲିଥିବା ଦ୍ୱିତୀୟ ସର୍ବଭାରତୀୟ ବଲାଙ୍ଗୀର ଓପନ ଫିଡେ ରେଟିଂ ଚେସ ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କିସର ପ୍ରମୋଦ ସାହୁ,ଜିଲ୍ଲା ଚେସ ଏସୋସିଏସନର ସଭାପତି ଶୁକଦେବ ଗୁରୁ ଓ ସଂପାଦକ ପ୍ରୀୟବ୍ରତ ପଣ୍ଡା ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗୀତାରେ ତପନ ବଡମୁଣ୍ଡି(ପ୍ରଥମ),ଆହିଲ ପାତ୍ର(ଦ୍ୱିତୀୟ) ଓ  ନୀଲସୁ ପଟ୍ଟନାୟକ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବଲାଙ୍ଗୀରର ବିରଞ୍ଚି ସାହୁ,ସୁଶୀଳ ତ୍ରୀପାଠୀ,କମ୍ବୁପାଣୀ ପୂଜାହାରୀ,ଶ୍ରେୟସ ପାଣିଗ୍ରାହୀ,ଧରୀତ୍ରୀ ପଣ୍ଡା ନିଜ ନିଜ ବର୍ଗରେ ପୁରସ୍କୃତ ହୋଇଥିଲେ ।

କ୍ଷୀରୋଦ୍ର ଦଳାଇ,କରୁଣାକର ପାତ୍ର,ରାକେଶ ପାଣିଗ୍ରାହୀ,ଶେଷଦେବ ନାଏକ,ଅମିତ ତ୍ରୀପାଠୀ,ସୁଶିଳ ତ୍ରୀପାଠୀ,କମ୍ବୁପାଣୀ ପୂଜାହାରୀ,ଗୋବିନ୍ଦଚନ୍ଦ୍ର ସାହୁ,ସସ୍ମିତା ପଣ୍ଡା ପ୍ରମୁଖ ପ୍ରତିଯୋଗୀତାରେ ସହଯୋଗ କରିଥିଲେ । ସୁରେଶଚନ୍ଦ୍ର ସାହୁ ମୁଖ୍ୟଅର୍ବିଟର ଭବେଶ ମହାନ୍ତି,ସନ୍ତୋଷ ମହାପାତ୍ର,କ୍ଷିରୋଦ ଦଳାଇ,ଦେବେନ୍ଦ୍ର ଯୋଷୀ,ବିଷ୍ଣୁ ପୁରୋହିତ ଆର୍ବିଟର ଦାୟିତ୍ୱ ତୁଲାଇଥିଲେ । ଗତ ୨୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟକୁ ପୂର୍ବତନସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଉଦଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚେସ ଖେଳାଳୀ ଆସି ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ   18-Jul-2026
  ଜିଲ୍ଲା  
ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   18-Jul-2026
  ଜିଲ୍ଲା  
ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   18-Jul-2026
  ଜିଲ୍ଲା  
ବରପାଲି ରେ ପଞ୍ଚାୟତ ସମିତି ବୈଠକ   18-Jul-2026
  ଜିଲ୍ଲା  
*ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   18-Jul-2026
  ଜିଲ୍ଲା  
*ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   18-Jul-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   18-Jul-2026
  ଜିଲ୍ଲା  
ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   18-Jul-2026
  ଜିଲ୍ଲା  
*ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   18-Jul-2026
  ଜିଲ୍ଲା  
ଆଇଆଇଏମ ସମ୍ବଲପୁରରେ ୮ମ ପିଏଚ୍‌ଡି ବ୍ୟାଚ୍ ଏବଂ ୭ମ ପିଏଚ୍‌ଡି–କାର୍ଯ୍ୟରତ ପେଶାଜୀବୀ (PhD-WP) ବ୍ୟାଚ୍ (୨୦୨୬)ର ସ୍ୱାଗତ   18-Jul-2026
  ଜିଲ୍ଲା  
ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   18-Jul-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   18-Jul-2026

You Might Also Like