-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||      ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   (22-Jul-2026)       ||      ମ . ରାମପୁର ବ୍ଲକ ନୁନପୁର ଗ୍ରାମ ଚାଷ ଜମିରୁ ୧୧ କେ. ଭି ଲାଇନ ତାର ଚୋରି ପାଣି ଅଭାବରୁ ଚାଷୀ ହନ୍ତସନ୍ତ   (22-Jul-2026)       ||      ଦାବି ପୂରଣ ନହେଲେ ମା ଦୁଆରସନୀଙ୍କ ପୀଠରୁ ପଦଯାତ୍ରା ଚେତାବନୀ   (22-Jul-2026)       ||      *ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   (22-Jul-2026)       ||      *ଜିଲ୍ଲା ପି ସି ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ - ଭ୍ରୁଣ ହତ୍ୟା ରୋକିବାକୁ ବ୍ୟାପକ ସଚେତନତା ଜରୁରୀ - ଏ ଡି ଏମ୍*   (22-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗିର କଳାକାର ଙ୍କ ସଙ୍ଗୀତ ରେ ବିଭୋର ଦର୍ଶକ*   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ   (22-Jul-2026)       ||      ଶଶଧର ପଣ୍ଡାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ   (22-Jul-2026)       ||     

HOME   ଜିଲ୍ଲା

ପଞ୍ଜିକୃତ ଚାଷୀଙ୍କୁ ଟୋକନ ମିଳୁନଥିବା ପ୍ରତିବାଦ ପଲଶାଗୋରାରେ ଶତାଧିକ ଚାଷୀ ଙ୍କ ରାସ୍ତା ରୋକ

27-Dec-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ )ବୌଦ୍ଧ ଜିଲ୍ଲା କଣ୍ଟାମାଳ -ମନମୁଣ୍ଡା 41ନଂ ରାଜ୍ୟ ରାଜପଥର ପଲସାଗୋରା ଠାରେ ଧାନବିକ୍ରୀ ସମସ୍ୟା କୁ ନେଇ ବୁଧବାର ସକାଳ6ଟା ଠାରୁ ଶତାଧିକ ଚାଷୀ ରାଜପଥ ଅବରୋଧ କରି ରାସ୍ତା ଉପରେ ଧାରଣାରେ ବସିଛନ୍ତି |  ସୂଚନା ଅନୁସାରେ ବ୍ଲକର ଲୋକାପଡ଼ା ଓ ରୁଣ୍ଡିମହୁଲ ସେବା ସମବାୟ ସମିତି ର ଶତାଧିକ ଚାଷୀ ଖରିଫ ଧାନ ବିକ୍ରୀ କରିବା ପାଇଁ ସରକାରଙ୍କ ନୀୟମ ଅନୁସାରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ

କରିଥିଲେ  l   ତେବେ ଅନଲାଇନ ରେ ପଞ୍ଜିକରଣ କରିଥିବା ଚାଷୀମାନଙ୍କ ମଧ୍ୟରୁ କିଛି ଚାଷୀଙ୍କ ଟୋକନ ଆସିଥିଲେ ହେଁ ଅଧିକାଂଶ ପଞ୍ଜିକୃତ ଚାଷୀ ଧାନ ବିକ୍ରୀ କରିବା ପାଇଁ ଟୋକନ ପାଇନଥିଲେ |ଟୋକନ ନପାଇବାରୁ ଏ ବିଷୟରେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ l   ଅଭିଯୋଗ ପରେ ଚାଷୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ ନ କରିବାରୁ ଶେଷରେ ବାଧ୍ୟ ହୋଇ ଚାଷୀମାନେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ କରି ବୁଧବାର ଭୋର ସକାଳୁ ପଲଶାଗୋରା ହାଇସ୍କୁଲ ଛକ ଠାରେ ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ କରିଥିଲେ |ପରେ ଲୋକାପଡ଼ା ସେବା ସମବାୟ ସମିତିର ସମ୍ପାଦକ ନିର୍ମଳ ବିଶ୍ବାଳ ଓ କର୍ମଚାରୀ ଧାରଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରି ଚାଷୀମାନଙ୍କ ସହ ଆଲୋଚନା କାରିଥିଲେ  l ତେବେ କୌଣସି ଜିଲ୍ଲା ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକ ରୁ 

ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ମାନେ ଜିଦ ରେ ଅଟଳ ଥିଲେ l  ପରେ ଘଟଣା ସ୍ଥଳରେ ଏଆରସିଏସ ହାଡିବନ୍ଧୁ ମହାକୁଡ଼ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜାନକୀ ସିଂ ପହଞ୍ଚି କଲ୍ୟାଣ ମଣ୍ଡପ ଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l    ଟୋକନ ରୁ ବାଦ ପଡ଼ିଥିବା ସମସ୍ତ ପଞ୍ଜିକୃତ

ଚାଷୀ ମାନଙ୍କ ନାମ ପୁନଃ ପଞ୍ଜିକରଣ ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ  l   ଲିଖିତ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା |ସକାଳ 6ଟାରୁ ଅପରାହ୍ନ 1.30ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ସାଢେ ସାତ ଘଣ୍ଟା ରାସ୍ତାରୋକ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଚଳାଚଳ ଠପ ହୋଇଥିଲା | ରାସ୍ତାରୋକ ରେ ଯୁବନେତା ଓମ ପ୍ରକାଶ ମିଶ୍ର, ମୁନା ମିଶ୍ର, ଚାଷୀ ନେତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ରବୀନ୍ଦ୍ର ପ୍ରଧାନ,ଅସୀମ ଅଭିଷେକ ପଣ୍ଡା, ରଞ୍ଜନ ପଣ୍ଡା,ଲୋକାପଡା ଫ୍ୟାକ୍ସ ସଭାପତି ପିତାମ୍ବର ସାହୁ,ଆଦିତ୍ୟ ପ୍ରଧାନ,ମୁନା ସାହୁ, ସଂକେତ ସାହୁ, ପୁରୁଷୋତ୍ତମ ଦଳବେହେରା,ଦିଲ୍ଲୀପ ମହାକୁଡ଼,ନବୀନ ମହାପାତ୍ର, ଗୋପାଳ ପୁରୋହିତ,ଆଲୋକ ଖେତୀ ,ଅଚ୍ୟୁତ ଖମାରୀ,ପ୍ରମୋଦ ପ୍ରଧାନ,ଧନମାଳୀ କର୍ଣ୍ଣ  ଆଦି ଙ୍କ ସମେତ ବହୁ ଚାଷୀ ଓ ଚାଷୀ ପ୍ରତିନିଧି ଙ୍କ ନେତୃତ୍ୱ ରେ ଚାଷୀ ମାନେ ଏହି ରାସ୍ତାରୋକରେ ସାମିଲ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ   22-Jul-2026
  ଖେଳ  
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   22-Jul-2026
  ଦେଶ ବିଦେଶ  
ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   22-Jul-2026
  ଜିଲ୍ଲା  
ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ   22-Jul-2026
  ଜିଲ୍ଲା  
ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   22-Jul-2026
  ଜିଲ୍ଲା  
ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର   22-Jul-2026
  ଜିଲ୍ଲା  
ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   22-Jul-2026
  ଜିଲ୍ଲା  
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   22-Jul-2026
  ରାଜ୍ୟ  
ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   22-Jul-2026
  ରାଜ୍ୟ  
ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   22-Jul-2026
  ଜିଲ୍ଲା  
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   22-Jul-2026

You Might Also Like